ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଠିକୁ ୨.୯୮ କୋଟି ଟଙ୍କା ଦାନ

ଭୁବନେଶ୍ୱର: ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ୨କୋଟି ୯୮ ଲକ୍ଷ ୯୫ ହଜାର ୭୯ ଟଙ୍କା ଦାନ କରାଯାଇଛି । ରାଜ୍ୟ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ ତ୍ରିପାଠୀଙ୍କୁ ବ୍ୟାଙ୍କର ଜୋନାଲ…
Read More...

ଏଣିକି ବ୍ୟାଙ୍କ ଓ କେନ୍ଦ୍ରୀୟ ଚାକିରି ପାଇଁ ଗୋଟିଏ ପରୀକ୍ଷା

ନୂଆଦିଲ୍ଳୀ: କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକରେ ପ୍ରକାଶ ପାଉଥିବା ନନ୍ ଗେଜେଟେଡ ପଦବୀ ପାଇଁ ଏଣିକି ଗୋଟିଏ ପ୍ରବେଶିକା ପରୀକ୍ଷା ହେବ । ଏନେଇ ଆଜି କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ କେନ୍ଦ୍ର ସରକାର…
Read More...

ବଢ଼ିଲା ହୋମ୍‌ଗାର୍ଡଙ୍କ ଦୈନିକ ଭତ୍ତା

ଭୁବନେଶ୍ୱର: ବଢ଼ିଲା ରାଜ୍ୟରେ କାର୍ଯ୍ୟରତ ଥିବା ସମସ୍ତ ହୋମ୍‌ଗାର୍ଡଙ୍କ ଦୈନିକ ଭତ୍ତା । ଏଣିକି ଦୈନିକ ୫୩୩ ଟଙ୍କା ପ୍ରାପ୍ୟ ପାଇବେ ହୋମ୍‌ଗାର୍ଡ । ଏନେଇ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଦେଇଛନ୍ତି…
Read More...

ଚଳିତ ବର୍ଷ ବଣ୍ଟନ ପାଇଁ ‘ସବୁଜ ଓଡ଼ିଶା ମିଶନ’ ଯୋଜନାରେ ୧୫ କୋଟି ଚାରା ଉତ୍ପାଦିତ

ଭୁବନେଶ୍ୱର: ଚଳିତ ୨୦୨୦ ବର୍ଷରେ ବଣ୍ଟନ ପାଇଁ ‘ସବୁଜ ଓଡ଼ିଶା ମିଶନ’ ଯୋଜନାରେ ୧୫ କୋଟି ଚାରା ରାଜ୍ୟ ଜଙ୍ଗଲ ବିଭାଗ ଦ୍ୱାରା ଉତ୍ପାଦିତ ହୋଇଛି । ଗତବର୍ଷ ୫ କୋଟି ୫୦ ଲକ୍ଷ ଚାରା ବଣ୍ଟନ ପାଇଁ ଉତ୍ପାଦନ କରାଯାଇଥିଲା ।…
Read More...

ଆଜି ଭୁବନେଶ୍ୱରରୁ ୩୭୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୩୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୦୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୬୬ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ…
Read More...

ଆଜି କଟକରୁ ୧୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ସହରର ବିଭିନ୍ନ ସଂଗରୋଧରୁ ୧୦୦ ଜଣଙ୍କ ସମେତ ମୋଟ ୧୬୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏସ୍‌ସିବି ଆଇସୋଲେସନରୁ ୪ ଜଣ କୋଭିଡ ଯୋଦ୍ଧା (ଜଣେ ପୁରୁଷ ଓ ୩ ଜଣ ମହିଳା)ଙ୍କ ସମେତ ଆଜି ମୋଟ ୨୬ ଜଣ କରୋନା…
Read More...

କୋଟି କୋଟି ଭକ୍ତଙ୍କର ଆସ୍ଥା ଏବଂ ଭାବନାକୁ କୁଠାରଘାତ କରୁଛନ୍ତି ରାଜ୍ୟସରକାର: ପୃଥ୍ୱୀରାଜ

ଭୁବନେଶ୍ୱର: କରୋନା ମହାମାରୀ ଏବଂ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନକୁ ବନ୍ଦ ରଖିବା ପାଇଁ କଟକଣା ଜାରି କରାଯାଇଥିଲା । ପରବର୍ତୀ ସମୟରେ କେନ୍ଦ୍ର ସରକାରଙ୍କ ଅନଲକ-୧ ଗାଇଡଲାଇନ ଅନୁଯାୟୀ ଜୁନ୍ ୮ ତାରିଖରୁ…
Read More...

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି, ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ବୁଧବାର ସକାଳେ ଉତର ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଉତର-ପଶ୍ଚିମ ଦିଗ ଓ ଏହାର ଆଖପାଖ ଅଂଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଥିବା କାରଣରୁ ଉପକୂଳ ଏବଂ ଉତର ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି…
Read More...

ଗୋଣ୍ଡମହାସଭା ଓ ଆଦିବାସୀ ସମାଜ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

କୋଲାବିରା: କୋଲାବିରା ବ୍ଲକ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡମହାସଭା ଓ ଆଦିବାସୀ ସମାଜ ପକ୍ଷରୁ ବିିଭିନ୍ନ ଦାବୀକୁ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କୋଲାବିରା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସମ୍ମିଳିତ…
Read More...

ଡାବୁଗାଁ ବିଧାୟକଙ୍କୁ ପ୍ରଶଂସା କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ତିନି ଥର ବିଧାୟକ ହୋଇ ମଧ୍ୟ ବର୍ଷକୁ ଅନ୍ୟୂନ ଦୁଇ ମାସ ଧାନବିଲରେ ଚାଷକାମ କରୁଥିବା ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ବିଧାୟକ  ମନୋହର ରାନ୍ଧାରୀଙ୍କୁ ପ୍ରଶଂସା କରି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପ୍ରେରଣାଦାୟୀ…
Read More...