Bignews ଲଘୁଚାପ ପ୍ରଭାବରେ ୪ଦିନ ପ୍ରବଳ ବର୍ଷା ସମ୍ଭାବନା OPA Oct 18, 2020 0 ଭୁବନେଶ୍ବର:ଆସୁଛି ବଡ଼ ବର୍ଷା । ଦକ୍ଷିଣରୁ ଉପକୂଳ ପ୍ରବଳ ବର୍ଷିବ । କେନ୍ଦ୍ରୀୟ ବଙ୍ଗୋପସଙ୍ଗରେ ଦାନା ବାନ୍ଧୁ ଥିବା ଲଘୁଚାପ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ହେବ । ଯଦିଓ ଚିତ୍ର ସ୍ପଷ୍ଟ ହେଇନାହିଁ, କିନ୍ତୁ ଏହା ଅବପାତରେ… Read More...
National ଆଗ୍ରା ବାଣ ଗୋଦାମରେ ବିସ୍ଫୋରଣ, ୩ ମୃତ OPA Oct 18, 2020 0 ଆଗ୍ରା : ଶାହଗଞ୍ଜ ଥାନା ଅନ୍ତର୍ଗତ ଆଜମପଡ଼ାରେ ଥିବା ଏକ ବାଣ ଗୋଦାମରେ ରବିବାର ବିସ୍ଫୋରଣ ହୋଇଛି। ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ବିସ୍ଫୋରଣରେ ମୃତାହତଙ୍କୁ ଉଦ୍ଧାର କରାଯିବା ପରେ… Read More...
Odisha NEET ଟପ୍ପର ସୋଏବଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ,ଉଜ୍ଜଳ କ୍ୟାରିୟର ନେଇ ଜଣାଇଲେ ଶୁଭେଚ୍ଛା OPA Oct 18, 2020 0 ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସର୍ବଭାରତୀୟ ମେଡିକାଲ ଏଣ୍ଟ୍ରାନ୍ସ- NEET ଟପ୍ପର ସୋଏବ ଅଫତାବଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଏହି ବଡ଼ ସଫଳତା ପାଇଁ ଫୋନ ଯୋଗେ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ… Read More...
Odisha ସେବା ପ୍ରଦାନରେ ନୂତନ ମାନକ ପ୍ରତିଷ୍ଠା କରିବା ନିମନେ୍ତ ପ୍ରଦୁ୍ୟଷଣ ବୋର୍ଡକୁ ମୁଖ୍ୟ ଶାସନ ସଚିବଙ୍କ ନିଦେ୍ର୍ଦଶ OPA Oct 15, 2020 0 ଭୁବନେଶ୍ୱର : ନିଦ୍ର୍ଧାରିତ ସାଧାରଣ ସେବା ପ୍ରଦାନରେ ନୂତନ ମାନକ ପ୍ରତିଷ୍ଠା କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ତ୍ରିପାଠୀ ରାଜ୍ୟ ପ୍ରଦୁ୍ୟଷଣ ନିୟନ୍ତ୍ରଣ ବୋର୍ଡଙ୍କୁ ନେିଦ୍ର୍ଦଶ ଦେଇଛନ୍ତି। ଅାଜି ବୋର୍ଡର… Read More...
Corporate ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଥିବା ସୁଯୋଗର ସମ୍ପୂର୍ଣ୍ଣ ବିନିଯୋଗ କରନ୍ତୁ ଉଦ୍ୟୋଗ ସମୂହ : ଧର୍ମେନ୍ଦ୍ର ପ୍ରଧାନ OPA Oct 15, 2020 0 ଭୁବନେଶ୍ୱର : ଦେଶର ଉଦ୍ୟୋଗ ସମୂହ ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଥିବା ସୁଯୋଗର ସମ୍ପୂର୍ଣ୍ଣ ବିନିଯୋଗ କରିବା ପାଇଁ ଆଗେଇ ଆସନ୍ତୁ ବୋଲି ଗୁରୁବାର ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ(ଆଇସିସି) ପକ୍ଷରୁ ଆୟୋଜିତ -ଆତ୍ମନିର୍ଭର ଭାରତ-… Read More...
Politics ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ୪୦ଟି ସ୍ଥାନରେ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ କରିବ ଓଡ଼ିଶା-ମୋ ପରିବାର OPA Oct 15, 2020 0 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ(ଅକ୍ଟୋବର)୧୬କୁ ନିଆରା ଢଙ୍ଗରେ ପାଳନ କରିବାକୁ ଯାଉଛି ଓଡ଼ିଶା-ମୋ ପରିବାର ସଙ୍ଗଠନ । ସେହିକ୍ରମରେ ଶୁକ୍ରବାର ୪୦ଟିସ୍ଥାନରେ ରକ୍ତ ସଂଗ୍ରହ କରାଯିବ ବୋଲି ଜଣାପଡିଛି… Read More...
English Chief Secretary Tasks SPCB to set National Benchmark in Service Delivery OPA Oct 15, 2020 0 Bhubaneswar : In another significant step towards ‘ease of doing business’ in Odisha, Chief Secretary Sri Asit Tripathy has directed to make the State Pollution Control Board (SPCB)… Read More...
Entertainment ମିଆଁମାରରେ ଚମକିବେ ବୌଦ୍ଧର ଝିଅ ଅନିଶା ମହେର OPA Oct 15, 2020 0 ବୌଦ୍ଧ : ବୌଦ୍ଧର ଝିଅ ଅନିଶା ମହେର । ନବମ ଶ୍ରେଣୀରେ ପଢୁଥିବା ଅନିଶା ଆସନ୍ତା ବର୍ଷ ଏପ୍ରିଲ ମାସରେ ମିଆଁମାରର ମଣ୍ଡଲେ ଠାରେ ହେବାକୁ ଥିବା ଆନ୍ତର୍ଜ।ତୀୟ ବିୟୁଟି ପିଜଂଟେ ଅଫ୍ ଲିଟିଲ୍ ମିସ୍ ପେସିଫିକ୍ ଓବାର୍ଲଡ-୨୦୨୧ରେ… Read More...
Odisha ୧୯ରୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ହୋଇପାରେ ଆଉ ଏକ ଲଘୁଚାପ OPA Oct 15, 2020 0 ଭୁବନେଶ୍ୱର: ଅବପାତ ପ୍ରଭାବରେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଅନ୍ୟପଟେ ଡରାଇଲାଣି ଆଉ ଏକ ଲଘୁଚାପ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆସନ୍ତା ୧୯ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି… Read More...
Bignews ରାଜ୍ୟରେ ଆଉ ୨୭୭୨ କରୋନା ଆକ୍ରାନ୍ତ ସୁସ୍ଥ OPA Oct 15, 2020 0 ଭୁବନେଶ୍ୱର : ରାଜ୍ୟରେ ଆଉ ୨୭୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ସୁସ୍ଥ ହୋଇଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୫୩୫ରେ ପହଁଚିଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଧାରୁ ୪୫୭, କଟକରୁ ୨୦୨,… Read More...