ଦଳମତରୁ ଉପରକୁ ଉଠି କାମ କଲେ ସବୁବେଳେ ଲୋକଙ୍କ ଭରସା ଓ ଆଶୀର୍ବାଦ ପାଇପାରିବା: ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ହିଞ୍ଜିଳି ଓ ଶେରଗଡ ବ୍ଲକ୍‌ର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ…
Read More...

ଭାରତୀୟ ବାୟୁସେନାର ହେଲିକପ୍ଟଟର ଦୁର୍ଘଟଣାଗ୍ରସ୍ତ; ପାଇଲଟ୍‌ ମୃତ, ସହ-ପାଇଲଟ୍‌ ଆହତ

ଅସୁସ୍ଥ ବିଏସ୍‌ଏଫ୍‌ କର୍ମଚାରୀଙ୍କୁ ଆଣିବାକୁ ଯିବା ବାଟରେ ଭାରତୀୟ ବାୟୁସେନାର ଏକ ଚିତା ହେଲିକପ୍ଟଟର ଶୁକ୍ରବାର ଅପରାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉତ୍ତର କାଶ୍ମୀରର ଗୁରେଜ୍‌ ସେକ୍ଟରର ନିୟନ୍ତ୍ରଣ ରେଖା (ଏଲଓସି)…
Read More...

୧୬ରେ ଶପଥ ନେବେ ଆପ୍‌ର ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମାନ

ଆମ୍ ଆଦମୀ ପାର୍ଟି ପଞ୍ଜାବରେ ପ୍ରଚଣ୍ଡ ବିଜୟ ହାସଲ କରି ସରକାର ଗଢିବାକୁ ଯାଉଛି। ଆପ୍‌ର ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମାନ ମାର୍ଚ୍ଚ ୧୬ରେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହ ପାଇଁ ସେ ଦିଲ୍ଲୀର…
Read More...

ଏପ୍ରିଲ ୨୬ରୁ ସିବିଏସଇର ଟର୍ମ-୨ ପରୀକ୍ଷା ଆରମ୍ଭ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପକ୍ଷରୁ ଟର୍ମ-୨ ବୋର୍ଡ ପରୀକ୍ଷାସୂଚୀ ପ୍ରକାଶ ପାଇଛି । ଉଭୟ ୧୦ମ ଓ ୧୨ଶ ଶ୍ରେଣୀର ଟର୍ମ-୨ ପରୀକ୍ଷା ଏପ୍ରିଲ ୨୬ରୁ ଆରମ୍ଭ ହେବ । ତେବେ ୧୦ମ ବୋର୍ଡ ପରୀକ୍ଷା ମେ ୨୪ ଓ ୧୨ଶ…
Read More...

ଏଥର ଅଫଲାଇନରେ ହେବ ମ୍ୟାଟ୍ରିକ ପରୀକ୍ଷା

ଦଶମ ଶ୍ରେଣୀ ପିଲାଙ୍କ ପାଇଁ ବଡ ଖବର। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟର ସମସ୍ତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଚଳିତ ବର୍ଷ ଅଫଲାଇନ୍ ପରୀକ୍ଷା ହେବା ସହ ତିନୋଟି ପଦ୍ଧତିରେ ମୂଲ୍ୟ…
Read More...

ବିଜେପି ପ୍ରତି ଅଭୂତପୂର୍ବ ଜନାଦେଶ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଉପରେ ଥିବା ଅଗାଢ ବିଶ୍ୱାସର ପ୍ରମାଣ: ଧର୍ମେନ୍ଦ୍ର…

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶର ଚାରୋଟି ରାଜ୍ୟ ଉତରପ୍ରଦେଶ, ଉତରାଖଣ୍ଡ, ମଣିପୁର ଏବଂ ଗୋଆରେ ବିଜେପି ପ୍ରତି ଅଭୂତପୂର୍ବ ଜନାଦେଶ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଉପରେ ଥିବା ଅଗାଢ ବିଶ୍ୱାସର ପ୍ରମାଣ ବୋଲି ବୋଲି ଟ୍ୱିଟ୍ କରି…
Read More...

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର; ଏଥର ଯାତ୍ରୀଙ୍କୁ ମିଳିବ କମ୍ୱଳ ଓ ଚାଦର

ରେଳ ଯାତ୍ରୀଙ୍କ ପାଇଁ ବଡ ଖବର ଆସିଛି। ଟ୍ରେନ୍‌ରେ ଦୀର୍ଘ ପଥ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ କମ୍ୱଳ ଓ ବେଡିଂ ଦେବାର ସୁବିଧାକୁ ପୁଣି ଆରମ୍ଭ କରିବାକୁ ଘୋଷଣା କରିଛି ରେଳ ମନ୍ତ୍ରାଳୟ। ରେଲୱେ ପକ୍ଷରୁ ଟ୍ରେନ୍‌ର ଏସି…
Read More...

ବିପୁଳ ଭୋଟ‌ ପାଇ ବିଜୟୀ ଯୋଗୀ ଆଦିତ୍ୟନାଥ ଏଭଳି ନିଜର ଖୁସିକୁ କଲେ ଜାହିର

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଛି ବିପୁଳ ଭୋଟ। ଗୋରଖପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗଣନା ଶେଷ ହୋଇଥିବା ବେ‌ଳେ ବିପୁଳ ଭୋଟ‌ ପାଇ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ସମୁଦାୟ ୧,୦୨,୦୦୦…
Read More...

ପ୍ରକାଶ ପାଇଲା ବିଏମସିର ଯୋଗ୍ୟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର ମହାନଗର ନିଗମର ପ୍ରକାଶ ପାଇଲା ଯୋଗ୍ୟ ପ୍ରାର୍ଥୀ ତାଲିକା । ମେୟର ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ସମସ୍ତ ୧୨ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ୱ କାଏମ । ବିଏମସିର ୬୭ଟି ୱାର୍ଡର କର୍ପୋରେଟର ପଦବୀ ପାଇଁ…
Read More...