ଗାଡ଼ିରୁ ଜବତ ହେଲା ୧୫ କେଜିରୁ ଅଧିକ ସୁନା

ଗାଡ଼ିରୁ ଜବତ ହେଲା ୧୫ କେଜିରୁ ଅଧିକ ସୁନା । ଫ୍ଳାଇଙ୍ଗ ସ୍କ୍ୱାର୍ଡ ହାତରେ ଲାଗିଛି ଓଡିଶାକୁ ସୁନା ଆଣୁଥିବା ଗାଡି । ଏହି ଘଟଣାରେ CT AND GST ଟିମ୍ ର ତଦନ୍ତ ଜାରି ରହିଛି । ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଥିଲା ଗାଡ଼ି ।…
Read More...

ଓଡ଼ିଶାରେ ପରିବର୍ତ୍ତନ ଓ ନୂଆ ସରକାର କରିବା ପାଇଁ ଭୋଟ୍ ଦେବା – ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼(ବ୍ୟୁରୋ): ଦେବଗଡ଼ ମୋର ଘର । ମୋର ପରିବାର ପାଇଁ ମୁଁ କ’ଣ କରିଛି ତାହା ଲୋକେ ଜାଣିଛନ୍ତି । ଏଥିପାଇଁ ଗୁମାସ୍ତା ଓ କ୍ରୀତଦାସଙ୍କ ସାର୍ଟିଫିକେଟ ଦରକାର ନାହିଁ ବୋଲି ମଙ୍ଗଳବାର ଦେବଗଡ଼ ନିର୍ବାଚନମଣ୍ଡଳୀର କଣ୍ଢଳରେ…
Read More...

ଓଡ଼ିଶାକୁ ୧୦୦ ବର୍ଷ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ଦିନରାତି କାମ କରୁଛନ୍ତି: ପାଣ୍ଡିଆନ

ଭୁବନେଶ୍ୱର(ବ୍ୟୁରୋ):ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ଉପକୂଳ ଓଡ଼ିଶାରେ ଧୂଆଁଧାର ପ୍ରଚାର କରି ବିରୋଧୀ ବିଜେପି ଦଳକୁ ଶାଣିତ ଆକ୍ରମଣ କରିଛନ୍ତି । ବିଜେପିର ମିଛ ଧରା ପକାଇଛନ୍ତି ।…
Read More...

ନିର୍ବାଚନ ଆସିବାରୁ ବିଜେପି ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ପାଣ୍ଡିଆନ

ଭୁବନେଶ୍ୱର(ବ୍ୟୁରୋ): ଆଠଗଡ ତିଗିରିଆରେ କାର୍ତ୍ତିକ ପାଣ୍ଡିଆନଙ୍କର ଜୋରଦାର ପ୍ରଚାର ହୋଇଛି। ତେବେ ବିଜେଡି ନେତା ପାଣ୍ଡିଆନଙ୍କୁ ସ୍ବାଗତ କଲା ବିରାଟ ଜନସମୁଦ୍ର । ପାଣ୍ଡିଆନ ଜନସଭାକୁ ଉଦବୋଧନ ଦେଇ କହିଛନ୍ତି ଯେ, ବିଜେପିର…
Read More...

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଜୁଳି ବିଲ୍‍ ଛାଡ଼୍‍ ଗ୍ୟାରେଣ୍ଟି ବିଜେପି ଦଳକୁ ସକ୍‍ ଦେଇଛି: ପାଣ୍ଡିଆନ

ଭୁବନେଶ୍ୱର(ବ୍ୟୁରୋ):ଆଜି ବାଙ୍କୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର  କ୍ୟାମ୍ପେନ୍‍ ହୋଇଛି । ଏହି ସମୟରେ ସେ କହିଛନ୍ତି ଯେ, ଓଡ଼ିଶାକୁ ୧୦୦ ବର୍ଷ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ଦିନରାତି କାମ କରୁଛନ୍ତି…
Read More...

ବିଜେଡି ଦଳର ହାତ ବାରିସ ସାଜିଛନ୍ତି ପୋଲିସ ଅଧିକାରୀ: ଗୋଲକ ମହାପାତ୍ର

ଭୁବନେଶ୍ୱର(ବ୍ୟୁରୋ): ଓଡ଼ିଶାରେ ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଲା । ଓଡିଶା ପୋଲିସ ନିରବଦ୍ରଷ୍ଟା ଆଚରଣ ସହ ବିଜେଡିର ହାତବାରିସ ସାଜିଛି । ବିଜେଡିର ଗୁଣ୍ଡା କର୍ମୀମାନେ ଠେଙ୍ଗା, ବାଡି, ଖଣ୍ଡା ଓ ମାରଣାସ୍ତ୍ରରେ…
Read More...

ବିଜେପି ସରକାର ହେଲେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର କୁପନ ଦିଆଯିବ: ଧର୍ମେନ୍ଦ୍ର ପ୍ରଧାନ

ଛେଣ୍ଡିପଦା(ବ୍ୟୁରୋ): ରାଜ୍ୟରେ ମୋଦୀଙ୍କ ଡବଲ ଇଞ୍ଜିନ ସରକାର ହେଲେ ମାଆ ମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ମୂଲ୍ୟର କୁପନ ଦିଆଯିବ । ଏହି ଅର୍ଥକୁ ସେମାନେ ଏକକାଳୀନ କିମ୍ବା ନିଜ ସୁବିଧା ଅନୁସାରେ ଦୁଇ ବର୍ଷ…
Read More...

ଦିନରେ ଲଣ୍ଠନ ଦେଖାଉଛନ୍ତି ବିଜେପି ଦଳ: ପଣ୍ଡିଆନ

ଖଣ୍ଡପଡ଼ାରେ ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନଙ୍କ ପ୍ରଚାର । ବିଜେଡି ସାଂସଦ ପ୍ରାର୍ଥୀ ଏବଂ ବିଧାୟକ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ୍ । ପ୍ରଚାର ସମୟରେ ପାଣ୍ଡିଆନ୍ କହିଛନ୍ତି, ନିର୍ବାଚନ ଆସିଲେ ବିରୋଧୀ ଆସିବେ,…
Read More...

ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲା; ଶିବଶଙ୍କର ଦାସ ଗିରଫ

ଶେଷରେ ଗିରଫ ହେଲେ ଶିବଶଙ୍କର ଦାସ । ବ୍ରହ୍ମପୁରର ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସ ଓରଫ୍‌ ପିଣ୍ଟୁ ଦାସ ଗିରଫ । ବ୍ରହ୍ମପୁର BJP ସାଂସଦ ପ୍ରାର୍ଥୀ ତଥା ହେଭିଓ୍ବେଟ୍‌ ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ…
Read More...

ଆସନ୍ତା ୧୬ରେ ରାଜଧାନୀରେ ରୋଡ ସୋ’ କରିବେ ମୁଖ୍ୟମନ୍ତ୍ରୀ

ଆସନ୍ତା  ୧୬ ତାରିଖରେ ରାଜଧାନୀରେ ରୋଡ ସୋ' କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋଡ ସୋ' ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ । ଗଙ୍ଗନଗର ଛକରୁ ଆରମ୍ଭ ହେବ…
Read More...