ରାଜ୍ୟରେ ପୁଣି ୧୦ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୫୬ ରେ ପହଞ୍ଚି ଯାଇଛି।Regret to…
Read More...

ବିଧାନସଭା ବସିବା ପୂର୍ବରୁ ସବୁ ବିଧାୟକଙ୍କର ହେବ କରୋନା ଟେଷ୍ଟ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ବସିବା ପୂର୍ବରୁ ବିଧାୟକମାନଙ୍କର ହେବ କୋଭିଡ-୧୯ ଟେଷ୍ଟ । ବିଧାନସଭାକୁ ଆସୁଥିବା ବରିଷ୍ଠ ଅଫିସରଙ୍କର ଆଣ୍ଟିଜେନ୍‌ ଟେଷ୍ଟ ହେବ । ଏନେଇ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ…
Read More...

ଅନ୍ତର୍ଜାତୀୟ ମହିଳା କ୍ରିକେଟର ସନାରା ପାରୱିନଙ୍କୁ କରୋନା

ବଲାଙ୍ଗୀର: ଓଡିଶା ବଲାଙ୍ଗୀର ଜିଲ୍ଲାର ଅନ୍ତର୍ଜାତୀୟ ମହିଳା କ୍ରିକେଟର ରା ସନାରା ପାରୱିନ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ତାଙ୍କ ମା ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉଭୟଙ୍କୁ ସ୍ଥାନୀୟ ଏକ କୋଭିଡ…
Read More...

ବର୍ଷା-ଅନୁଭବ ବିବାଦ: ଅକ୍ଟୋବର ୧୨ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର:ଆସନ୍ତା ଅକ୍ଟୋବର ୧୨କୁ ଘୁଂଚିଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପିଟିସନର ଶୁଣାଣି । ସେପଟେ ବର୍ଷାଙ୍କ ଘରକୁ ଯାଇ ଡିଭି ଆକ୍ଟ ପ୍ରୋଟେକ୍ସନ ଅଫିସର ବର୍ଷାଙ୍କ ବୟାନ ରେକର୍ଡ କରିଛନ୍ତି । ହେଲେ ବୟାନ…
Read More...

ଆଜି ରାଜ୍ୟରେ ୩୮୬୧ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ୩୮୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୭୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୮୩ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧…
Read More...

ଥରିଲା ମୁମ୍ବାଇ

ମୁମ୍ବାଇ: ସୋମବାର ସକାଳ ପ୍ରାୟ ୮ଟାରେ ମୁମ୍ବାଇରେ ମୃଦୁ ଭୂମିକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୫ଥିବା ଜଣା ପଡ଼ିଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ମୁମ୍ବାଇର…
Read More...

ଆଜିଠୁ ଦେଶର ବିଭିନ୍ନ ସ୍ଥାନରେ ଗଡ଼ିଲା ମେଟ୍ରୋ ଟ୍ରେନ

ନୂଆଦିଲ୍ଲୀ:  ଅନଲକ୍‌ ୪.୦ ଲାଗୁ ହେବା ପରେ ଦୀର୍ଘ ୫ ମାସ ପରେ ଆଜିଠୁ ଦେଶର ବିଭିନ୍ନ ଅଞ୍ଚଳରେ ଗଡ଼ିଛି ମେଟ୍ରୋ ଟ୍ରେନ। ଲକ୍ଷ୍ନୌ, ଦିଲ୍ଲୀ, କୋଲକାତା, ଚେନ୍ନାଇ ସମତେ ଅନ୍ୟ ସହରରେ ମେଟ୍ରୋ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି।…
Read More...

ଆଜିଠାରୁ ଦୂରଦର୍ଶନରେ ପଢ଼ିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଯୁକ୍ତ ୨ ଦ୍ୱିତୀୟ ବର୍ଷ ୨୦୨୧ ରେ ପରୀକ୍ଷା ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ସେପ୍ଟେମ୍ବର ୭ ତଥା ଆଜିଠାରୁ ଦୂରଦର୍ଶନ (ଡିଡି ଓଡ଼ିଆ ଚ୍ୟାନେଲ) ରେ ଶିକ୍ଷା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ବିଭାଗ…
Read More...

ଆଜି ରାଜ୍ୟରେ ସୁସ୍ଥ ହେଲେ ୨୫୯୦ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: କଟକ ଜିଲ୍ଲାରୁ ୪୩୧ ଜଣଙ୍କ ସମେତ ରାଜ୍ୟରେ ଆଜି ୩୦ଟି ଜିଲ୍ଲାରୁ ୨୫୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ…
Read More...

ଆଜି କଟକରୁ ୧୯୫ କରୋନା ପଜିଟିଭ୍‌ ଚିହ୍ନଟ

କଟକ: ଆଜି କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ଟପିଛି। ସହରର ବିଭିନ୍ନ ସ୍ଥାନରୁ ମୋଟ ୧୯୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୦୪ ଜଣ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ଯୋଗୁଁ ବାକି…
Read More...