ଦିଶା ପଟ୍ଟାନୀଙ୍କ ‘ମିରର ସେଲ୍‌ଫି ’ ବୋଲ୍ଡ ଫଟୋ ଇଣ୍ଟରନେଟ୍‌ରେ ଲଗାଇଲା ନିଆଁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପଟ୍ଟାନୀ ବୋଲ୍ଡ ମିରର ସେଲ୍‌ଫି ଫଟୋ ଇଣ୍ଟରନେଟରେ ପକାଇ ଦର୍ଶକଙ୍କ ମନରେ ନିଆଁ ଲଗାଇଦେଇଛନ୍ତି। ମିରର ଆଗରେ ଦିଶା ସ୍ପୋଟର୍ସ କାଜୁଆଲ ସୁଟ୍‌ରେ ଫଟୋ ଉଠାଇ ଫ୍ୟାନଙ୍କୁ ପାଗଳ କରିଦେଇଛନ୍ତି।…
Read More...

ନଭେମ୍ବର ୫ରୁ +୨ ଅପ୍‌ସନାଲ ପରୀକ୍ଷା

ଭୁବନେଶ୍ୱର : +୨ ଅପ୍ସନାଲ୍‌ ପରୀକ୍ଷା ପାଇଁ ତାରିଖ ଘୋଷଣା । ନଭେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ +୨ ଅପ୍‌ସନାଲ ପରୀକ୍ଷା ହେବ। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। କରୋନା…
Read More...

ଖସୁଛି କରୋନା ଗ୍ରାଫ୍ : ଦୁଇ ହଜାର ତଳକୁ ଖସିଲା ଓଡ଼ିଶାର ଦୈନିକ ସଂକ୍ରମଣ

ଭୁବନେଶ୍ୱର : ଦେଶରେ ଧୀରେ ଧୀରେ ଖସୁଛି କରୋନା ଗ୍ରାଫ୍। ଓଡ଼ିଶାରେ ମଧ୍ୟ ପଜିଟିଭ୍ ସଂଖ୍ୟା ୨ ହଜାର ତଳକୁ ଖସିବା ଆଶ୍ବସ୍ତି ଆଣିଛି। ଦେଶରେ ଦେଢ ମାସ ପରେ ଦୈନିକ ପଜିଟିଭ୍ ସଂଖ୍ୟା ୫୫ ହଜାର ନିକଟତର ହୋଇଛି। ସେହିପରି ୩…
Read More...

ଘନୀଭୂତ ହେଉଛି ଲଘୁଚାପ : ୨୩ ଯାଏ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ବଙ୍ଗୋପସାଗରର ପୂର୍ବ କେନ୍ଦ୍ରୀୟ ଉପକୂଳ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପଟି କ୍ରମେ ସେହିଠାରେ ରହି ସ୍ପଷ୍ଟ ଚିହ୍ନିତ ହୋଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଲଘୁଚାପଟି ସେହିଠାରେ…
Read More...

ରାଜ୍ୟର ଜନଜାତିଙ୍କୁ ସଶକ୍ତ କରିବା ପାଇଁ ଗତ ତିନି ବର୍ଷରେ ୧୬୫୬.୮ କୋଟି ଦେଇଛନ୍ତି ମୋଦି ସରକାର-ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଓଡିଶାର ଜନଜାତି ତଥା ଅସୁବିଧାରେ କାଳାତିପାତ କରୁଥିବା ଅନ୍ୟାନ୍ୟ ସମ୍ପ୍ରଦାୟଙ୍କୁ ସଶକ୍ତ କରିବା ପାଇଁ ଗତ ତିନିବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ରାଜ୍ୟକୁ ୧୬୫୬.୮ କୋଟିରୁ ଉର୍ଦ୍ଧ୍ୱ…
Read More...

ଏନଆଇଟି ରାଉରକେଲାର ସୁବର୍ଣ୍ଣ ଜୟନ୍ତୀ ଅଟ୍ଟାଳିକାକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ରାଉରକେଲା : ରାଉରକେଲା ଏନଆଇଟି ପରିସରରେ ଥିବା ନବନିର୍ମିତ ସୁବର୍ଣ୍ଣ ଜୟନ୍ତୀ ଅଟ୍ଟାଳିକାକୁ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଉଦଘାଟନ କରିଛନ୍ତି । ଏହି ଶିକ୍ଷାନୁଷ୍ଠାନର ୫୦ ବର୍ଷର…
Read More...

‘ମୋ ବିଦ୍ୟୁତ୍’‌ ଆପ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର : “ମୋ ବିଦ୍ୟୁତ୍”‌ ଆପ୍‌ର ଶୁଭାରମ୍ଭ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ‘ମୋ ବିଦ୍ୟୁତ୍‌’ ମୋବାଇଲ୍‌ ଆପ୍ ର ଲୋକାର୍ପଣ କରିଛନ୍ତି । ଜନସାଧାରଣଙ୍କ ସୁବିଧା ନିମନ୍ତେ ସୋମବାର…
Read More...

ଲୋକସଭା ବାଚସ୍ପତିଙ୍କୁ ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଚିଠି : ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିବାକୁ କଲେ…

ଭୁବନେଶ୍ୱର: ଦେଶର ସର୍ବକନିଷ୍ଠ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ନ୍ୟାୟ ପାଇଁ ବାଚସ୍ପତିଙ୍କୁ ଗୁହାରି ଚିଠି ଲେଖିଛନ୍ତି । ଏଥିରେ ସେ ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିବାକୁ ଲୋକସଭା ବାଚସ୍ପତିଙ୍କ ନିକଟରେ ଦାବି…
Read More...

ବାହାର ଜିଲ୍ଲାବାସୀଙ୍କ ପାଇଁ ପୁରୀ ସ୍ୱର୍ଗଦ୍ୱାରରୁ ହଟିଲା ଶବଦାହ କଟକଣା

ପୁରୀ: ସ୍ୱର୍ଗଦ୍ୱାରରୁ ହଟିଲା ଶବଦାହ କଟକଣା । ଏବେ ପୁରୀ ଜିଲ୍ଲା ବାହାରର ଯେ କେହି ନିଜ ଆତ୍ମୀୟଙ୍କ ଶବଦାହ କରିପାରିବେ । ହେଲେ କରୋନାରେ ମୃତ ବ୍ୟକ୍ତିଙ୍କ ପାଇଁ କଟକଣା ରହିବ । ଶବଦାହ ବେଳେ କୋଭିଡ ଗାଇଡଲାଇନ ପାଳନ…
Read More...

ବୈଜୟନ୍ତ ଯଦି ପାକିସ୍ତାନକୁ ଏତେ ଭଲ ପାଉଛନ୍ତି, ପଳେଇଯାଆନ୍ତୁ ପାକିସ୍ତାନରେ ରହିବେ : ସୁର

ଭୁବନେଶ୍ବର : ବୈଜୟନ୍ତ ଯଦି ପାକିସ୍ତାନକୁ ଏତେ ଭଲ ପାଉଛନ୍ତି, ତେବେ ଯାଆନ୍ତୁ ପାକିସ୍ତାନରେ ରହିବେ । ମହାନ୍ ଉତ୍କଳ ଆମର, ମହାନ୍ ଭାରତ ଆମର । ଏ ପବିତ୍ର ମାଟି ପ୍ରଭୁ ଜଗନ୍ନାଥଙ୍କ ମାଟି । ଯଦି ରହିବା କଥା ଏଠାରେ ରୁହନ୍ତୁ…
Read More...