ଏଥର ଫୁଲ ନୁହେଁ, ହେବ ସଂକ୍ଷିପ୍ତ ବଜେଟ ଅଧିବେଶନ

ଓଡ଼ିଶା ବିଧାନସଭା ୨୫ ତାରିଖରୁ ସଂକ୍ଷିପ୍ତ ବଜେଟ ଅଧିବେଶନ ହେଉଛି। ସଂକ୍ଷିପ୍ତ ବଜେଟ ଅଧିବେଶନ ଉପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜର ପ୍ରତିକ୍ରିୟା‌ ଦେଇଛନ୍ତି। ଏଇଟା ଫୁଲ ବଜେଟ ନୁହେଁ, ୭ ଦିନିଆ ବିଧାନସଭା ହେବ ।…
Read More...

ଭୁଶୁଡିଲା କଟକ ଛତ୍ରବଜାରର ପୁରୁଣା ବ୍ରିଜ

କଟକ ଛତ୍ରବଜାରର ପୁରୁଣା ବ୍ରିଜ ଭୁଶୁଡି ପଡ଼ିଛି। ବ୍ରିଜ କଡ଼ରେ ନିର୍ମାଣ କାର୍ଯ୍ଯ ଚାଲିଥିବା ବେଳେ ଭୁଶୁଡିଥିବା ଜଣାପଡ଼ିଛି। ୨ରୁ ୩ ଜଣ ପରିବା ବ୍ଯବସାୟୀ ବ୍ରିଜ ତଳେ ଚାପି ହୋଇ ରହିିଥିବା ଆଶଙ୍କା କରାଯାଉଛି। ଖବର ପାଇ…
Read More...

୨ ବିଜେପି ବିଧାୟକ ନିଲମ୍ବିତ

ପଶ୍ଚିମବଙ୍ଗ ବିଧାନସଭାର ବଜେଟ ଅଧିବେଶନରେ ରାଜ୍ୟପାଳ ଜଗଦୀପ ଧନଖରଙ୍କ ଉଦଘାଟନୀ ଅଭିଭାଷଣ ସମୟରେ ଗୃହରେ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ବିଜେପି ବିଧାୟକ ସୁଦୀପ ମୁଖୋପାଧ୍ୟାୟ ଏବଂ ମିହିର ଗୋସ୍ୱାମୀଙ୍କୁ ଗୃହରୁ ନିଲମ୍ବିତ…
Read More...

ଓଡ଼ିଶାରେ ପ୍ରଥମ ଥର ପାଇଁ କ୍ୟାପିଟାଲ ହସ୍‌ପିଟାଲରେ ଉଦଘାଟନ ହେଲା ମାନବ କ୍ଷୀର ସଂରକ୍ଷଣ ବ୍ୟାଙ୍କ୍‌

ଓଡ଼ିଶାରେ ପ୍ରଥମ ଥର ପାଇଁ ମାତୃକ୍ଷୀରକୁ ସଂରକ୍ଷଣ କରାଯିବା ବ୍ୟବସ୍ଥା କ୍ୟାପିଟାଲ ହସ୍‌ପିଟାଲ୍‌ରେ ଆରମ୍ଭ ହୋଇଛି । କ୍ୟାପିଟାଲ୍ ହସ୍ପିଟାଲ୍ ଏହାର ଶିଶୁ ବିଭାଗରେ ଏକ ମାନବ ଦୁଗ୍ଧ ବ୍ୟାଙ୍କ୍ ଉଦଘାଟନ ହୋଇଛି । ଏହା ହେଉଛି…
Read More...

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଅଟକ

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ଅଟକ ରଖିଛି ମୁମ୍ବାଇ ପୋଲିସ। ସେ ଏନ୍‌ସିପି ନେତା ତଥା ମନ୍ତ୍ରୀ ଥିବା ନବାବ ମଲିକଙ୍କ ଇସ୍ତଫା ଦାବି କରି ବୁଧବାର ଶୋଭାଯାତ୍ରା ବାହାର କରିଥିଲେ। ହେଲେ ପୋଲିସ…
Read More...

ଭାରତର ଅପରେସନ ଗଙ୍ଗାରେ ଉଦ୍ଧାର ହେଲେ ପାକିସ୍ତାନୀ ଓ ବାଂଲାଦେଶୀ; ଛୁଟୁଛି ପ୍ରଶଂସାର ସୁଅ

ଭାରତର ଅପରେସନ ଗଙ୍ଗାରେ ଉଦ୍ଧାର ହେଲେ ପାକିସ୍ତାନୀ ଓ ବାଂଲାଦେଶୀ । ଯାହାକୁ ନେଇ ପାକିସ୍ତାନୀ ମହିଳା ଓ ବାଂଲାଦେଶର ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଛନ୍ତି । ଏହାରି ମଧ୍ୟରେ ୟୁକ୍ରେନରୁ ପ୍ରାୟ ୨୦ ହଜାର ଭାରତୀୟ…
Read More...

ହାତୀ ପାଇଁ ବନ୍ଦ ହେଲା ନନ୍ଦନକାନନ

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଚେରି ଭାଙ୍ଗି ଭିତରକୁ ପଶିଲେ ଦୁଇଟି ବଣୁଆ ହାତୀ। ଏହି ଖବର ପ୍ରଚାରି ହେବା ପରେ ଆତଙ୍କ ଖେଳିଯିବାରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନକୁ ସାମୟିକ ବନ୍ଦ କରିଛନ୍ତି କର୍ତ୍ତୃପକ୍ଷ। ଏନେଇ…
Read More...

ଆସନ୍ତାକାଲି ପ୍ରକାଶ ପାଇବ ୫ ରାଜ୍ୟର ନିର୍ବାଚନ ଫଳାଫଳ; କିଏ ମାରିବ ବାଜି ?

ଆସନ୍ତାକାଲି ଆସିବ ୫ ରାଜ୍ୟର ନିର୍ବାଚନ ଫଳାଫଳ । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ ଓ ମଣିପୁରରେ ସ୍ପଷ୍ଟ ହେବ କିଏ ଗଠନ କରିବେ ସରକାର । ଫାଇନାଲ ଲାଗି ବାଟ ଖୋଲିବ ସେମିଫାଇନାଲ ଫଳାଫଳ । ତେବେ କାଉଣ୍ଟିଂ ପୂର୍ବରୁ…
Read More...

ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗନ୍ନାଥ ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍ ।…
Read More...

ଇମ୍ରାନ ଖାନ୍‌ଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ

ଆତଙ୍କବାଦୀକୁ ରାଷ୍ଟ୍ରନୀତି କରିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ବଡ଼ ଝଟକା ଲାଗିଛି। ତାଙ୍କ ବିରୋଧରେ ବିରୋଧୀ ଦଳଗୁଡିକ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ମଙ୍ଗଳବାର ସଂସଦରେ ଏହା ଆଗତ ହୋଇଛି। ଏହି…
Read More...