Crime ପାଟକୁରା ବିଧାୟକ ବେଦପ୍ରକାଶଙ୍କ ବିରୋଧରେ ଏତଲା OPA Jun 27, 2017 0 କେନ୍ଦ୍ରାପଡା:ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ବିରୋଧରେ ଥାନାରେ ଏତଲା । ପୁଣି ଏତଲା ଦେବାର ୪ ଦିନ ବିତି ଯାଇଥିଲେ ମଧ୍ୟ ଚୁପ୍ ବସିଛି କେନ୍ଦ୍ରାପଡ଼ା ଥାନା ପୋଲିସ୍ । ଡେରାବିଶ୍ ବ୍ଲକ୍ ନହଙ୍ଗ ସମିତି ସଭ୍ୟ,… Read More...
National ଯୋଗୀଙ୍କ ଶାସନକୁ ଶହେ ଦିନ,ରିପୋର୍ଟ କାର୍ଡ ରଖିଲେ ସିଏମ OPA Jun 27, 2017 0ୟୁପି:ଯୋଗୀଙ୍କ ଶହେ ଦିନ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥଙ୍କ ଶାସନକୁ ୧୦୦ ଦିନ ପୁରିଛି । ଆଉ ଏହି ସେଞ୍ଚୁରୀ ମାରିବା ଅବସରରେ ଯୋଗୀ ରଖିଛନ୍ତି ରିପୋର୍ଟ କାର୍ଡ । କହିଛନ୍ତି , ସେ ରାଜ୍ୟର… Read More...
Odisha ଟ୍ରାପଲାଇନ,୫ ଦିନ ଲାଗି ରହିବ ମେଘୁଆ ପାଗ OPA Jun 27, 2017 0 ଭୁବନେଶ୍ବର: ଉତ୍ତର ଓଡିଶା ଏବଂ ଝାଡଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁମଣ୍ଡଳ ଉପରି ଭାଗର ୫.୮ କିମି ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ସ୍ଥଳ ଭାଗରେ ଟ୍ରପ ଲାଇନ ସୃଷ୍ଟି ହୋଇଛି ଯାହାକି ପଶ୍ଚିମ ରାଜସ୍ଥାନରୁ… Read More...
Odisha ନିଆଳି ମେଣ୍ଡା ମୃତ୍ୟୁ ଘଟଣା : ହେଟା ଖୋଜୁଛି ପ୍ରଶାସନ OPA Jun 27, 2017 0 ନିଆଳି: ମେଣ୍ଢା ମୃତ୍ୟୁ ରହସ୍ୟ ଘଟଣାରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି । କଟକ ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂଣ୍ଣ ବୈଠକ ହୋଇଛି । ନିଆଳି ବ୍ଲକରେ ହୋଇଥିବା ବୈଠକରେ ବନ ବିଭାଗ, ରାଜସ୍ବ, ପଶୁ… Read More...
Odisha ଆଡପ ବିଜେ କରିବେ ଚତୁର୍ଦ୍ଧାମୂରତି OPA Jun 27, 2017 0 ପୁରୀ: ଘୋଷଯାତ୍ରାର ଆଜି ହେଉଛି ଆଡପ ବିଜେ ଉତ୍ସବ । ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂରତି। ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରଦିନ ଆଡ଼ପ ମଣ୍ଡପ ବିଜେ… Read More...
Crime ପାରିବାରିକ କଳହରୁ ମାକୁ ହତ୍ୟା କଲେ ପୁଅ ଓ ବୋହୂ OPA Jun 27, 2017 0 ଟାଙ୍ଗୀ: ପାରିବାରିକ କଳହକୁ କେନ୍ଦ୍ର କରି ବାଣପୁର ମଙ୍ଗରାଜପୁରରେ ହତ୍ୟାକାଣ୍ଡ ଘଟିଛି । ମାକୁ ହତ୍ୟା କଲେ ପୁଅ ଓ ବୋହୂ । ବାଣପୁର ଥାନା ମଙ୍ଗରାଜପୁର ଗାଁରେ ଏହି ଘଟଣା ଘଟିଛି । ହତ୍ୟା ପରେ ମୃତଦେହକୁ ବିଲରେ ଫୋପାଡି… Read More...
Odisha ଦେବଗଡରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ OPA Jun 27, 2017 0 ଦେବଗଡ : ଦେବଗଡରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ । ଦେବଗଡ ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛି ମହିଳା ମାଓବାଦୀ କୁନି ଓରଫ୍ ସାବିତ୍ରୀ ମୁର୍ମୁ । ସାବିତ୍ରୀ କଳିଙ୍ଗନଗର ଡିଭିଜନ୍ର ସକ୍ରିୟ ସଦସ୍ୟ ଥିଲେ(କେନ୍ଦୁଝର… Read More...
Crime ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଭାବ ଗୁରୁତର OPA Jun 27, 2017 0 ଆଠଗଡ: ତିଗିରିଆ ହରିଡାପୋଷି ଗାଁରେ ପୋଲିସର ଏନକାଉଣ୍ଟର । ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଭାବଗ୍ରାହୀ ପଣ୍ଡା ଗୁରୁତର । ଭାବର ଗୋଡରେ ବାଜିଛି ଦୁଇ ରାଉଣ୍ଡ ଗୁଳି ଗୁରୁତର ଅବସ୍ଥାରେ ଭାବକୁ କଟକ ସ୍ଥାନାନ୍ତର କରାଯାଇଛି… Read More...
Odisha ଗୁଣ୍ଡିଚା ବାଡିରେ ତିନିରଥ : ରଥରେ ଦିଅଁ ଦର୍ଶନ କରୁଛନ୍ତି ଭକ୍ତ OPA Jun 26, 2017 0 ପୁରୀ: ଘୋଷଯାତ୍ରାରେ ଭଉଣୀ ଓ ଭାଇଙ୍କୁ ନେଇ ମାଉସୀ ଘର ବାହାରିଥିବା କାଳିଆ ଠାକୁର ପହଁଚିଛନ୍ତି ଗୁଣ୍ଡିଚା ବାଡିରେ। ଆଜି ତିନି ରଥରେ ତିନି ଠାକୁର ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆସନ୍ତା କାଲି ଜନ୍ମ ବେଦୀକୁ ବିଜେ କରିବେ… Read More...
Odisha କନିଆ ଟାଣି ନେଇ ବାହା ହେବା ପରମ୍ପରା OPA Jun 26, 2017 0 ରାୟଗଡା:ବିବାହ ପାଇଁ ରଥଯାତ୍ରାରେ ଡଙ୍ଗରିଆଙ୍କ କନିଆଁ ଟଣା ପରମ୍ପରା । ଏଭଳି ପରମ୍ପରା ଗତକାଲି ଦେଖିବାକୁ ମିଳିଥିଲା ବିଷମକଟକ ଓ କଲ୍ୟାଣସିଂହପୁର ଅଞ୍ଚଳରେ । ରଥଯାତ୍ରା ଦେଖିବାକୁ ଆସିଥିବା ମନପସନ୍ଦର କନିଆଁଙ୍କୁ ଟାଣି… Read More...