ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ, ସୁରକ୍ଷା ପାଇଁ ୧୭ ହଜାର ପୋଲିସ ଓ ୧୦୭ କମ୍ପାନୀ ଅର୍ଦ୍ଧ ସାମରିକ…

ରାତି ପାହିଲେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡ଼ିବ ଭୋଟ । ୪ଲୋକସଭା ଏବଂ ୨୮ଟି ବିଧାନସଭା ପାଇଁ ହେବ ମତଦାନ । ନିର୍ବାଚନ ପ୍ରସ୍ତୁତି ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ । ସୁରକ୍ଷା…
Read More...

ମୁଖ୍ୟମନ୍ତ୍ରୀଙ୍କୁ ପଞ୍ଜୁରୀ ଭିତର ଶୁଆ ଭଳି ସଜେଇ ଦିଆଯାଇଛି, ଶିଖା ଯାଉଥିବା କଥା ସେ କହୁଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ପଞ୍ଜୁରୀରେ ଥିବା ଶୁଆ ହୋଇଛନ୍ତି । ଯାହା ଶିଖାଯାଉଛି ତାହା କହୁଛନ୍ତି । ମୁଖ୍ୟମନ୍ତ୍ରୀ ଡିଏଏମକେର ଭାଷା କହୁଛନ୍ତି । ଭାରତର ଅସ୍ମୀତା ବିପରୀତ କଥା କହୁଛନ୍ତି । ଓଡ଼ିଆ ଅସ୍ମିତା କଥା…
Read More...

ବିରୋଧୀ ମିଛ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ବିଜେପିକୁ କଲେ ଟାର୍ଗେଟ । ବିରୋଧୀ ମିଛ କଥା କହି କୁମ୍ଭୀର…
Read More...

ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର ହେବାକୁ ଯାଉଛି: ମୋଦି

କନ୍ଧମାଳରେ ଓଡିଆରେ ଜୟ ଜଗନ୍ନାଥ ଏବଂ ଜୟ ଶ୍ରୀରାମ କହି ସମ୍ବୋଧନ ଆରମ୍ଭ କରିଲେ ପ୍ରଧାନମନ୍ତ୍ରୀ ମୋଦି। ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ କହିଛନ୍ତି ଗତକାଲି ଭୁବନେଶ୍ୱରରେ ମୁଁ ରୋଡ ସୋ କରିଥିଲି । ଯାହା ମୋ ପାଇଁ ବହୁତ…
Read More...

ଦଳରୁ ବହିଷ୍କାର ହେଲେ ୭ ବିଜେପି ନେତା

ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ବିଜେପି ୭ ଜଣ ନେତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଖୋର୍ଦ୍ଧାର କାଳୁ…
Read More...

ଜୁନ ମାସ ୯ ତାରିଖରୁ ରାଜ୍ୟବାସୀଙ୍କୁ ମିଳିବ ମାଗଣା ବିଜୁଳି: ପାଣ୍ଡିଆନ

ଜୁନ ମାସ ୯ ତାରିଖରୁ ରାଜ୍ୟବାସୀଙ୍କୁ ମିଳିବ ମାଗଣା ବିଜୁଳି । ରାଉରକେଲାର ରଘୁନାଥରାଲ୍ଲୀରେ ଆୟୋଜିତ ଏକ ଜନସଭାରେ ଯୋଗ ଦେଇ ଏନେଇ ସୂଚନା ଦେଇଛନ୍ତି । 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ତିଆନ । ସେ କହିଛନ୍ତି, ମାଗଣା ବିଦ୍ୟୁତ୍…
Read More...

ନବୀନ ବାବୁଙ୍କୁ ଯେକୌଣସି ସ୍ଥାନରେ ଛିଡ଼ା କରି ଦିଅନ୍ତୁ ଓ କାଗଜ ନ ଦେଖି ଓଡ଼ିଶାର ଜିଲ୍ଲାଗୁଡ଼ିକର ନାଁ ଏବଂ ସେଗୁଡ଼ିକର…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫୁଲବାଣୀ ସଂକଳ୍ପ ସମାବେଶ ବା ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ। ନବୀନଙ୍କୁ ତୀବ୍ର ସମାଲୋଚନା କରିବା ସହିତ ତାଙ୍କୁ ଏକ ଚ୍ୟାଲେଞ୍ଜ…
Read More...

ଏଥର ନିର୍ବାଚନରେ ଓଡ଼ିଶା ଇତିହାସ ସୃଷ୍ଟି କରିବ: ମୋଦୀ

କନ୍ଧମାଳ ଅଭିମୁଖେ ଯାତ୍ରା କରିବା ଆଗରୁ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି, ଏହା ସ୍ପଷ୍ଟ ଯେ ଏଥର ନିର୍ବାଚନରେ ଓଡ଼ିଶା ଇତିହାସ ସୃଷ୍ଟି କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
Read More...

ଓଡ଼ିଶାରେ ଆଗକୁ ପଦ୍ମ ଫୁଟିବାକୁ ଯାଉଛି: ମୋଦି

ଓଡ଼ିଶାରେ ଆଗକୁ ପଦ୍ମ ଫୁଟିବାକୁ ଯାଉଛି। ଭୁବନେଶ୍ୱରରେ ଆୟୋଜିତ ରୋଡ୍ ଶୋ' ପରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି କହିଛନ୍ତି।ମେଣ୍ଟ ଆଲୋଚନା ନେଇ ସ୍ପଷ୍ଟ ମତ…
Read More...

ରାଜଧାନୀ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମେଗା ରୋଡ ଶୋ’

୨ ଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଥିଲେ। ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତା'ପରେ…
Read More...