ସାମ୍ଭାବ୍ୟ ବାତ୍ୟା ‘ରିମାଲ’ ପ୍ରଭାବ ଓଡ଼ିଶାରେ ସିଧା ସଳଖ ନାହିଁ

ଅବପାତର ରୂପ ନେଲା ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେଇଛି । ଉତ୍ତର-ପୂର୍ବ ଦିଗରେ ଆଗକୁ ଗତି କରି ଆହୁରି ଶକ୍ତିଶାଳୀ ହେବ । କାଲି ସକାଳ ବେଳକୁ ଏହା…
Read More...

ବିଜୁ ଜନତା ଦଳ ଏ ମାଟିର ଝିଅଙ୍କୁ ସମ୍ମାନ ଦେଇ ସପୋର୍ଟ କରିଥିଲା: ମୁଖ୍ୟମନ୍ତ୍ରୀ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଏବଂ ବାରିପଦାରେ ନିର୍ବାଚନୀ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହିତ ବରିଷ୍ଠ ବିଜେଡି ନେତା ଭିକେ ପାଣ୍ଡିଆନ ମଧ୍ୟ…
Read More...

IAS ଅରବିନ୍ଦ ପାଢୀ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଛୋଟ ଧରଣର ଅଦଳବଦଳ ହୋଇଛି । ବରିଷ୍ଠ ଆଇଏଏସ ଅଧିକାରୀ ଅରବିନ୍ଦ ପାଢୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ମିଳିଛି । ୨୧ ଦିନିଆ ଛୁଟିରେ ଅଛନ୍ତି ବୀର ବିକ୍ରମ ଯାଦବ । ଅରବିନ୍ଦ ପାଢୀ ୨୦୧୧୪ରେ ଶ୍ରୀମନ୍ଦିର ମୁଖ୍ୟ…
Read More...

ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ମାସେ ହେବ ରାଜ୍ୟବ୍ୟାପୀ ପ୍ରଚାର କରୁଛି: ମୁଖ୍ୟମନ୍ତ୍ରୀ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିକୁ ଟାର୍ଗେଟ କରିଛନ୍ତି । ନିର୍ବାଚନୀ ସଭାରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଛ କହିବାର ସୀମା ଥାଏ । ବିଜେପି ମିଛ କହିବାର ସୀମା…
Read More...

ଆସନ୍ତା ୨୯ରେ ବାରିପଦା ଆସିବେ ପ୍ରଧାନମନ୍ତ୍ରୀ

ଆସନ୍ତା ୨୯ ତାରିଖ  ଅର୍ଥାତ୍ ବୁଧବାର ବାରିପଦା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୟୂରଭଞ୍ଜ ଜିଲ୍ଲାରେ କରଞ୍ଜିଆ ବିଧାନସଭା ଆସନ ବ୍ୟତୀତ ମୟୂରଭଞ୍ଜ ଲୋକସଭା ସମେତ ଅନ୍ୟ ୮ଟି ବିଧାନସଭା ଆସନରେ ଆସନ୍ତା…
Read More...

ଆସନ୍ତା ୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଆସନ୍ତା ୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ସକାଳ ୧୦: ୩୦ରେ ୱେବସାଇଡ୍ ରେ ହେବ ଉପଲବ୍ଧ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି । ୧୧ଟା ୩୦ ସୁଦ୍ଧା ୱେବସାଇଟ୍‌ରେ ରେଜଲ୍ଟ ମିଳିବ । ଇଣ୍ଟରନେଟ୍‌ ସୁବିଧା ନ ଥିଲେ…
Read More...

ପାଣ୍ଡିଆନଙ୍କ ଦମ୍ଭୋକ୍ତି; ଆସନ୍ତା ୯ରେ ମୁଖ୍ୟମନ୍ତ୍ରୀ ଶପଥ ନେବେ

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପାଣ୍ଡିଆନଙ୍କ ସାମ୍ବାଦିକ ସମ୍ମିଳନୀ । ଓଡ଼ିଶାବାସୀ ଓ ଜଗନ୍ନାଥଙ୍କ ଆଶୀର୍ବାଦରେ ତୃତୀୟ ପର୍ଯ୍ୟାୟରେ ହିଁ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିବ । ଚତୁର୍ଥ ପର୍ଯ୍ୟାୟରେ…
Read More...

ନକ୍ସଲ-ପୋଲିସ ମୁହାଁମୁହିଁ; ୭ ନକ୍ସଲ ମୃତ

ଛତିଶଗଡ ନାରାୟଣପୁର ଜିଲ୍ଲାର ନକ୍ସଲ-ପୋଲିସ ମୁହାଁମୁହିଁ । ନାରାୟଣପୁର, ବିଜାପୁର ଏବଂ ଦନ୍ତେୱାଡାରେ ପୋଲିସ ନକ୍ସଲଙ୍କୁ ଘେରି ରହିଛନ୍ତି । ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା ଯେଉଁଥିରେ ୭ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି ।…
Read More...

ଓଡ଼ିଶାରେ ବିଜେପି ୨୧ରୁ ୨୧ ଲୋକସଭା ଆସନ ଜିତିବ: ଜେପି ନଡ୍ଡା

ଓଡ଼ିଶାରେ ମାରାଥନ୍‌ ପ୍ରଚାର କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା । ପ୍ରଥମେ ମୟୂରଭଞ୍ଜ ଜିଲ୍ଲା କରିଞ୍ଜିଆରେ ଅୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ ନଡ୍ଡା । ଏହାପରେ ଧାମନଗର ଓ…
Read More...

ବିଜେପିରେ ସାମିଲ ହେଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର

ବିଜେପିରେ ସାମିଲ୍ ହେଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର। ଖାଲି ସାମିଲ୍ ହୋଇନାହାନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ପ୍ରଚାର କରିଛନ୍ତି। ଗୋଶାଳା ପଡ଼ିଆରୁ ବାହାରିଥିବା ବିରାଟ୍…
Read More...