National ବିଜେପିକୁ ଜିତାଇ ପଶ୍ଚିମବଙ୍ଗରେ ସୁନାର ବଙ୍ଗଳା ତିଆରି କରିବା ପାଇଁ ମାତୃଶକ୍ତି କଟିବଦ୍ଧ – ଧର୍ମେନ୍ଦ୍ର… OPA Mar 27, 2021 0 ନୂଆଦିଲ୍ଲୀ/ଭୁବନେଶ୍ୱର : ପଶ୍ଚିମବଙ୍ଗର ମାତୃଶକ୍ତି ତଥା ମାଆ ଭଉଣୀମାନେ ଚଳିତ ନିର୍ବାଚନରେ ଟିଏମସିର ୧୦ ବର୍ଷର ଶାସନକୁ ପରିବର୍ତନ କରିବା ସହ ବିଜେପି ପ୍ରାର୍ଥୀଙ୍କ ବିଜୟକୁ ସୁନିଶ୍ଚିତ କରି ସୁନାର ବଙ୍ଗଳା ତିଆରି କରିବା… Read More...
Politics ପିପିଲି ଉପନିର୍ବାଚନ ପାଇଁ ସଙ୍ଗଠନ ସମ୍ପାଦକଙ୍କ ଉପସ୍ଥିରେ ଡେଲାଙ୍ଗ ବ୍ଲକ ପ୍ରତି ପଞ୍ଚାୟତ ପାଇଁ କମିଟି ଗଢିଲା ବିଜେଡି OPA Mar 27, 2021 0 ଭୁବନେଶ୍ୱର : ପିପିଲି ଉପନିର୍ବାଚନ ପାଇଁ ଦିଗଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ସେ ଆସନ୍ତା ୩୦ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବେ । ଏହା ପୂର୍ବରୁ ଶ୍ରମ ମନ୍ତ୍ରୀ… Read More...
Odisha ରାଜ୍ୟରେ ବିଦ୍ୟୁତ୍, ପାନୀୟ ଜଳଯୋଗାଣ ଓ ସଡ଼କ ପରିବହନ କର୍ମଚାରୀଙ୍କୁ ଦିଆଯିବ କରୋନା ଟିକା OPA Mar 27, 2021 0 ଭୁବନଶେ୍ବର: ରାଜ୍ୟରେ କରୋନା ଟିକାକରଣ ନୀତିରେ ପରିର୍ବତ୍ତନ ଅଣାଯାଇଛି। ଆଗଧାଡ଼ିର ଯୋଦ୍ଧା ଭାବେ ଗ୍ରହଣ କରି ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ର୍କମଚାରୀଙ୍କୁ କରୋନା ଟିକା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । ଏଥି ସହିତ… Read More...
Bignews ରାଜ୍ୟରେ ବଢ଼ିଲା ବିଦ୍ୟୁତ ଦର : ୟୁନିଟ ପିଛା ର୍ସବନିମ୍ନ ୩୦ ପଇସା ବୃଦ୍ଧି OPA Mar 27, 2021 0 ଭୁବନଶେ୍ୱର: ରାଜ୍ୟରେ ବୃଦ୍ଧି ଘଟିଲା ବିଦ୍ୟୁତ ଦର । ୨୦୨୧-୨୨ ମସିହା ପାଇଁ ଦର ଧାର୍ଯ୍ୟ କଲେ OERC । ଗତର୍ବଷ ତୁଳନାରେ ୫.୬୦ ପ୍ରତିଶତ ବଢିଲା ୟୁନିଟ ପିଛା ବିଦ୍ୟୁତ ଦର । ର୍ସବନିମ୍ନ ୩୦ ପଇସା ବୃଦ୍ଧି ଘଟିଥିବା ଜଣାପଡିଛି… Read More...
Corporate ଭୁଷଣ ଷ୍ଟିଲ କାରଖାନାକୁ କିଣିଲା ଜେଏସଡବ୍ଲୁ OPA Mar 26, 2021 0 ଝାରସୁଗୁଡ଼ା : ବହୁ ବାଦ ବିବାଦ ପରେ ବିକ୍ରିହେଲା ଭୁଷଣ ଷ୍ଟିଲ କାରଖାନା । ଝାରସୁଗୁଡା ସୀମତ୍ତ୍ର୍ି ସମ୍ବଲପୁର ଜିଲ୍ଲା ଠେଲକୋଲୋଏ ଠାରେ ୨୦୦୪ ମସିହାରୁ ସଞ୍ଜୟ ସିଂହଲ ମାଲିକାନାରେ ଚାଲୁଥିବା ଭୁଷଣ ଷ୍ଟିଲ କାରଖାନାକୁ ଆଜି… Read More...
Politics ପିପିଲି ଉପନିର୍ବାଚନ : ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିଜେଡି ଟିକେଟ୍ OPA Mar 26, 2021 0 ଭୁବନେଶ୍ୱର : ପିପିଲି ଉପନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ ଭାବେ କରିଛି ବିଜେଡ଼ି । ତାଙ୍କ ନାମ ଉପରେ ମୋହର… Read More...
Bignews ରାଷ୍ଟ୍ରପତିଙ୍କ ଛାତିରେ ଯନ୍ତ୍ରଣା, ଆର୍ମି ହସ୍ପିଟାଲରେ ଭର୍ତ୍ତି OPA Mar 26, 2021 0 ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅସୁସ୍ଥ । ଛାତିରେ ଯନ୍ତ୍ରଣୀ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଆଜି ସକାଳେ ରାଷ୍ଟ୍ରପତି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ… Read More...
Politics ପିପିଲି ଉପନିର୍ବାଚନ : ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ OPA Mar 26, 2021 0 ପୁରୀ : ପିପିଲି ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଦଳୀୟ ନେତା ଓ ବିଧାୟକଙ୍କ ଗହଣରେ ପୁରୀର… Read More...
Odisha କରୋନା ସଂକ୍ରମଣ : ଗୁଡ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଦଣ୍ଡ ଯାତ୍ରା, ଝାମୁ ଯାତ୍ରା ଓ ‘ଶ୍ରୀରାମ ନବମୀ ପାଳନ… OPA Mar 26, 2021 0 ଭୁବନେଶ୍ୱର : ଦ୍ୱିତୀୟ ଲହରି କରୋନା ସଂକ୍ରମଣକୁ ଆଖି ଆଗରେ ରଖି ରାଜ୍ୟ ସରକାର ଆଗାମୀ ପର୍ବପର୍ବାଣିରେ କେତେକ କଟକଣା ଲଗାଇଛନ୍ତି । ସର୍ବସାଧାରଣ ସ୍ଥାନରେ ଗୁଡ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, ଦଣ୍ଡ ଯାତ୍ରା, ଝାମୁ… Read More...
Bignews ମାସ୍କ ଓ ପିପିଇ କିଟ୍ କିଣା ମାମଲାରେ ରାଜ୍ୟ ସରକାରଙ୍କୁ କ୍ଲିନଚିଟ୍ ଦେଲେ ଲୋକାୟୁକ୍ତ OPA Mar 26, 2021 0 ଭୁବନେଶ୍ୱର : ମାସ୍କ ଓ ପିପିଇ କିଟ୍ କିଣା ମାମଲାରେ ରାଜ୍ୟ ସରକାରଙ୍କୁ କ୍ଲିନଚିଟ୍ ଦେଲେ ଲୋକାୟୁକ୍ତ । ଏହା ସହିତ ଲୋକାୟୁକ୍ତରେ ମାମଲାର ଶୁଣାଣି ଶେଷ ହୋଇଛି । ଭିଜିଲାନ୍ସର ପ୍ରାଥମିକ ତଦନ୍ତ ରିପୋର୍ଟରେ ତ୍ରୁଟି ନଥିବା… Read More...