ଆଜି ରାଜ୍ୟରେ ସୁସ୍ଥ ହେଲେ ୨୯୮୦ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୯୮୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏଥି ସହିତ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ…
Read More...

ଆଜି ଭୁବନେଶ୍ୱରରୁ ୫୫୦ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୫୫୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ଅତିକ୍ରମ କରିଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି।…
Read More...

ପ୍ରଧାନମନ୍ତ୍ରୀଙ୍କ ବୈଚାରିକ ଦର୍ଶନକୁ ଜନ ଆନ୍ଦୋଳନର ରୂପ ଦେବାକୁ ହେବ: ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ/ଢେଙ୍କାନାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଚାରିକ ଦର୍ଶନକୁ ସଠିକ୍ ଭାବେ ବୁଝିବା ସହ ଏହା ଉପରେ କେବଳ ଚର୍ଚ୍ଚା ଏବଂ ଚିନ୍ତନ କରିବା ପର୍ଯ୍ୟାପ୍ତ ହେବ ନାହିଁ । ଏହା ଦ୍ୱାରା ଜନସାଧାରଣଙ୍କୁ ଆମ ସହ ଏକ…
Read More...

ଡ୍ରଗ ଲିଙ୍କ ମାମଲାରେ କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀ ଗିରଫ

ବେଙ୍ଗାଲୁରୁ : ଆଉ ଜଣେ ଅଭିନେତ୍ରୀ ଡ୍ରଗ୍ସ ଜାଲରେ ଫସିଛନ୍ତି । ଶୁକ୍ରବାର ବେଙ୍ଗାଲୁରୁ ଲୋକପ୍ରିୟ କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ ଆଜି ଗିରଫ କରାଯାଇଛି । ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ ଲିଙ୍କ…
Read More...

ବିଧାୟକ ପ୍ରକାଶ ସୋରେନ ଗିରଫ

ଭୁବନେଶ୍ୱର : ଜଣେ ଯନ୍ତ୍ରୀଙ୍କୁ ବାଡେ଼ଇବା ଘଟଣାରେ ବାରିପଦା ବିଜେପି ବିଧାୟକ ପ୍ରକାଶ ସୋରେନଙ୍କୁ ପୁଲିସ ଗିରଫ କରିଛି । ଅପରପକ୍ଷରେ ବିଧାୟକଙ୍କୁ ଗିରଫ କରିବା ପ୍ରତିବାଦରେ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।…
Read More...

ରାଜ୍ୟର ଏହି ୩ ଜିଲ୍ଲାରେ ଖୋଲିବ ୮ଟି ଅତିରିକ୍ତ କୋଭିଡ-୧୯ ହସ୍‌ପିଟାଲ

ଭୁବନେଶ୍ୱର: କୋଭିଡ୍ ମୁକାବିଲାକୁ ବ୍ୟାପକ କରିବା ଲାଗି ରାଜ୍ୟର ୩ଟି ଜିଲ୍ଲାରେ ୮ଟି ନୂଆ କୋଭିଡ-୧୯ ହସ୍‌ପିଟାଲ ଖୋଲାଯିବ। କଟକ, ଖୋର୍ଦ୍ଧା ଓ କୋରାପୁଟ ଜିଲ୍ଲାରେ ଥିବା ସରକାରୀ ଓ ଘରୋଇ ହସ୍‌ପିଟାଲରେ ଏହି କୋଭିଡ-୧୯…
Read More...

ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି କରୋନା ସଂକ୍ରମିତ

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି କରୋନା ସଂକ୍ରମିତ ହୋଇଛନ୍ତି। ସେ ଏନେଇ ଆଜି ନିଜ ଫେସବୁକ୍ ମାଧ୍ୟମରେ ସୂଚନା ଦେଇଛନ୍ତି। ଶ୍ରୀ ମୁଦୁଲି ଏବେ ସୁସ୍ଥ ଅଛନ୍ତି ଓ ନିଜକୁ…
Read More...

ବାଣ କାରଖାନାରେ ବିସ୍ଫୋରଣ: ୯ ମୃତ, ଫସିଛନ୍ତି ଅନେକ

ଚେନ୍ନାଇ: ତାମିଲନାଡୁର କୁଡାଲୋର ଜିଲ୍ଲାର କାଟୁମାନନାର୍କୋଭିଲ ନିକଟ କୁରୁଙ୍ଗୁଡି ଗ୍ରାମରେ ଥିବା ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ। ନିଆଁର ତୀବ୍ରତା ପ୍ରଖର ଥିବାରୁ ଘଟଣାସ୍ଥଳରେ ଅତିକମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା…
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇ- ‘ନରେନ୍ଦ୍ର ମୋଦୀଙ୍କୁ ହତ୍ୟା’- ମାତ୍ର ଏଇ ତିନିଟି ଶବ୍ଦ ଲେଖାଥିବା ଏକ ଇ-ମେଲ୍‌ ନ୍ୟାସନାଲ ଇଭେଷ୍ଟିଗେଟିଭ୍‌ ଏଜେନ୍‌ସି (ଏନ୍‌ଆଇଏ) ବା…
Read More...