ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଯୁକ୍ତ ୨ ରେଜଲ୍ଟ

ଭୁବନେଶ୍ୱର : ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ଦ୍ୱାଦଶ ପରୀକ୍ଷା ଫଳ । ଫଳାଫଳ ଏବଂ ମୂଲ୍ୟାୟନ ପଦ୍ଧତି ନେଇ ସିଏଚଏସଇ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି । ଦଶମ ପରୀକ୍ଷା ମାର୍କ ଆଧାରରେ ମୂଲ୍ୟାୟନ…
Read More...

କୋଭିଡ୍ ସଂକ୍ରମିତଙ୍କ ସାହା ହେଲେ ସୋଆ ଏନ୍‌ସିସି କ୍ୟାଡେଟ୍‌

ଭୁବନେଶ୍ୱର : କୋଭିଡ୍ ମହାମାରୀର କରାଳଛାୟା ମଧ୍ୟରେ ବେସାହାରାଙ୍କ ନିକଟରେ ସାହା ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏନ୍‌ସିସିର ସ୍ୱେଚ୍ଛାସେବୀ । ଏନ୍‌ସିସିର ଏକ ଟିମ୍ କଟକରେ ଏକ ଡିଜିଟାଲ୍ ହେଲ୍ପ ଡେସ୍କ ପ୍ରସ୍ତୁତ…
Read More...

କୋଭିଡ୍ ମହାମାରୀ ପ୍ରତିକୂଳ ସ୍ଥିତିରେ ମଧ୍ୟ ୯୬୨ କୋଟିର ଟଙ୍କାର ରାଜସ୍ୱ ଆଦାୟ

ଭୁବନେଶ୍ୱର :  ଲଘୁ ଖଣିଜ ପଦାର୍ଥ ରାଜ୍ୟର ରାଜସ୍ୱ ସଂଗ୍ରହର ପ୍ରମୁଖ ଉତ୍ସ ହୋଇଥିବା ଯୋଗୁୁଁ ବୈଜ୍ଞାନିକ ଜ୍ଞାନ କୌଶଳର ଉପଯୋଗ କରି ପୋଷଣୀୟ ବ୍ୟବସ୍ଥା ମାଧ୍ୟମରେ ଏହି ପ୍ରାକୃତିକ ସମ୍ବଳ କିପରି ସର୍ବୋତମ ବ୍ୟବହାର…
Read More...

ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଭୁବନେଶ୍ୱର : ମାନ୍ୟବର ମୂଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୁଲ୍ୟରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ଆୟୋଜିତ ସ୍ବେଛାକୃତ ରକ୍ତଦାନ…
Read More...

ମୁଖ୍ୟମନ୍ତ୍ରୀଙ୍କ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହାଦ୍ବାରା ଭୂମିହୀନ ଚାଷୀ,…
Read More...

ସରକାରଙ୍କ ସଫଳ କୋଭିଡ ପରିଚାଳନାରେ ବିଜେପି ଇର୍ଷାନ୍ୱିତ : ବିଜେଡି

ଭୁବନେଶ୍ୱର : କୋଭିଡ ମହାମାରୀ ସମୟରେ ସମଗ୍ର ଦେଶକୁ ଜୀବନ ରକ୍ଷାକାରୀ ଅକ୍ସିଜେନ ଯୋଗାଣ ସହିତ ସଫଳ କୋଭିଡ ପରିଚାଳନା ପାଇଁ ଦେଶ ବିଦେଶରୁ ଓଡିଶା ସରକାରଙ୍କୁ ପ୍ରଶଂସା କରାଯାଉଥିବାବେଳେ ବିଜେପି ଏଥିରେ ଇର୍ଷାନ୍ୱିତ…
Read More...

ରଘୁରାଜପୁରରେ ଅନୁଷ୍ଠିତ କଳା ଶିବିର ସପ୍ତରଙ୍ଗରେ  ଭାଗ ନେଇଥିବା ଗାଁର ପ୍ରତି ପରିବାର କୁ ଦଶହଜାର ଟଙ୍କା ମାନ ଦେୟ…

ଭୁବନେଶ୍ୱର : ପୁରୀ ଜିଲ୍ଲାର ରଘୁରାଜପୁର । ଫଟୋଚିତ୍ର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି। ବିଶ୍ବ ଐତିହ୍ୟ ଗ୍ରାମର ମାନ୍ୟତା ମଧ୍ୟ ପାଇଛି । କଳା ହିଁ ଏହି ଗାଁର ଲୋକମାନଙ୍କର ଜୀବିକାର ମୁଖ୍ୟ ଆଧାର। କରୋନା ସମୟରେ…
Read More...

କୋଭିଡ ଦ୍ୱିତୀୟ ଲହାରୀରେ ଅନାଥଶିଶୁଙ୍କ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ପଢିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରନ୍ତୁ…

ଭୁବନେଶ୍ୱର:  କୋଭିଡ ଦ୍ୱିତୀୟ ଲହାରୀରେ ଅନାଥଶିଶୁଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ମିଳୁ ଆଡମିଶନ । ସେଥିପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ସାଂସଦ ଅମର ପଟ୍ଟନାୟକ। ଦ୍ୱିତୀୟ ଲହାରୀରେ ଅନେକ ଶିଶୁ…
Read More...