National ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡା OPA Sep 20, 2020 0 ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ରାଜ୍ୟସଭାର ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। ସମ୍ପ୍ରତି ରାଜ୍ୟସଭା ନିର୍ବାଚନରେ ସେ କର୍ଣ୍ଣାଟକରୁ ବିଜୟ ହାସଲ କରିଥିଲେ। ଜୁନ୍ ୧୯ରେ କର୍ଣ୍ଣାଟକର ଚାରିଟି… Read More...
Odisha ଏସିଆ ରଗବି ଅନଷ୍ଟପେବଲ ଅଭିଯାନରେ ଓଡ଼ିଆ ଝିଅ ସୁମିତ୍ରା,ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ OPA Sep 20, 2020 0 ଭୁବନେଶ୍ୱର: ଏସିଆ ରଗବି ଅନଷ୍ଟପେବଲ ଅଭିଯାନରେ ଓଡ଼ିଆ ଝିଅ ସୁମିତ୍ରା । ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଏସିଆ ରଗବି ଅନଷ୍ଟପବେଲ ଅଭିଯାନରେ ସାରା ଦେଶର ତିନି ଜଣ ମହିଳା ରଗବି ଖେଳାଳି ଭାରତର ପ୍ରତିନିଧିତ୍ୱ କରିବେ ।… Read More...
Odisha ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କ ନିଧନ OPA Sep 20, 2020 0 ପୁରୀ: ପୁରୀ ଜଗନ୍ନାଥ ମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସ ମହାପାତ୍ରଙ୍କର ରବିବାର ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେହାନ୍ତ ଘଟିଛି।ସୂଚନାନୁସାରେ, ରବିବାର ସକାଳେ ହଠାତ୍ ସେ ଅସୁସ୍ଥ ଅନୁଭବ କରିବାରୁ… Read More...
Bignews ରାଜ୍ୟରେ ଅସମ୍ଭାଳ କୋରୋନା ସଂକ୍ରମଣ, ଦିନକରେ ୪୩୩୦ ଚିହ୍ନଟ OPA Sep 20, 2020 0 ଭୁବନେଶ୍ୱର : ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୪୩୩୦ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୧୭୭୪ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୨୫୫୬ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି ।… Read More...
Bignews ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଟପିଲା ୭୦୦; ଆଜି ୧୦ ମୁଣ୍ଡ ଗଡ଼ିଲା OPA Sep 20, 2020 0 ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବାବେଳେ ୮ ଜଣ ପୁରୁଷ ଅଛନ୍ତି । ଏହା ସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୭୦୧ରେ… Read More...
Bignews ଆଜି ରାଜ୍ୟରେ ୪୦୯୦ କରୋନା ଆକ୍ରାନ୍ତ ସୁସ୍ଥ OPA Sep 19, 2020 0 ଭୁବନେଶ୍ୱର: କରୋନା ଭାଇରସ ମହାମାରୀରୁ ଆଜି ୪୦୯୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୧ ହଜାର ୬୫୭ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର… Read More...
Odisha ‘କରୋନାରୁ ସୁସ୍ଥ ପରେ ବି ଆକ୍ରାନ୍ତ ହେବା ଆଶଙ୍କା ଅଧିକ’ OPA Sep 19, 2020 0 ଭୁବନେଶ୍ୱର: କରୋନା ସହ ଲଢ଼ୁଛି ସାରା ଦେଶ । ତଥାପି ମହାମାରୀର ପ୍ରକୋପ କମୁନି । ତେବେ ସାରା ଦେଶରେ କରୋନା ଆକ୍ରାନ୍ତଠାରୁ ସୁସ୍ଥ ସଂଖ୍ୟା ଅଧିକ ବୋଲି ରିପୋର୍ଟ କହୁଛି । କିନ୍ତୁ କରୋନା ସୁସ୍ଥ ହେଲା ପରେ ବି ଆମକୁ ସଜାଗ… Read More...
Sports ବାଜିଲା ଆଇପିଏଲ୍ ବିଗୁଲ: ଟସ୍ ଜିତି CSKର ବୋଲିଂ ନିଷ୍ପତ୍ତି OPA Sep 19, 2020 0 ଆବୁଧାବି: ବାଜିଲା ଆଇପିଏଲ୍ ବିଗୁଲ । ଆରମ୍ଭ ହୋଇଛି ଫଟାଫଟ ଲଢେ଼ଇ । ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯାଉଥିବା ଉଦ୍ଘାଟନୀ ମ୍ୟାଚ୍ରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି।… Read More...
Entertainment ଡ୍ରଗ୍ସ କାରବାର ସପ୍ଲାଏ କରି ABCD ଷ୍ଟାର କୋରିଓଗ୍ରାଫର କିଶୋର ସେଟ୍ଟୀ ଗିରଫ OPA Sep 19, 2020 0 ମୁମ୍ବାଇ:ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୩ ମାସରୁ ଅଧିକ ହେଲାଣି। ତଥାପି ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ିନାହିଁ। କିନ୍ତୁ ଏହି ମାମଲା ଏବେ ଧୀରେ ଧୀରେ ଡ୍ରଗ୍ସ କାରବାର ଆଡ଼କୁ ଗତି କରୁଛି। ଡ୍ରଗ୍ସ କାରବାରରେ… Read More...
Odisha ବରମୁଣ୍ଡା ବସ୍ଷ୍ଟାଣ୍ଡ ହେବ ଇଣ୍ଟରଷ୍ଟେଟ ବସ୍ ଟର୍ମିନାଲ OPA Sep 19, 2020 0 ଭୁବନେଶ୍ୱର: ବରମୁଣ୍ଡା ବସ୍ଷ୍ଟାଣ୍ଡ ହେବ ଇଣ୍ଟରଷ୍ଟେଟ ବସ୍ ଟର୍ମିନାଲ । ସେଥିଲାଗି ବିଡିଏ ପକ୍ଷରୁ ଆଜିଠୁ ଉଚ୍ଛେଦ କାମ ଆରମ୍ଭ ହୋଇଛି । ନୂଆ ବସ୍ ଟର୍ମିନାଲ ହେବାକୁ ଥିବାରୁ ବସ୍ଷ୍ଟାଣ୍ଡରେ କାମ ଆରମ୍ଭ ହୋଇଛି । ୧୫.୦୫… Read More...