National ଦେଶର ଦୀର୍ଘତମ ନଦୀ ରୋପୱେ ଉଦ୍ଘାଟିତ OPA Aug 24, 2020 0 ଗୁଆହାଟୀ: ଦେଶର ଦୀର୍ଘତମ ନଦୀ ରୋପେଓ୍ଵ ଆଜି (ସୋମବାର) ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ରୋପୱେର ଲମ୍ବ ହେଉଛି ୧.୮ କିଲୋମିଟର। ଆସାମର ରାଜଧାନୀ ଗୁଆହାଟୀ ଏବଂ ଉତ୍ତର ଗୁଆହାଟୀକୁ ସଂଯୋଗ କରୁଛି ଭାରତର… Read More...
Odisha ଆଦିତ୍ୟ ଦାସ ମୃତ୍ୟୁ ମାମଲା: ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ଆବେଦନ କଲା କ୍ରାଇମବ୍ରାଂଚ OPA Aug 24, 2020 0 ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା ଏବେବି ରହସ୍ୟ ଘେରରେ ରହିଛି । ମାମଲାର ତଦନ୍ତ କ୍ରାଇମବ୍ରାଂଚ କରୁଥିବା ବେଳେ ଆଜି ରହସ୍ୟ ଉନ୍ମୋଚନ ନୂଆ ଦିଗ ଉପରେ ଫୋକସ କରିଛି । ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ରାଜ୍ୟ… Read More...
Odisha ଏଣିକି ଘରେ ରହି ଅନ୍ଲାଇନ୍ରେ ପାଠ ପଢ଼ାଇବେ ଦିବ୍ୟାଙ୍ଗ ଅଧ୍ୟାପକ OPA Aug 24, 2020 0 ଭୁବନେଶ୍ୱର: ମହାମାରୀ କରୋନା କଟକଣା ସମୟରେ କଲେଜକୁ ଆସିବାକୁ ଦିବ୍ୟାଙ୍ଗ ଅଧ୍ୟାପକଙ୍କୁ କୌଣସି ଆବଶ୍ୟକତା ନାହିଁ। ଏଣିକି ଅନ୍ଲାଇନ୍ରେ ଘରେ ରହି ଦିବ୍ୟାଙ୍ଗ ଅଧ୍ୟାପକ ପାଠପଢ଼ାଇ ପାରିବେ। ଏନେଇ ଉଚ୍ଚଶିକ୍ଷା ବିଭାଗର ସଚିବ… Read More...
Odisha କାଲିମେଳାରେ ବନ୍ଧୁକ ତିଆରି କାରଖାନା ଠାବ କଲା ମାଲକାନଗିରି ପୁଲିସ OPA Aug 24, 2020 0 ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳାରେ ତିଆରି ହେଉଛି ମାରଣାସ୍ତ୍ର । ଲାଲଗଡର ଘଂଚ ଜଙ୍ଗଲ ଭିତରେ ମାରଣାସ୍ତ୍ର ତିଆରି କରୁଛନ୍ତି ମାଓବାଦୀ । ବିଏସଏଫ ଓ ଡିଭିଏଫ ଯବାନଙ୍କ ସର୍ଚ ଅପରେସନ ବେଳେ ବନ୍ଧୁକ କାରଖାନା ଠାବ… Read More...
National ବଢ଼ିଲା ଗାଡ଼ି କାଗଜପତ୍ର ଅବଧି; ଜାଣନ୍ତୁ କେତେଦିନ ଯାଏ ବଢ଼ିଲା…. OPA Aug 24, 2020 0 ନୂଆଦିଲ୍ଲୀ: ମହାମାରୀ କରୋନାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁଣିଥରେ ଗାଡ଼ି ଡକ୍ୟୁମେଣ୍ଟ ଭ୍ୟାଲିଡିଟି ଅବଧିକୁ ବୃଦ୍ଧି କରିଛନ୍ତି। ଏବେ ଡିସେମ୍ବର ୩୧ ଯାଏ ସମସ୍ତ ଗାଡ଼ିର କାଗଜପତ୍ରର ବୈଧ ରହିବ। ଯଦି କାଗଜପତ୍ରର… Read More...
Odisha ଅସମ୍ଭବକୁ ସମ୍ଭବ କରିବାର ବ୍ୟକ୍ତିତ୍ୱ ଥିଲେ ଅରୁଣ ଜେଟଲୀ: ଧର୍ମେନ୍ଦ୍ର ପ୍ରଧାନ OPA Aug 24, 2020 0 ନୂଆଦିଲ୍ଲୀ/ଭୁବନେଶ୍ୱର:ବରିଷ୍ଠ ବିଜେପି ନେତା,ଆଇନ ବିଶାରଦ ତଥା ପୂର୍ବତନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟଲୀ ଅସମ୍ଭବକୁ ସମ୍ଭବ କରିବାର ବ୍ୟକ୍ତିତ୍ୱ ଥିଲେ ବୋଲି ନୂଆଦିଲ୍ଲୀ ଠାରେ ତାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ… Read More...
Odisha ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ; ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ OPA Aug 24, 2020 0 ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜିର ଦିନରେ ଜେଟଲୀଙ୍କ ପରିବାର… Read More...
Bignews କରୋନା ନେଲା ଆଉ ୧୦ ଜୀବନ OPA Aug 24, 2020 0 ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀ ଯୋଗୁ ଆଉ ୧୦ ଜଣଙ୍କ ଜୀବନ ଯାଇଛି। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୧୯ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା… Read More...
Bignews ଆଜି ରାଜ୍ୟରେ ୨୯୪୯ ଜଣ କରୋନା ପଜିଟିଭ୍ ଚିହ୍ନଟ OPA Aug 24, 2020 0 ଭୁବନେଶ୍ୱର: ଆଜି ରାଜ୍ୟରେ ୨୯୪୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୨୬ ଏବଂ ସ୍ଥାନୀୟ ଅଞ୍ଚଳରୁ ୧୧୨୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ୩୦ଟି ଜିଲ୍ଲାରୁ ଏହିସବୁ… Read More...
National ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ: ଟ୍ଵିଟ କରି ବନ୍ଧୁଙ୍କୁ ମନେପକାଇଲେ ପ୍ରଧାନମନ୍ତ୍ରୀ OPA Aug 24, 2020 0 ନୂଆଦିଲ୍ଲୀ: ଆଜି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ଟ୍ଵିଟ କରି ବନ୍ଧୁଙ୍କୁ ମନେପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ଵିଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି,‘… Read More...