Bignews କେନ୍ଦ୍ରାପଡାରୁ ଜଣଙ୍କୁ ୧୦ ବର୍ଷ ସାଂସଦ କରି ପଠାଇଥିଲୁ , ସେ କେନ୍ଦ୍ରାପଡା ପରିବର୍ତ୍ତେ ନିଜ କମ୍ପାନି ପାଇଁ କାମ… OPA May 27, 2024 0 କେନ୍ଦ୍ରାପଡା ବାରୁଅରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର । ଜନସଭାକୁ ସମ୍ବୋଧିତ କରି ବିଭିନ୍ନ ଯୋଜନା ଭଲ କି ନାହିଁ ବୋଲି ପଚାରିଛନ୍ତି ନବୀନ । ଏହାସହ ଜୁଲାଇରୁ ବିଜୁଳି ବିଲ ଆସିବନି ବୋଲି କହିଛନ୍ତି ନବୀନ ।… Read More...
Bignews ଆଇପିଏଲ୍ ଟ୍ରଫି ଜିତିଲା କେକେଆର୍ OPA May 27, 2024 0 ହାଇଦ୍ରାବାଦ ଠାରୁ ଆଇପିଏଲ୍ ଟ୍ରଫି ଛଡାଇ ନେଲା କୋଲକାତା। ହ୍ୟାଟ୍ରିକ୍ ମାରିଲା କେକେଆର୍। ତୃତୀୟ ଥର ଲାଗି ଆଇପିଏଲ ଟାଇଟଲ ହାତେଇଲା କୋଲକାତା ନାଇଟ୍ ରାଇଡର୍ସ। ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ… Read More...
Bignews ରାଜଧାନୀରେ ସ୍କର୍ପିଓ ଉପରକୁ ବୋମା ମାଡ଼ OPA May 27, 2024 0 ରାଜଧାନୀରେ ଫୁଟିଲା ବୋମା। ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ଅଞ୍ଚଳରେ ଏକ ସ୍କର୍ପିଓ ଉପରକୁ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ବୋମାମାଡ଼ରେ ଗାଡ଼ିର କିଛି ଅଂଶ ଭାଙ୍ଗି ଯାଇଛି। ହେଲେ ଏଥିରେ କାହାର କିଛି କ୍ଷତି ହୋଇନାହିଁ।… Read More...
Bignews ଆସନ୍ତା ୨୮ ଅମିତ ଶାହ ଓ ୨୯ରେ ପ୍ରଧାନମନ୍ତ୍ରୀ ଆସିବେ ଓଡ଼ିଶା OPA May 26, 2024 0 ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୯ ରେ ପ୍ରଧାନମନ୍ତ୍ରୀ ଦିନିକିଆ ଗସ୍ତରେ ଆସୁଛନ୍ତି। ସେହିଦିନ ପ୍ରଧାନମନ୍ତ୍ରୀ ୩ଟି ଜନସଭାରେ ଯୋଗ ଦେଇ ଲୋକଙ୍କୁ ସମ୍ବୋଧିତ କରିବେ। ବାଲେଶ୍ବର, ବାରିପଦା ଓ… Read More...
Bignews ପ୍ରକାଶ ପାଇଲା +୨ ରେଜଲ୍ଟ OPA May 26, 2024 0 ପ୍ରକାଶ ପାଇଛି ଚଳିତ ବର୍ଷ CHSE ଦ୍ବାଦଶ ରେଜଲ୍ଟ । www.orissaresult.nic.in ରେ ପ୍ରକାଶ ପାଇଲା ରେଜଲ୍ଟ । ଏନେଇ ଫଳ ପ୍ରକାଶ କଲା ଉଚ୍ଚ ମଧ୍ୟମିକ ଶିକ୍ଷା ପରିଷଦ । ତେବେ ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ… Read More...
Bignews ଭୀଷଣ ବାତ୍ୟାରେ ପରିଣତ ହେଲା ବାତ୍ୟା ‘ରେମାଲ’ OPA May 26, 2024 0 ଭୀଷଣ ବାତ୍ୟାର ପରିଣତ ହେଲା ବାତ୍ୟା 'ରେମାଲ' । ଆଜି ମଧ୍ୟରାତ୍ରୀରେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଛୁଇଁବ ସ୍ଥଳଭାଗ । ପଶ୍ଚିମବଙ୍ଗ ଉପକୂଳ ପାଇଁ ରେଡ ୱାର୍ଣ୍ଣିଂ ଜାରି । ଉତର-ପଶ୍ଚିମ ଓ ସଂଲଗ୍ନ ଉତର-ପୂର୍ବ… Read More...
Bignews ମହାପ୍ରଭୁ ଜଗନ୍ନାଥ ଓ ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଜେଡି ବଡ଼ ବିଜୟ ହାସଲ କରିବ: ପାଣ୍ଡିଆନ OPA May 26, 2024 0 ତୃତୀୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ବର୍ତମାନ ସୁଦ୍ଧା ଦଳ ୮୦ରୁ ୮୫ ପ୍ରତିଶତ ବିଜୟ ହାସଲ କରିଛି । ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ପରେ… Read More...
Bignews ଦିଲ୍ଲୀର ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୭ ନବଜାତ ଶିଶୁ ମୃତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ OPA May 26, 2024 0 ଦିଲ୍ଲୀରେ ଏକ ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ । ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଥିବା ଏକ ଶିଶୁ ଡାକ୍ତରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୭ଜଣ ନବଜାତ ଶିଶୁ ଆଖି ବୁଜିଛନ୍ତି। ସେହିଭଳି ଅନେକଙ୍କ ଅବସ୍ଥା ଗୁରୁତର… Read More...
Bignews ଏଣିକି ଅଯୋଧ୍ୟା ରାମ ମନ୍ଦିରକୁ ମୋବାଇଲ୍ ମନା OPA May 26, 2024 0 ଅଯୋଧ୍ୟାରେ ଥିବା ରାମ ମନ୍ଦିରକୁ ଏବେ ମୋବାଇଲ୍ ମନା। ଏହି ମନ୍ଦିର ପରିସରକୁ ଏବେ ମୋବାଇଲ୍ ଫୋନ୍ ନେବା ନିଷେଧ କରାଯାଇଛି। ସାଧାରଣ ଲୋକଙ୍କ ହୁଅନ୍ତୁ ଅବା ଭିଆଇପି ସମସ୍ତଙ୍କୁ ମନ୍ଦିର ପରିବରରେ ମୋବାଇଲ୍ ବ୍ୟବହାର କରିବାକୁ… Read More...
Bignews ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ OPA May 26, 2024 0 ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ପ୍ରେସ୍ ରିଲିଜ୍ ମାଧ୍ୟମରେ ରେଜଲ୍ଟ ଘୋଷଣା କରାଯାଇଛି।ଚଳିତ ବର୍ଷର ପାସ୍ ହାର ୯୬.୦୭ % ରହିଛି।ଏଥର ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ।… Read More...