Bignews ପୁଣି ରାଜ୍ୟରେ ୧୩ ମୁଣ୍ଡ ନେଲା କରୋନା OPA Sep 8, 2020 0 ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୩୪୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି… Read More...
Bignews ଆଜି ରାଜ୍ୟରେ ୩୪୯୦ ନୂଆ କରୋନା ପଜିଟିଭ୍ ଚିହ୍ନଟ OPA Sep 8, 2020 0 ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୪୯୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୦୯୪ କ୍ୱାରେଣ୍ଟିନ୍ ଏବଂ ୧୩୯୬ ଲୋକାଲ୍ କେସ୍ ବାହାରିଛି।… Read More...
National ପୁଣି ଚୀନ-ଭାରତ ସେନା ମୁହାଁମୁହିଁ OPA Sep 8, 2020 0 ନୂୂଆଦିଲ୍ଲୀ: ସୀମାକୁ ନେଇ ଭାରତ-ଚୀନ ମଧ୍ୟରେ ବିବାଦ ଥମିବାର ନା ନେଉନି । ଗତକାଲି ରାତିରେ ଭାରତୀୟ ସେନା ନିୟନ୍ତ୍ରଣ ରେଖା ଉଲ୍ଲଂଘନ କରିବା ଓ ଗୁଳିମାଡ଼ କରିଥିବା ଅଭିଯୋଗ କରିଛି ଚୀନ୍ ସେନା । କୁହାଯାଉଛି ଚୀନ୍ ଓ ଭାରତୀୟ… Read More...
Odisha ପ୍ରବାସୀ ଓଡିଆଙ୍କ ଜୀବନଜୀବିକା ପାଇଁ ପୁର୍ନବାର ‘ଶ୍ରମିକ ସ୍ପେଶାଲ୍ ଟ୍ରେନ୍’ ଚାଲୁ କରିବାକୁ ଅନୁରୋଧ କଲେ… OPA Sep 8, 2020 0 ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶ ଅର୍ଥନୀତିର ପୁନରୁଦ୍ଧାର ତଥା ପ୍ରବାସୀ ଓଡିଆ ଲୋକଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି ଓଡିଶାରୁ ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟକୁ ପୁର୍ନବାର ‘ଶ୍ରମିକ ସ୍ପେଶାଲ ଟ୍ରେନ’… Read More...
Bignews ଆଜି ରାଜ୍ୟରେ ସୁସ୍ଥ ହେଲେ ୩୦୩୪ଜଣ କରୋନା ଆକ୍ରାନ୍ତ OPA Sep 7, 2020 0 ଭୁବନେଶ୍ୱର: ଆଜି ରାଜ୍ୟରେ ୩୦୩୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୯୯ ହଜାର ୩୯୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।… Read More...
Odisha ପୂର୍ବତନ ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ବିୟୋଗରେ ବିଜେଡିର ନୀରବ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି OPA Sep 7, 2020 0 ଭୁବନେଶ୍ୱର: ଆଜି ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁ ଚିକିତ୍ସାଧୀନ ଅବସ୍ଥାରେ ୮୨ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି । ସେ ଜଣେ କର୍ତ୍ତବ୍ୟନିଷ୍ଠ କର୍ମୀ ଓ ଉତ୍ତମ ସଂଗଠକ ଥିଲେ… Read More...
Politics “ସେବା ହିଁ ସଂଗଠନ”କୁ ମୁଳମନ୍ତ୍ର କରିଛି ବିଜେପି: ସମୀର ମହାନ୍ତି OPA Sep 7, 2020 0 ଭୁବନେଶ୍ୱର: କୋଭିଡ୍-୧୯ ଜନିତ ଲକ୍ଡାଉନ ଓ ସଟ୍ଡାଉନ ସମୟରେ ‘ସେବା ହିଁ ସଂଗଠନ’କୁ ଅଧାର କରି ବିଜେପି କାର୍ଯ୍ୟକର୍ତାମାନେ ସାମାଜିକ ଦୁରତ୍ୱ ବଜାୟ ରଖି ‘ଫିଡ୍ ଦି ନିଡି - ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମ;… Read More...
Politics ମହିଳା ଅତ୍ୟାଚାର ଓ ହିଂସାର ବନ୍ୟାଜଳ ବର୍ତମାନ ଶାସକ ବିଜେଡିର ଘର ଭିତରେ: ସ୍ମୃତି ପଟ୍ଟନାୟକ OPA Sep 7, 2020 0 ଭୁବନେଶ୍ୱର: କାହାର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବା ଆଦୈା ଉଚିତ୍ ନୁହେଁ । ମାତ୍ର ଯେତେବେଳେ ସମାଜର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ କିମ୍ବା ରୋଲ୍ ମଡେଲଙ୍କ ଏଭଳି କିଛି ମହିଳା ହିଂସାରେ ଲିପ୍ତ ଥିବା ଘଟଣା ଲୋକଲୋଚନକୁ… Read More...
Odisha ଆଜି ଭୁବନେଶ୍ୱରରୁ ୩୯୪ କରୋନା ଆକ୍ରାନ୍ତ ଚିହ୍ନଟ OPA Sep 7, 2020 0 ଭୁବନେଶ୍ୱର : ଭୁବନେଶ୍ୱରର ବିଭିନ୍ନ ଅଂଚଳରୁ ଗତ ୨୪ ଘଣ୍ଟାରେ ମୋଟ୍ ୩୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ମଧ୍ୟରୁ ୧୫୯ଟି କ୍ୱାରାଣ୍ଟାଇନ ମାମଲା ଥିବାବେଳେ ୨୩୫ଟି ସ୍ଥାନୀୟ ସଂକ୍ରମଣ ମାମଲା ରହିଛି । ସେହିପରି… Read More...
More News କୋକାକୋଲା ଇଣ୍ଡିଆର ଅଧ୍ୟକ୍ଷ ହେଲେ ଓଡିଆ ପୁଅ ସଙ୍କେତ OPA Sep 7, 2020 0 ମୁମ୍ବାଇ : ମୃଦୁପାନୀୟ କମ୍ପାନୀ କୋକାକୋଲାର ଏକ ଗୁରୁ ଦାୟିତ୍ୱ ହାସଲ କରିଛନ୍ତି ଜଣେ ଓଡିଆ । ଓଡିଆ ପୁଅ ସଙ୍କେତ ରୟ କୋକାକୋଲା ଇଣ୍ଡିଆ ଏବଂ ଦକ୍ଷିଣ ପଶ୍ଚିମ ଏସିଆର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଭୋପାଳ… Read More...