ମହାରାଷ୍ଟ୍ରରେ କୋଠା ଭୁଶୁଡିବା ଘଟଣା, ଦୁଃଖ ପ୍ରକାଶ କଲେ ମୋଦି

ପୁଣେ: ମହାରାଷ୍ଟ୍ରରେ ତିନି ମହଲା କୋଠା ଭୁଶୁଡିବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ଘଟଣାରେ ପ୍ରାଣ ହରାଇଥିବା ଶୋକସନ୍ତପ୍ତ ପରିବାରକୁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ…
Read More...

ଆଜିଠୁ ଖୋଲିଲା ପର୍ଯ୍ୟଟକଙ୍କ ପାଇଁ ତାଜମହଲ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଦୁନିଆର ସପ୍ତଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ତାଜମହଲ ଗତ ମାର୍ଚ୍ଚ ୧୭ରୁ ବନ୍ଦ ରହିଥିବା ବେଳେ ଆଜିଠୁ ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ।ବିଶ୍ୱର ଅନ୍ୟତମ ଆକର୍ଷଣ ତାଜମହଲ ମଧ୍ୟକୁ…
Read More...

ଭିୱଣ୍ଡିରେ ଭୁଶୁଡିଲା କୋଠା: ୧୦ ମୃତ, ଫସି ରହିଛନ୍ତି ଏକାଧିକ

ମୁମ୍ବାଇ: ମହାରାଷ୍ଟ୍ରର ଭିୱଣ୍ଡିରେ ଅଘଟଣା । ଭୁଶୁଡିଲା ୩ ମହଲା କୋଠା । ଆଜି ସକାଳୁ ଏହି ଦୁର୍ଘଟଣା ଘଟିିଛି । ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ବିଏମ୍‌ସି ସୂଚନା ଦେଇଛି । ଭଗ୍ନାବଶେଷ ତଳେ ଏବେବି ଅନେକ ଲୋକେ…
Read More...

ରାଜ୍ୟସଭାରେ ବିଶୃଙ୍ଖଳା ଆଚରଣ ପାଇଁ ନିଲମ୍ବିତ ହେଲେ ୮ ସାଂସଦ

ନୂଆଦିଲ୍ଲୀ : ରାଜ୍ୟସଭାରେ କୃଷି ବିଲକୁ ନେଇ ହଙ୍ଗାମା କରିଥିବା ସାଂସଦ ନିଲମ୍ବିତ । କୃଷି ବିଲ ଚର୍ଚ୍ଚା ସମୟରେ ହଙ୍ଗାମା କରିଥିବା ସାଂସଦଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା…
Read More...

ଓଡିଶାର ପୁଞ୍ଜିକୁ ବିଶ୍ୱ ସ୍ତରରେ ପହଁଚାଇବା ଆମର ଲକ୍ଷ୍ୟ ହେବା ଦରକାର : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଟେକ୍ସଟାଇଲ୍‌, ପର୍ଯ୍ୟଟନ ଏବଂ କୃଷି କ୍ଷେତ୍ର ଓଡିଶାର ମୂଳ ପୁଞ୍ଜି । ସେହିପରି ରାଜ୍ୟର ସଂସ୍କୃତି ଓ ପରମ୍ପରା ମଧ୍ୟ ଆମର ଭିନ୍ନ ଏକ ପୁଞ୍ଜି । ତେବେ ଏହି ସବୁ ପୁଞ୍ଜିକୁ ବିଶ୍ୱସ୍ତରରେ ପହଁଚାଇବା…
Read More...

ସଂସଦରେ ଚାଷୀଙ୍କ ହିତରେ ଐତିହାସିକ ବିଲ୍ ପାସ୍ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ : ବିଜେପି

ଭୁବନେଶ୍ୱର: ସଂସଦରେ ଆଜି ଚାଷୀଙ୍କ ହିତରେ ଐତିହାସିକ କୃଷି ବିଲ୍ ପାରିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଦେଇଛନ୍ତି ରାଜ୍ୟ…
Read More...

ସ୍ୱଚ୍ଛଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ ଏବଂ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ ପାଇଁ ସଂକଳ୍ପ ନେଲେ ବିଜେପି…

ଭୁବନେଶ୍ୱର: ସୁସ୍ଥ ରହିବା ପାଇଁ ପରିବେଶ ସ୍ୱଚ୍ଛ ଏବଂ ନିର୍ମଳ ରହିବା ନିହାତି ଆବଶ୍ୟକ । ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱ ଭାବେ ବିଚାର କରି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦାୟୀତ୍ୱ ଗ୍ରହଣ ପରେ…
Read More...

ଆସନ୍ତାକାଲି ଠାରୁ ଦୁଇ ଦିନ ବନ୍ଦ ରହିବ ହାଇକୋର୍ଟ

କଟକ: ଆସନ୍ତାକାଲି ଠାରୁ ୨ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ । ସେପ୍ଟେମ୍ବର ୨୧ ଓ ୨୨ ତାରିଖରେ ହାଇକୋର୍ଟ ବନ୍ଦ ନେଇ ରେଜିଷ୍ଟ୍ରାର ଜେନେରାଲ ନିର୍ଦେଶ ଦେଇଛନ୍ତି । ନିର୍ଦେଶ ଅନୁସାରେ ହାଇକୋର୍ଟ ସହ ଏହାର…
Read More...

ଆଜି ରାଜ୍ୟରେ ୪୦୧୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୪୦ ଜଣଙ୍କ ସମେତ ଆଜି ରାଜ୍ୟରୁ ୪ ହଜାର ୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୫ ହଜାର ୬୭୫ରେ ପହଂଚିଛି ।…
Read More...

ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦୃଢ ପ୍ରତିଶୃତି, ପୂର୍ବ ଭଳି ଜାରି ରହିବ MSP

ନୂଆଦିଲ୍ଲୀ: ଜୋରଦାର ବିରୋଧ ମଧ୍ୟରେ ରାଜ୍ୟସଭାରେ ପାରିତ ହୋଇଛି ବହୁ ଚର୍ଚ୍ଚିତ କୃଷି ବିଧେୟକ । ଏହି ବିଲ୍‌କୁ ନେଇ ସରକାରଙ୍କ ଉପରେ ଆକ୍ରାମକ ହୋଇ ପଡିଛନ୍ତି ବିରୋଧୀ । ମୋଦି ସରକାରଙ୍କ ଏହି ବିଲ୍‌ ଚାଷୀ ବିରୋଧ କରି ଏମାନେ…
Read More...