ଛଟେଇ ବଦଳରେ ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଅନ୍ତୁ ରାଜ୍ୟସରକାର: ଉମାକାନ୍ତ ପଟ୍ଟନାୟକ

ଭୁବନେଶ୍ୱର: ଦୀର୍ଘ ୨୦ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ନୂତନ ନିଯୁକ୍ତି ସୃଷ୍ଟି କରିବାରେ ସଂପୂର୍ଣ୍ଣଭାବେ ବିଫଳ ହୋଇଛନ୍ତି । ଆଉ ଏବେ କରୋନା ସଙ୍କଟ ସମୟରେ ରାଜ୍ୟସରକାର ଠିକା କର୍ମାଚାରୀ ମାନଙ୍କୁ ଛଟେଇ କରିବା ପାଇଁ…
Read More...

ଘୁଞ୍ଚିଲା ଓଡ଼ିଶା ସିଭିଲ ସର୍ଭିସ ମେନ୍‌ ପରୀକ୍ଷା

ଭୁବନେଶ୍ୱର: ଓଡିଶା ପବ୍ଲିକ୍ ସର୍ଭିସ୍ କମିଶନ (ଓପିଏସସି) ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଓଡିଶା ସିଭିଲ୍ ସର୍ଭିସ୍‌-୨୦୧୯ ମେନ୍ ଲିଖିତ ପରୀକ୍ଷାକୁ ନଭେମ୍ବରକୁ ଘୁଞ୍ଚାଇ ଦିଆଯାଇଛି ।ଏହି ପରୀକ୍ଷା ସେପ୍ଟେମ୍ବର ମାସରେ…
Read More...

ଦଶନ୍ଧି ଦଶନ୍ଧିର ପ୍ରତିଶ୍ରୁତିକୁ ପୂରଣ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦଶନ୍ଧି ଦଶନ୍ଧି ଧରି ବିଚାରଧୀନ ଥିବା ଅନେକ ପ୍ରତିଶ୍ରୁତିକୁ ପୂରଣ କରାଯାଉଛି ଏବଂ ଏହା ହିଁ ନୂଆ ଭାରତକୁ ନିର୍ମାଣ କରାଯିବାର ପ୍ରମାଣ ବୋଲି…
Read More...

ବଢିଲା ପିଜି ନାମଲେଖା ପାଇଁ ସମୟ ସୀମା

ଭୁବନେଶ୍ୱର: ପୋଷ୍ଟ ଗ୍ରାଜୁଏଟ (ପିଜି) ଓ ଅଣ୍ଡର ଗ୍ରାଜୁଏଟ (ୟୁଜି) ଶ୍ରେଣୀରେ ଫାଇନାଲ ପରୀକ୍ଷା ଶେଷ କରି ଫଳ ପ୍ରକାଶନ କରିବାକୁ ୟୁଜିସିର ଜୁଲାଇ ୬ରେ ସଂଶୋଧିତ ଗାଇଡଲାଇନ୍ସ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଚୂଡ଼ାନ୍ତ ରାୟ…
Read More...

ବ୍ୟୁରୋ ଅଫ୍ ସିଭିଲ ଆଭିଏସନ ସିକ୍ୟୁରିଟିର ପ୍ରଥମ ମହିଳା ଡିଜି ହେଲେ ଓଡିଆ ଆଇଏଏସ ଅଧିକାରୀ ଉଷା ପାଢୀ

ଭୁବନେଶ୍ୱର: ଓଡିଶା କ୍ୟାଡର ଆଇଏଏସ ଅଫିସର ଉଷା ପାଢ଼ୀଙ୍କୁ ମିଳିଲା ନୂଆ ଦାୟିତ୍ୱ । କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଉଷାଙ୍କୁ ପଦୋନ୍ନତି ପରେ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟିର ଡିଜି ଭାବେ ଦାୟିତ୍ୱ ମିଳିଛି…
Read More...

ଇସ୍ତଫା ଦେଲେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଶୁକ୍ରବାର ଇସ୍ତଫା ଦେଇଛନ୍ତି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ଗୋଟିଏ ସପ୍ତାହରେ ସେ ଦୁଇ ଦୁଇ ଥର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ…
Read More...

ଦୀର୍ଘ ୩୫ ବର୍ଷ ପୂର୍ବେ ପରିବାରରୁ ବିଚ୍ଛିନ୍ନ ହୋଇଥିବା ବ୍ୟକ୍ତିଙ୍କର ପରିବାର ସହ ପୁନର୍ମିଳନ କରାଇଲା…

ଭୁବନେଶ୍ୱର:କଥାରେ ଅଛି 'ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି' | ଆମଭିତରେ ଏପରି ବହୁତ କମ ଲୋକ ଅଛନ୍ତି ଯେଉଁମାନେକି ଏ ସଂସାରରେ ତ ଅଛନ୍ତି କିନ୍ତୁ ଘରଠୁ ସେମାନେ କୋଣସି କାରଣରୁ ବିଛିନ୍ନ ହୋଇଥାନ୍ତି | ବର୍ଷ ବର୍ଷ…
Read More...

ମହାନଦୀରେ ବନ୍ୟା ଆଶଙ୍କା

ଭୁବନେଶ୍ୱର: ହୀରାକୁଦ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେତୁ ମହାନଦୀରେ ମଧ୍ୟମରୁ ବଡ଼ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ସେ କହିଛନ୍ତି ଯେ,…
Read More...

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ ବିଦ୍ୟାଶ୍ରୀ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି । ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ । ସେପଟେ,…
Read More...

ଜାପାନ ପ୍ରଧାନମନ୍ତ୍ରୀ ପଦ ଛାଡିବେ ଶିଞ୍ଜୋ ଆବେ!

ଟୋକିଓ: ଜାପାନର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି । ପେଟ ସମସ୍ୟା ଯୋଗୁ ଦୀର୍ଘଦିନ ଧରି ସେ ଅସୁସ୍ଥ ଅଛନ୍ତି । ୬୫ ବର୍ଷୀୟ ଆବେ ୧୭ ଓ ୨୪ ଅଗଷ୍ଟରେ ଡାକ୍ତରଖାନା ଯାଇ ଚିକିତ୍ସିତ ହୋଇ…
Read More...