ରାଜ୍ୟରେ ଆଜି ୪୨୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର:  ଆଜି ରାଜ୍ୟରେ ୪୨୦୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୪୧ ଓ ସ୍ଥାନୀୟ ଅଞ୍ଚଳରୁ ୧୭୬୮ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧…
Read More...

ଆଜି ରାଜ୍ୟରେ ୪୧୦୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୭୮୨ ଜଣଙ୍କ ସମେତ ରାଜ୍ୟରୁ ଆଜି କରୋନା ଭାଇରସ ମହାମାରୀରୁ ୪ ହଜାର ୧୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୭…
Read More...

ଅକ୍ଟୋବର ୫ ଯାଏଁ ବନ୍ଦ ରହିବ ଦିଲ୍ଲୀର ସମସ୍ତ ସ୍କୁଲ

ନୂଆଦିଲ୍ଳୀ : ଆସନ୍ତା ମାସର ୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ । ୫ ତାରିଖ ପୂର୍ବରୁ ସ୍କୁଲ ଖୋଲିବ ନାହିଁ ତେଣୁ ପୂର୍ବ ପରି ସମସ୍ତ କ୍ଲାସ ଅନଲାଇନରେ କରାଯିବ ବୋଲି ଜଣାପଡିଛି । ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ…
Read More...

ସଲମାନ, ଆଦିତ୍ୟ, ଭଁସାଲୀଙ୍କ ସମେତ ୮ଜଣଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ କେସରେ ଶୁକ୍ରବାର ମୁଜାଫରପୁର ଜିଲା ନ୍ୟାୟଳୟ ସଲମାନ ଖାଁ, କରଣ ଜୋହର ଓ ଆଦିତ୍ୟ ଚୋପ୍ରାଙ୍କ ସମେତ ୮ଜଣଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।…
Read More...

ଆସନ୍ତା ସାତ ଦିନ ଭିତରେ ଭୁବନେଶ୍ୱରରେ କୋଭିଡ ସ୍ଥିତିରେ ସୁଧାର ଆସିବ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କୋଭିଡ ଟେଷ୍ଟ ବଢିଥିଲେ ସୁଦ୍ଧା ଗତ ସପ୍ତାହକ ମଧ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବଢିନି । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।…
Read More...

ଆଜି ଭୁବନେଶ୍ୱରରେ ୩୦୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୩୦୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ସଂଗରୋଧରୁ ୯୦ ଜଣ ଓ ସ୍ଥାନୀୟ ଅଂଚଳରୁ ୨୧୫ ଜଣ ଅଛନ୍ତି । ସଂଗରୋଧରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତମାନେ ପୂର୍ବରୁ ସଂକ୍ରମିତ…
Read More...

ଅକ୍ଟୋବର ୧୨ରୁ ୧୯ ଯାଏଁ ହେବ ଓଜେଇଇ ପରୀକ୍ଷା

ଭୁବନେଶ୍ୱର : ଅକ୍ଟୋବର ୧୨ରୁ ୧୯ ଯାଏ ରାଜ୍ୟରେ ହେବ ଓଜେଇଇ ପରୀକ୍ଷା । ରାଜ୍ୟ ଓ ରାଜ୍ୟ ବାହାରର ୫୩ କେନ୍ଦ୍ରରେ ଏହି ପରୀକ୍ଷା । ରାଜ୍ୟ ବାହାରେ ରାଞ୍ଚି, ପାଟନା ଓ କୋଲକାତାରେ ବି ପରୀକ୍ଷା ପାଇଁ କେନ୍ଦ୍ର ହୋଇଛି । ଏଥର…
Read More...

କୋସିରେଲ ମହାସେତୁର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ନଭେମ୍ବର ଶେଷସୁଦ୍ଧା ହେବ ବିହାରର ବିଧାନସଭା ନିର୍ବାଚନ । ଏହାକୁ ନଜରରେ ରଖି କେନ୍ଦ୍ରସରକାର ବିହାର ପାଇଁ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର କୋସିରେଲ…
Read More...

ସାମୁଦ୍ରିକ ଝଡ ‘ନୌଲ୍‌’ ପ୍ରଭାବରେ ବଙ୍ଗୋପ ସାଗରରେ ସେପ୍ଟେମ୍ବର ୨୦ ସୁଦ୍ଧା ଲଘୁଚାପ ସୃଷ୍ଟି ହେବା ସମ୍ଭାବନା

ଭୁବନେଶ୍ୱର  : ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ନୌଲ୍‌’ ର ପ୍ରଭାବରେ ବଙ୍ଗୋପ ସାଗରରେ ଆସନ୍ତା ରବିବାର ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଏହାର ଠିକ୍ ଗୋଟିଏ ଦିନ ପରେ ବଙ୍ଗୋପ…
Read More...