Odisha ବିଜେଡି ପ୍ରାର୍ଥୀଙ୍କ ଉପରେ ବିଜେପିର ନୃଶଂସ ଆକ୍ରମଣ ନିନ୍ଦନୀୟ: ବିଜେଡି OPA Mar 12, 2022 0 ଭୁବନେଶ୍ୱର: ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀଙ୍କ ଉପରେ ବିଜେପି ନେତା ଓ କର୍ମୀ ଙ୍କ ଦ୍ୱାରା ହୋଇଥିବା ନୃଶଂସ ଆକ୍ରମଣକୁ ବିଜେଡି ଦୃଢ ଭାବେ ନିନ୍ଦା କରୁଥିବା କହିଛନ୍ତି ବିଜେଡି ମୁଖପାତ୍ର ସୁଶ୍ରୀ ଇପ୍ସିତା ସାହୁ । ଆଜି… Read More...
Odisha ଲୋକ ଓ ପୋଲିସ କର୍ମୀଙ୍କ ଉପରେ ଚିଲିକା ବିଧାୟକ ଗାଡ଼ି ଚଢ଼ାଇବା ଘଟଣାକୁ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର… OPA Mar 12, 2022 0 ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ନିର୍ବାଚିତ ପ୍ରତିନିଧି ପ୍ରଶାନ୍ତ ଜଗଦ୍ଦେବ ନୀରିହ ଜନତା ଓ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରୋଶମୂଳକ ଭାବେ… Read More...
National ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ OPA Mar 12, 2022 0 ମଧ୍ୟପ୍ରଦେଶ ଜବଲପୁର ଡୁମନା ବିମାନବନ୍ଦରରେ ଶନିବାର ବଡ଼ ଧରଣର ବିମାନ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ୫୫ ଜଣ ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ ଆସିଥିବା ଏୟାର ଇଣ୍ଡିଆ ବିମାନ ଅବତରଣ କରୁଥିବା ବେଳେ ଅଚାନକ ରନୱେରେ ଖସଡି ଯାଇଛି।… Read More...
Odisha ଆଇସିୟୁରେ ଭର୍ତ୍ତି ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ OPA Mar 12, 2022 0 ଲୋକଙ୍କ ମାଡ଼ରେ ଲହୁଲୁହାଣ ହୋଇଥିବା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ପ୍ରଶାନ୍ତ ଏକ ଘରୋଇରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲୋକଙ୍କ ମାଡ଼ରେ ପ୍ରଶାସନଙ୍କ… Read More...
Sports କୋହଲି ସ୍ଥାନରେ ଆର୍ସିବିର କ୍ୟାପ୍ଟେନ୍ ଦାୟିତ୍ୱ ନେବେ ଦକ୍ଷିଣ ଆଫ୍ରିକା ଖେଳାଳି ଡୁପ୍ଲେସିସ୍ OPA Mar 12, 2022 0 ଆଇପିଏଲ୍ ୨୦୨୨ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଟିମ୍ର କ୍ୟାପ୍ଟେନ୍ ଘୋଷଣା କରିଛି। ଏଥର ବିରାଟ କୋହଲିଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକା କ୍ୟାପ୍ଟେନ୍ ଫାପ୍ ଡୁପ୍ଲେସିସ୍ କ୍ୟାପ୍ଟେନ୍ ହେବେ ବୋଲି ଶନିବାର… Read More...
National ମାର୍ଚ୍ଚ ୧୪ରୁ ଆରମ୍ଭ ହେବ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ OPA Mar 12, 2022 0 ମାର୍ଚ୍ଚ ୧୪ ତାରିଖ ସୋମବାର ଠାରୁ ଉଭୟ ସଦନରେ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି । କରୋନା କଟକଣା ମଧ୍ୟରେ ଏହି ଅଧିବେଶନ… Read More...
National ସେନାରେ ଭର୍ତ୍ତି ହୁଅ, ନହେଲେ ୪ବର୍ଷ ଜେଲ ଦଣ୍ଡ OPA Mar 12, 2022 0 ଋଷ-ୟୁକ୍ରେନ୍ ଯୁଦ୍ଧ ଆଜିକୁ ୧୭ଦିନରେ ପହଞ୍ଚିଛି । ଗତ ୧୭ ଦିନ ହେବ ୟୁକ୍ରେନ୍ ଦଖଲ ପାଇଁ ପ୍ରାୟ ୨ଲକ୍ଷ ସୈନ୍ୟ କ୍ରମାଗତ ଭାବେ ଲଢେଇ ଜାରି ରଖିଛନ୍ତି । ଠିକ୍ ଭାବରେ ଖାଇବା, ପିଇବା ପାଇଁ ପାଣି ଏବଂ ବିଶ୍ରାମ ଅଭାବରୁ… Read More...
Odisha ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ: ସସ୍ମିତ OPA Mar 12, 2022 0 ବିଜୁ ଜନତା ଦଳ ପକ୍ଷରୁ ଆଜି ବାଣପୁରରେ ଚିଲିକା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ ଘଟାଇଥିବା ବର୍ବର କାର୍ଯ୍ୟକୁ ବିଜେଡି ଦୃଢ ଭାବେ ନିନ୍ଦା କରୁଥିବା କହିଛନ୍ତି ଦଳୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।ଆଜି ଏଠାରେ ଡକ୍ଟର… Read More...
Entertainment ପ୍ରଥମ ଥର ପାଇଁ ସାଉଥ ସୁପରଷ୍ଟାର ବିଜୟ ସେତୁପତିଙ୍କ ରୋମାନ୍ସ କରିବେ କ୍ୟାଟ୍ OPA Mar 12, 2022 0 ବିବାହ ପରେ କ୍ୟାଟ୍ରିନା କୈଫ୍ ତାଙ୍କର ଅପକମିଂ ଫିଲ୍ମର ଘୋଷଣା କରିଛନ୍ତି । ଅଭିନେତ୍ରୀ କ୍ୟାଟ୍ରିନା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଅପଲୋଡ୍ କରି ପ୍ରଶଂସକଙ୍କୁ ଏସମ୍ପର୍କରେ ସୂଚନା ଦେଇଛନ୍ତି । ଫିଲ୍ମରେ ସେ ପ୍ରଥମ ଥର ସାଉଥ… Read More...
National ନବନିର୍ବାଚିତ ଭଗୱନ୍ତ ମାନଙ୍କ ଘୋଷଣା; ପ୍ରତ୍ୟାହାର ହେବ ସମସ୍ତ ପୂର୍ବତନ ବିଧାୟକ, ମନ୍ତ୍ରୀ ଓ ଭିଆଇପିଙ୍କ ସୁରକ୍ଷା OPA Mar 12, 2022 0 ପଞ୍ଜାବରେ କଂଗ୍ରେସର ପରାଜୟ ହେବା ପରେ କ୍ଷମତାକୁ ଆସିଛି ଆମ୍ ଆଦମି ଦଳ । ଆପ୍ ର ବିପୁଳ ବିଜୟ ହେବା ପରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି ଭଗୱନ୍ତ ମାନ୍ ।ତେବେ ଶପଥ ନେବା ପୂର୍ବରୁ ଆକ୍ସନ… Read More...