Odisha ଆଜି କଟକରୁ ୨୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ OPA Aug 28, 2020 0 କଟକ: ଆଜି କଟକ ସହରରୁ ମୋଟ ୨୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସରକାରୀ ସଂଗରୋଧରୁ ୫୬ ଜଣ, ଗୃହ ସଂଗରୋଧରୁ ୭୪ ଜଣ ଓ ସ୍ଥାନୀୟ ଅଂଚଳରୁ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ… Read More...
National ଦେଶର ପ୍ରଥମ ସାଂସଦଙ୍କ କରୋନାରେ ମୃତ୍ୟୁ, ଶୋକ ପ୍ରକାଶ କଲେ ମୋଦି OPA Aug 28, 2020 0 ଚେନ୍ନାଇ: ଆଉ ଜଣେ ନେତାଙ୍କ ମୁଣ୍ଡ ନେଲା କରୋନା । ମହାମାରୀ କରୋନା ଭାଇରସରେ ପ୍ରଥମଥର ପାଇଁ ଜଣେ ସାଂସଦଙ୍କ ଜୀବନ ନେଇଛି। କନ୍ୟାକୁମାରୀରରୁ କଂଗ୍ରେସ ସାଂସଦ ବସନ୍ତ କୁମାରଙ୍କ କରୋନାରେ ମୃତ୍ୟୁ ଘଟିଛି । କୋରୋନାରେ… Read More...
Odisha ଆଜି ଭୁବନେଶ୍ୱରରୁ ୩୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ OPA Aug 28, 2020 0 ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୩୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୫୪ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୨ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି।… Read More...
Bignews ମାଗଣାରେ ଯିବା ଆସିବା କରିବେ ଜେଇଇ ପରୀକ୍ଷାର୍ଥୀ OPA Aug 28, 2020 0 ଭୁବନେଶ୍ୱର: ଓଡିଶାର ୩୭ ହଜାର ପରୀକ୍ଷାର୍ଥୀ ଜେଇଇ ପରୀକ୍ଷା ଦେବେ । ଯେଉଁ ପରୀକ୍ଷାର୍ଥୀଙ୍କର ଯିବା ଆସିବା ଓ ରହିବା ବ୍ୟବସ୍ଥା ଦରକାର, ସେଥିପାଇଁ ସରକାର ବ୍ୟବସ୍ଥା କରିବେ । ଅନ୍ୟପଟେ ଯେଉଁମାନେ ନିଜ ସୁବିଧାରେ ଆସିବେ,… Read More...
Odisha ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ OPA Aug 28, 2020 0 ସମ୍ବଲପୁର : ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢିଚାଲିଛି । ତେଣୁ ଆଜି ଅପରାହ୍ନରେ ପୁଣି ୪ଟି ଗେଟ୍ ଖୋଲା ହୋଇଛି । ହୀରାକୁଦ ଡ୍ୟାମ୍ରୁ ବର୍ତ୍ତମାନ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ।… Read More...
Sports ଚେନ୍ନାଇ ସୁପର କିଙ୍ଗସର ଜଣେ ବୋଲରଙ୍କ ସମେତ ୧୩ ଜଣଙ୍କୁ କରୋନା OPA Aug 28, 2020 0 ନୂଆଦିଲ୍ଲୀ: ସେପ୍ଟେମ୍ବର ୧୯ରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୦ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଦୁବାଇରେ ଚେନ୍ନାଇ ସୁପର କିଙ୍ଗସ(ସିଏସକେ)ର ଦ୍ରୁତ ବୋଲର ଏବଂ ସେମାନଙ୍କର ୧୨ଜଣ ସଦସ୍ୟ କରୋନା… Read More...
National ମଧ୍ୟପ୍ରଦେଶ ସରକାରଙ୍କ ଘୋଷଣା: ଛାଡ଼ କଲେ ବକେୟା ବିଦ୍ୟୁତ ବିଲ୍ OPA Aug 28, 2020 0 ଭୋପାଲ : କରୋନା କାଳରେ ଲୋକମାନଙ୍କ ବକେୟା ବିଦ୍ୟୁତ ବିଲକୁ ଛାଡ କରିଛନ୍ତି ମଧ୍ୟପ୍ରଦେଶ ସରକାର। ଏନେଇ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶୁକ୍ରବାର ଘୋଷଣା କରିଛନ୍ତି।ସେ କହିଛନ୍ତି ଯେ, ଲୋକମାନେ… Read More...
Odisha ନନ୍ଦନକାନନରେ ହଳଦିଆ ଆନାକୋଣ୍ଡାର ମୃତ୍ୟୁ OPA Aug 28, 2020 0 ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ଜଣାପଡିବ । ବର୍ତ୍ତମାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଟି ଆନାକୋଣ୍ଡା… Read More...
Politics ପୁରୀ ବଗଲା ଧର୍ମଶାଳା ପ୍ରସଙ୍ଗରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ଡ.ସମ୍ବିତ ପାତ୍ର OPA Aug 28, 2020 0 ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପୁରୀ ବଗଲା ଧର୍ମଶାଳା ମାମଲାଟି ହାଇକୋର୍ଟ ବିଚାରାଧିନ ଅଛି । ମାତ୍ର ରାଜ୍ୟ ସରକାର ଚଂଚକତା କରି ଏହି ଜମିକୁ ପ୍ଲଟିଂ କରି ବିକ୍ରି କରିଛନ୍ତି । ଅନ୍ୟ ପଟେ କେନ୍ଦ୍ର ସରକାରଙ୍କ ପ୍ର୍ରସାଦ ଯୋଜନା… Read More...
Politics ଆସନ୍ତା ସେପ୍ଟେମ୍ବର ୫ ରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ OPA Aug 28, 2020 0 ଭୁବନେଶ୍ୱର: ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଗତ କାଲି ବିଜେପି ରାଜ୍ୟ ପଦାଧିକାରୀମାନଙ୍କ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ସଭାପତିତ୍ୱରେ ଏହି ବୈଠକ… Read More...