OTV ମିଛ ଖବର ଉପରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣର ସ୍ପଷ୍ଟୀକରଣ : ଆକାଶ ମାର୍ଗରେ ପରିଦର୍ଶନ ସମୟ ହେଉଛି ୧୯ ମିନିଟ୍

ଭୁବନେଶ୍ୱର: ଏକ ନମ୍ବର ଚ୍ୟାନେଲରେ ଡାହା ମିଛ ଖବର । ଆରଟିଆଇ ସୂଚନାକୁ ଭିତ୍ତି କରି ଅକ୍ଟୋବର ୧୪ରେ ଓଟିଭି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମିଛ ଓ ଭୁଲ୍ ଖବର ପ୍ରସାରଣ କରିଥିଲା । ଯେଉଁ ଖବରରେ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ…
Read More...

ଓଟିଭି ମିଛୁଆ ! ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ଖବର ମିଛ ଧରାପଡିଲା, ୧୯ ମିନିଟ ନୁହେଁ ୩୦ ମିନିଟ୍…

ଭୁବନେଶ୍ବର : ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ ସଂପର୍କୀତ ଖବର ପ୍ରସାରଣରେ ଓଟିଭିର ମିଛ ଧରା ପଡିଛି।ଏ ନେଇ ସରକାରଙ୍କ ସୂତ୍ରରୁ ମିଳିଥିବା ସ୍ପଷ୍ଟୀକରଣରୁ ଖବରଟି ସମ୍ପୂର୍ଣ୍ଣ ମିଛି ବୋଲି ଜଣାଯାଇଛି।…
Read More...

ବନ୍ଦ ଘରେ ନାବାଳିକାକୁ ୨୨ଦିନ ଧରି ଗଣଦୁଷ୍କର୍ମ

କଟକ : ନାବାଳିକାକୁ ୨୨ ଦିନ ଧରି ବନ୍ଦ କୋଠରୀରେ ରଖି ଗଣଦୁଷ୍କର୍ମ ଅଭିଯୋଗ। ଏପରି ଅଭିଯୋଗ ଆସିଛି କଟକ ଗତିରାଉତ ପାଟଣା ଅଞ୍ଚଳରୁ। ନାବାଳିକା ଜଣକୁ ଏକ କୁକୁଡ଼ା ଫାର୍ମରେ ଏକ କୋଠରୀରେ ବନ୍ଦ ରଖି ଗଣଦୁଷ୍କର୍ମ ହୋଇଥିବା…
Read More...

ବାହା ହେବେ ନେହା

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର। ଅକ୍ଟୋବର ୨୬ରେ ହେବ ବିବାହ। ଦିଲ୍ଲୀରେ ବିବାହ କରିବେ ନେହା। ଅଭିନେତା ହିମାନ୍ସ କୋହଲିଙ୍କଠାରୁ ଅଲଗା ହେବା ପରେ ଖୁବ୍ ଭାଙ୍ଗି…
Read More...

ଓଡ଼ିଶା ସମତେ ଛଅଟି ରାଜ୍ୟର ସ୍କୁଲ୍ ଶିକ୍ଷା ଉନ୍ନତ କରିବା ଲାଗି ‘ଷ୍ଟାର୍‌ସ୍‌’ ପ୍ରକଳ୍ପକୁ କ୍ୟାବିନଟେ୍‌ର ଅନୁମୋଦନ

ନୂଆଦିଲ୍ଲୀ: ଓଡ଼ିଶା ସମତେ ଛଅଟି ରାଜ୍ୟର ସ୍କୁଲ୍ ଶିକ୍ଷା ଉନ୍ନତ କରିବା ଲାଗି ୫୭୧୮ କୋଟି ଟଙ୍କାର ଗ୍ଧଷ୍ଟ୍ରଙେ୍ଗ୍‌ଦନେିଙ୍ଗ୍ ଟିଚିଙ୍ଗ୍-ର୍ଲଣ୍ଣିଂ ଆଣ୍ଡ୍‌ ରଜେଲ୍ଟସ୍‌ ର୍ଫ ଷ୍ଟଟେ୍‌ସ୍ଗ୍ଦ ବା ଗ୍ଧଷ୍ଟାର୍‌ସ୍‌ଗ୍ଦ…
Read More...

କୋଭିଡ଼ ପରିଚାଳନାରେ ଓଡ଼ିଶା ଅନ୍ୟମାନଙ୍କ ଠାରୁ ଆଗରେ : ପାର୍ବଣ ଓ ଶୀତ ଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କତା ଅବଲମ୍ବନ…

ଭୁବନେଶ୍ୱର: ସାରା ରାଜ୍ୟରେ କୋଭିଡ଼ ପରିସ୍ଥିତି ପରିଚାଳନାରେ ଓଡିଶା କ୍ରମାଗତଭାବେ ଭଲ ପ୍ରଦର୍ଶନ କରିଆସୁଛି। ଏହି କ୍ଷେତ୍ରରେ ଥିବା ସମସ୍ତ ସୂଚକାଙ୍କ ଜାତୀୟ ହାର ଠାରୁ ବହୁତ ଭଲରେ ରହିଛି । ଅଧିକାଂଶ ଜିଲ୍ଲାରେ ନୂଆ…
Read More...

ରାଜ୍ୟରେ ଆଉ ୨ ହଜାର ୭୯୬ ଜଣ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୨ ହଜାର ୭୯୬ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥିସହ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ…
Read More...

ହକି ପରେ ଜାତୀୟ ରଗବୀ ଦଳର ପ୍ରାୟୋଜକ ହେଲା ଓଡ଼ିଶା

ଭୁବନେଶ୍ୱର : ହକି ଭଳି ରଗବୀ ଖେଳରେ ଜାତୀୟ ଟିମ୍‌ର ପ୍ରାୟୋଜକ ସାଜିବ ଓଡ଼ିଶା। ଆସନ୍ତା ୩ ବର୍ଷ ଯାଏ ଭାରତର ଉଭୟ ପୁରୁଷ ଓ ମହିଳା ରଗବୀ ଟିମ୍‌କୁ ଓଡ଼ିଶା ସରକାର ସମସ୍ତ ପ୍ରକାରର ସହାୟତା କରିବେ। ଏନେଇ ଆଜି ଓଡ଼ିଶା ସରକାର ଓ…
Read More...

ଗଞ୍ଜେଇ ଚାଷ ବନ୍ଦ ପାଇଁ ନୂଆ ରଣନୀତିରେ NCBର ସହାୟତା ମିଳିଲେ ରଣନୀତି ସଫଳ ହେବ : ପୋଲିସ ଡିଜି

ଭୁବନେଶ୍ୱର: ରାଜ୍ୟରେ ନିଶା କାରବାର ରୋକିବାକୁ ପୋଲିସର ବ୍ୟାପକ ପଦକ୍ଷେପ । ଚଳିତ ବର୍ଷ ୧ହଜାର ୫୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିବା ପୋଲିସ ଡିଜି ଅଭୟ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି । ଏବର୍ଷ କୋରାପୁଟ ଜିଲ୍ଲାରେ…
Read More...

୨୦୨୦ ଶେଷ ସୁଦ୍ଧା ଆସିବ କରୋନା ଟୀକା – ‘ହୁ’

ନୂଆଦିଲ୍ଲୀ : ସାରା ବିଶ୍ୱରେ ବିପର୍ଯ୍ୟୟ ସୃଷ୍ଟି କରିଥିବା କରୋନା ମହାମାରୀର ମୁକାବିଲା ନିମନ୍ତେ ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ପ୍ରାରମ୍ଭରେ ଏକ ଟୀକା ପଞ୍ଜିକରଣ ହେବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ଆଶା…
Read More...