ଆଜି ରାଜ୍ୟରେ ସୁସ୍ଥ ହେଲେ ୨୧୨୯ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରୁ ୨୧୨୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟୁଇଟ କରି ସୂଚନା ଦେଇଛି। ରବିବାର ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁବର୍ଣ୍ଣପୁରରୁ…
Read More...

ନୂଆ ଶିକ୍ଷା ନୀତିକୁ ନେଇ ସବୁ ରାଜ୍ୟକୁ ଚିଠି

ନୂଆଦିଲ୍ଲୀ: ନୂଆ ଶିକ୍ଷା ନୀତି ଲାଗୁ କରିବା ନେଇ ସବୁ ରାଜ୍ୟକୁ ଚିଠି ଲେଖିଲା ଶିକ୍ଷା ମନ୍ତ୍ରାଳୟ । ଶିକ୍ଷା ମନ୍ତ୍ରାଳୟ ସଚିବ ଚିଠି ଲେଖିବା ସହ ଅଧ୍ୟାପକଙ୍କୁ ପରାମର୍ଶ ମଧ୍ୟ ମାଗିଛନ୍ତି । ଏନ୍‌ସିଇଆର୍‌ଟିର ବିଶେଷଜ୍ଞ…
Read More...

କଂଗ୍ରେସ ଅଧ୍ୟକ୍ଷ ପଦ ଛାଡିବାକୁ ସୋନିଆଙ୍କ ଇଚ୍ଛା ପ୍ରକାଶ; ଆସନ୍ତାକାଲି କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ: କଂଗ୍ରେସର ମଙ୍ଗ ଧରିବାକୁ ନେଇ ଦଳରେ ଦ୍ଵନ୍ଦ ଉପୁଜିଥିବା ସମୟରେ ଅଧ୍ୟକ୍ଷ ପଦ ଛାଡିବା ନେଇ ସୋନିଆ ଗାନ୍ଧୀ ଇଚ୍ଛା ପ୍ରକାଶ କରିଥିବା ଖବର ସାମ୍ନାକୁ ଆସିଛି । ସେପଟେ ସୋମବାର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ…
Read More...

ଭିଡିଓ ବାର୍ତା ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଁଖାଇ ଶୁଭେଚ୍ଛା

ନୂଆଦିଲ୍ଲୀ/ଭୁବନେଶ୍ୱର: କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଲୋକମାନଙ୍କୁ ଭିଡିଓ ବାର୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇବା ସହ ସାଂପ୍ରତିକ ବିଶ୍ୱ କରୋନା ମହାମାରୀ ସମୟରେ…
Read More...

ଆଜି କଟକରୁ ୧୧୪ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି ସରକାରୀ ସଂଗରୋଧରୁ ୧୨ ଜଣ କୋଭିଡ ଯୋଦ୍ଧାଙ୍କ ସମେତ କଟକ ସହରରୁ ମୋଟ ୧୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସରକାରୀ ସଂଗରୋଧରୁ ୩୪ ଜଣ, ଗୃହ ସଂଗରୋଧରୁ…
Read More...

ଆଜି ଭୁବନେଶ୍ୱରରୁ ୩୧୭ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଆଚାର୍ଯ୍ୟ ବିହାରରୁ ୧୨ ଜଣ, ସାଲିଆ ସାହି ଓ ରିଜର୍ଭ ପୁଲିସରୁ ୯ ଜଣଙ୍କ ସମେତ ଭୁବନେଶ୍ୱରରୁ ଆଜି ସମୁଦାୟ ୩୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି…
Read More...

ଆସନ୍ତାକାଲିଠାରୁ କଟକରେ ସଦ୍‌ଗୁରୁ ହସ୍‌ପିଟାଲ ହେବ କାର୍ଯ୍ୟକ୍ଷମ

କଟକ: କରୋନା ମୁକାବିଲା ଲାଗି କଟକ ସହରରେ ଆଜିଯାଏଁ ଅଶ୍ୱିନୀ ହସ୍‌ପିଟାଲ, ଭିମ୍‌ସାର ହେଲଥ୍‌ ସେଣ୍ଟର ଥିବା ବେଳେ କାଲିଠାରୁ ସଦ୍‌ଗୁରୁ ହସ୍‌ପିଟାଲ କାର୍ଯ୍ୟକ୍ଷମ ହେବ। କଟକ ମହାନଗର ନିଗମ କମିସନର ଅନନ୍ୟା ଦାସ ଏହି ସୂଚନା…
Read More...

ହିଞ୍ଜିଳି ଥାନା ଘେରାଉ, ପୋଲିସର ଲାଠିଚାର୍ଜ

ଗଞ୍ଜାମ: ବାଲି ଚୋରା ଚାଲାଣକୁ ପ୍ରତିବାଦ କରି ଗଂଜାମ ଜିଲ୍ଲା କୋଳିଦାସପୁରରେ ହୋଇଥିବା ଜଳାପୋଡା ଘଟଣା ଉଗ୍ର ରୂପ ନେଇଛି । ବାଲି ବୋଝେଇ ଟ୍ରକ୍ ଓ ଟ୍ରାକ୍ଟର ପୋଡିବା ଅଭିଯୋଗରେ ପୋଲିସ ଗାଁର କିଛି ଲୋକଙ୍କୁ ଅଟକ ରଖିଥିବା…
Read More...

ମୟୂରଙ୍କୁ ଖୁଆଇଲେ ମୋଦି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ୟୁଟ୍ୟୁବ୍ ଓ ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନିଜ ହାତରେ ମୟୂରକୁ ଖାଇବାକୁ ଦେଉଛନ୍ତି । ଆଉ ମୟୂରଟି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ…
Read More...