Odisha ଉତ୍କଳ ଦିବସରେ ରିଲିଜ ହେବ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ନେଇ ସଙ୍ଗୀତ ‘ମୁଁ ବିଜୁ ବାବୁ ପରି ହେବି’ OPA Mar 31, 2021 0 ଭୁବନେଶ୍ୱର: ଉତ୍କଳ ଦିବସରେ ରିଲିଜ ହେବ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ନେଇ ସଙ୍ଗୀତ ‘ମୁଁ ବିଜୁ ବାବୁ ପରି ହେବି’ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କୁ ନେଇ ପ୍ରସ୍ତୁତ ହୋଇଛି ସଂଗୀତ… Read More...
Bignews ସାଂଘାତିକ ଆଡ଼କୁ ଯାଉଛି ଦେଶରେ କରୋନା ସ୍ଥିତି : ସତର୍କ କଲା ସ୍ବାସ୍ଥ୍ୟ ମନ୍ତ୍ରାଳୟ OPA Mar 30, 2021 0 ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ଦିନକୁ ଦିନ ସାଙ୍ଘାତିକ ଆଡ଼କୁ ଗତି କରୁଛି । ଖୋଦ କେନ୍ଦ୍ର ସରକାର ଏହା ସ୍ବୀକାର କରିଛନ୍ତି । ନିତି ଆୟୋଗର ସଦସ୍ୟ ତଥା ସରକାରଙ୍କ କୋଭିଡ ଟାସ୍କଫୋର୍ସ ମୁଖ୍ୟ ଡ.ଭି.କେ. ପଲ କହିଛନ୍ତି… Read More...
Odisha ବିଧାନସଭାରେ ଖାଇବା ତେଲ ଦରବୃଦ୍ଧି ତାତି : କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଲେ ଯୋଗାଣ ମନ୍ତ୍ରୀ OPA Mar 30, 2021 0 ଭୁବନେଶ୍ବର : ଅସ୍ବାଭାବିକ ଭାବେ ଖାଇବା ତେଲର ଦରବୃଦ୍ଧି ଓଡ଼ିଆଣୀଙ୍କ ହାଣ୍ଡିଶାଳ ଉପରେ ପ୍ରଭାବ ପକାଉଥିବା ବେଳେ ଏବେ ବିଧାନସଭାରେ ମଧ୍ୟ ତେଲ ତାତି ଦେଖିବାକୁ ମିଳିଛି । କଂଗ୍ରେସ ମୁଲତବି ପ୍ରସ୍ତାବ ଆଣି ସରକାରଙ୍କ ଉପରେ… Read More...
Politics ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ OPA Mar 30, 2021 0 ପୁରୀ : କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ନାମାଙ୍କନ ଭରିଛନ୍ତି । ଅଜିତ ପୂଜାର୍ଚ୍ଚନା କରିବା ପରେ ନିଜ ନେତା କର୍ମୀ ଓ ସମର୍ଥକଙ୍କୁ ନେଇ ଡେଲାଙ୍ଗରୁ ଏକ ରାଲିରେ ବାହାରିଥିଲା । ରାଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,… Read More...
Odisha ପିପିଲି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀରୁଦ୍ର ମହାରଥୀ OPA Mar 30, 2021 0 ପିପିଲି : ପିପିଲି ଉପନିର୍ବାଚନ ପାଇଁ ସରିଲା ମାନାଙ୍କନ ଦାଖଲ । ଶେଷ ଦିନରେ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀ ପୁରୀରେ ନାମାଙ୍କନ ଭରିଛନ୍ତି । ପିପିଲିରୁ… Read More...
Bignews ବିପଦରେ ଗଜରାଜ : ରାଜ୍ୟରେ ଗତ ୧୦ବର୍ଷରେ ଗଲାଣି ୮୪୩ହାତୀଙ୍କ ଜୀବନ OPA Mar 30, 2021 0 ଭୁବନେଶ୍ବର : ରାଜ୍ୟରେ ଦ୍ରୁତ ଭାବେ ହାସ୍ର ପାଉଛି ହାତୀଙ୍କ ସଂଖ୍ୟା । ଗତ ୧୦ବର୍ଷରେ ଗଲାଣି ୮୪୩ହାତୀଙ୍କ ଜୀବନ । ଆଜି ବିଧାନସଭାରେ ବିଜେପି ବିଧାୟକ ମୋହନ ମାଝିଙ୍କ ପ୍ରଶ୍ନ ଉପରେ ଏଭଳି ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ… Read More...
Politics ପଶ୍ଚିମବଙ୍ଗ ଚାହୁଁଛି ଡବଲ ଇଞ୍ଜିନର ସରକାର – ଧର୍ମେନ୍ଦ୍ର ପ୍ରଧାନ OPA Mar 30, 2021 0 ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗର ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳିରେ ମଙ୍ଗଳବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଦଳୀୟ ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ, ବିଜେପି ନେତା ମିଥୁନ ଚକ୍ରବର୍ତୀଙ୍କ ସହ କେନ୍ଦ୍ରମନ୍ତ୍ରୀ… Read More...
National ଭାରତ ଓ ଆମେରିକା ମଧ୍ୟରେ ରଣନୈତିକ ଉର୍ଜା ସମ୍ପର୍କର ହେବ ପୁନଃପ୍ରତିଷ୍ଠା – ଧର୍ମେନ୍ଦ୍ର ପ୍ରଧାନ OPA Mar 30, 2021 0 ନୂଆଦିଲ୍ଲୀ/ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆମେରିକାର ନୂଆ ଉର୍ଜା ସଚିବ ଜେନିଫର ଗ୍ରାନହୋଲମଙ୍କ ମଧ୍ୟରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏକ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି… Read More...
Bignews କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ପୁରସ୍କାର OPA Mar 28, 2021 0 ଭୁବନେଶ୍ୱର : କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାକୁ ପୁରସ୍କାର । ଲୋକସେବା ଭବନରେ ସ୍ପୋର୍ଟ୍ସ ଷ୍ଟାର ଆଓ୍ୱାର୍ଡ ସମାରୋହ । ୨୦୧୧-୨୦୨୦ ଦଶକରେ କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହନ ଦେବାରେ ଓଡିଶା ଶ୍ରେଷ୍ଠ… Read More...
Odisha ବୋମାମାଡ ଭଳି ଘଟଣାକୁ ନେଇ ବିଜେପି ରାଜନୀତି ନକରୁ : ବିଜେଡି OPA Mar 28, 2021 0 ଭୁବନେଶ୍ୱର : ସୂଚନା ଅଧିକାରୀ କର୍ମୀ ସର୍ବେଶ୍ୱର ବେଉରାଙ୍କ ଉପରେ ହୋଇଥିବା ବୋମା ଆକ୍ରମଣ ଅତ୍ୟନ୍ତ ଜଘନ୍ୟ ଓ ବର୍ବୋରୋଚିତ । ପୁଲିସ୍ ଏକ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆମର ବିଶ୍ୱାସ ରହିଛି । ତେବେ… Read More...