ଟିକା ନେବା ପରେ କେମିତି ହେଉଛି କରୋନା ସଂକ୍ରମଣ, କାରଣ ଖୋଜିବ ଟେକନିକାଲ କମିଟି

ଭୁବନେଶ୍ଵର   :  ଡବଲ ଡୋଜ୍ ଭାକ୍ସିନ ନେଇଥିଲେ ବି କିଛି ଲୋକ କରୋନା ସଂକ୍ରମିତ ହେଉଛନ୍ତି । ତାକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଏହା ଉପରେ ପରୀକ୍ଷା ନିରୀକ୍ଷା କରିବାକୁ ସରକାର ଟକେ୍ନିକାଲ କମିଟି ଗଠନ କରିଛନ୍ତି ।…
Read More...

ଓଡ଼ିଆ ଆଇଏଏସ୍ ଡକ୍ଟର ଗୁରୁ ପ୍ରସାଦ ମହାପାତ୍ରଙ୍କ କରୋନାରେ ଦେହାନ୍ତ

ଭୁବନେଶ୍ୱର : ଓଡ଼ିଆ ଆଇଏଏସ୍ ତଥା କେନ୍ଦ୍ର DPIITସଚିବ ଡକ୍ଟର ଗୁରୁ ପ୍ରସାଦ ମହାପାତ୍ରଙ୍କ କରୋନାରେ ଆଜି ଦେହାନ୍ତ ହୋଇଛି । ଓଡ଼ିଶାରେ ୧୯୮୬ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ୍ ଅଫିସର ଡକ୍ଟର ଗୁରୁପ୍ରସାଦ ମହାପାତ୍ର । ସେ…
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ ପ୍ଲାଣ୍ଟର ଉଦ୍ଘାଟନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ (LMO) ପ୍ଲାଣ୍ଟ ଓ ଚାପ ଅବଶୋଷଣ ପ୍ରଣାଳୀରେ ଅକ୍‌ସିଜେନ…
Read More...

ରଥଯାତ୍ରା ପାଇଁ ୪ ଥର ଆରଟି-ପିସିଆର କୋଭିଡ୍ ଟେଷ୍ଟ କରାଯିବ : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: କରୋନା ଦୃଷ୍ଟିରୁ ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସେବାୟତ, ପୁଲିସ ଏବଂ ମନ୍ଦିର କର୍ମଚାରୀଙ୍କୁ ଚାରି ଚାରି ଥର ଆରଟି-ପିସିଆର ଟେଷ୍ଟ କରିବାକୁ ନିଷ୍ପତ୍ତି ହୋଇଛି । ସେବାରେ ଯୋଗଦେବାର ୪୮ ଘଣ୍ଟା ପୂର୍ବରୁ…
Read More...

ପୁରୀ ସିପସରୁବାଲିରେ ହେବ ବିମାନବନ୍ଦର

ଭୁବନେଶ୍ୱର : ପୁରୀ ସିପସରୁବାଲିରେ ବିମାନବନ୍ଦର ନିର୍ମାଣ ହେବ । ପ୍ରସ୍ତାବିତ ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ହୋଇଛି । ଏହି ବିମାନବନ୍ଦର ୧ ହଜାର ଏକର ଜମିରେ ପ୍ରତିଷ୍ଠା ହେବ । ଭୁବନେଶ୍ୱରରୁ ପୁରୀକୁ ୬ ଥାକିଆ…
Read More...

ଟୋକିଓ ଅଲିମ୍ପିକ : ଭାରତୀୟ ହକି ଦଳରେ ୨ ଓଡିଆ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକକୁ ଟିକେଟ୍। ଭାରତୀୟ ହକି ଦଳରେ ୨ ଓଡିଆ। ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହି ଦାସଙ୍କୁ ଅଲିମ୍ପିକ୍ ଟିକେଟ୍। ହକି ଇଣ୍ଡିଆ ପକ୍ଷରୁ ୧୬ ଜଣିଆ ପୁରୁଷ ଟିମ୍ ଘୋଷଣା କରାଯାଇଛି। ୧୦ଜଣ…
Read More...

କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ରାଜ୍ୟ ସଂସ୍କୃତି ବଭାଗ ପକ୍ଷରୁ ୧ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ରାଜ୍ୟ ସଂସ୍କୃତି ବିଭାଗ ସହାୟତା । ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଲା ରାଜ୍ୟ ସଂସ୍କୃତି ବିଭାଗ । ତପୁଙ୍କ ଚିକିତ୍ସା ନେଇ ରାଜ୍ୟ କଳାକାର ଓ୍ୱେଲଫେୟାର…
Read More...

ଘୋଡା ପ୍ରତିମୂର୍ତ୍ତିକୁ ସୁରକ୍ଷିତ ରଖିବା ସହ ସ୍ଥାନାନ୍ତରଣ ନକରି ମାଷ୍ଟରକ୍ୟାଣ୍ଟିନର ସୌନ୍ଦର୍ଯ୍ୟକରଣ ପାଇଁ ବିଚାର…

ଭୁବନେଶ୍ୱର : ରାଜଧାନୀର ମାଷ୍ଟରକ୍ୟାଂଟିନ ଛକ ଘୋଡା ପ୍ରତିମୂର୍ତ୍ତି ସ୍ଥାନାନ୍ତରକୁ ନେଇ ବିଭିନ୍ନ ମହଲରୁ ବିରୋଧ କରାଯାଉଛି । ଲଗାତାର ଦୁଇଦିନ ଧରି ଏହି ବିବାଦ ଲାଗିରହିଥିବା ବେଳେ ଏନେଇ ଚିନ୍ତା ପ୍ରକଟ କରିଛନ୍ତି…
Read More...

ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ

ଭୁବନେଶ୍ୱର : ବହୁ ବାଦ ବିବାଦ ଓ ବିରୋଧର ସ୍ୱର ଉଠିବା ପରେ ବାଟକୁ ଆସିଲା ହକି ଇଣ୍ଡିଆ । ଏଥିସହ ବଦଳିଲେ ହକି ଇଣ୍ଡିଆ ଆଡହକ୍ କମିଟିର ଚେୟାରମ୍ୟାନ୍ । ପୂର୍ବତନ ଭାରତୀୟ ଅଧିନାୟକ ତଥା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀଙ୍କୁ ଏବେ…
Read More...

ଅନଲାଇନରେ ହେବ ୟୁଜି/ ପିଜି ଶେଷ ବର୍ଷର ପରୀକ୍ଷା

ଭୁବନେଶ୍ୱର: ଛାତ୍ରାଛାତ୍ରୀଙ୍କ ପାଇଁ ବଡ ଖବର । ଅନଲାଇନରେ ହେବ ୟୁଜି/ ପିଜି ଶେଷ ବର୍ଷର ପରୀକ୍ଷା । ଏ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ପରୀକ୍ଷା କିପରି ହେବ ଏ ନେଇ ଲାଗି ରହିଥିବା କଳ୍ପନା…
Read More...