Bignews ଆଜି ରାଜ୍ୟରେ ସୁସ୍ଥ ହେଲେ ୧୫୩୫ ଜଣ କରୋନା ଆକ୍ରାନ୍ତ OPA Aug 18, 2020 0 ଭୁବନେଶ୍ୱର: ରାଜ୍ୟରେ ଆଜି ୨୮ଟି ଜିଲ୍ଲାରୁ ଆଜି ୧୫୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ… Read More...
Bignews ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲାରେ ସ୍ୱତନ୍ତ୍ର ରଣନୀତି ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ OPA Aug 18, 2020 0 ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ଓ ରଣନୀତି ସଂପର୍କରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରି ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ରାୟଗଡା… Read More...
National ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ରାଜ୍ୟ ବାହାର ଲୋକଙ୍କୁ ମିଳିବନି ସରକାରୀ ଚାକିରି OPA Aug 18, 2020 0 ଭୋପାଲ: ଏଣିକି ବାହାର ରାଜ୍ୟର ଲୋକଙ୍କୁ ମଧ୍ୟପ୍ରଦେଶର ସରକାରୀ ଚାକିରି ମିଳିବ ନାହିଁ। କେବଳ ରାଜ୍ୟବାସୀଙ୍କ ପାଇଁ ସରକାରୀ ଚାକିରି ସଂରକ୍ଷଣ ହୋଇ ରହିବ। ଏ ସମ୍ପର୍କରେ ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ… Read More...
Odisha ପ୍ରବାସୀ ଶ୍ରମିକଙ୍କ ପାଇଁ କମ୍ ମୂଲ୍ୟର ଘର ନିର୍ମାଣରେ ଭାରତ ସରକାରଙ୍କ ସହଯୋଗୀ ହୁଅନ୍ତୁ ଇସ୍ପାତ ଶିଳ୍ପର ପ୍ରମୁଖ:… OPA Aug 18, 2020 0 ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରବାସୀ ଶ୍ରମିକଙ୍କ ଘର ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଚଂଳ ବ୍ୟାପାର ମନ୍ତ୍ରଣାଳୟ ଅଭିନବ ପଦକ୍ଷେପ ନେଇଛନ୍ତି । ଇସ୍ପାତ୍… Read More...
Odisha ରାଜ୍ୟକୁ ଅଧିକ ୟୁରିଆ ସାର ଯୋଗାଇଦେବା ପାଇଁ ଭିଡିଓ କନ୍ଫନ୍ସେିଂ ବୈଠକରେ କୃଷିମନ୍ତ୍ରୀ ଡ. ସାହୁଙ୍କ କେନ୍ଦ୍ରକୁ… OPA Aug 18, 2020 0 ଭୁବନେଶ୍ୱର: ଚଳିତ ଖରିଫ ଚାଷ ନିମନ୍ତେ ରାଜ୍ୟକୁ ଅଧିକ ୟୁରିଆ ସାର ଯୋଗାଇଦେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ… Read More...
Odisha ଆଜି ଭୁବନେଶ୍ୱରରୁ ୨୨୦ କରୋନା ଆକ୍ରାନ୍ତ ଚିହ୍ନଟ OPA Aug 18, 2020 0 ଭୁବନେଶ୍ୱର: ଗୋବିନ୍ଦ ନଗର ବସ୍ତିରୁ ୧୫ ଜଣ, ୭ମ ବାଟାଲିଅନ ଓ ରିଜର୍ଭ କଲୋନିରୁ ୭ ଜଣଙ୍କ ସମେତ ଆଜି ଭୁବନେଶ୍ୱର ମହାନଗର ନିଗମ ଅଚଂଳରୁ ୨୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୩୬ ଜଣ ସଙ୍ଗରୋଧ କେନ୍ଦ୍ରରୁ… Read More...
Odisha ପୁଣି ଦାନା ବାନ୍ଧୁଛି ଲଘୁଚାପ; ୨୩ ଯାଏ ପ୍ରବଳ ବର୍ଷା ! OPA Aug 18, 2020 0 ଭୁବନେଶ୍ୱର: ସଂପ୍ରତି ଉତ୍ତର- ପୂର୍ବ ବଙ୍ଗୋପସାଗର ଏବଂ ତତ୍ସଂଲଗ୍ନ ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୫.୮ କିଲୋମିଟରରୁ ୭.୬ କିଲୋମିଟର ମଧ୍ୟରେ ଏକ ସାଇକ୍ଲୋନିକ୍ ସଞ୍ଚାର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଉତ୍ତର… Read More...
Odisha ଝାରସୁଗୁଡାର ବଡମାଲ ଥାନା ଓ ବ୍ରଜରାଜନଗର ଆରପିଏଫ ଥାନାରେ ପଶିଲା କରୋନା OPA Aug 18, 2020 0 ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ର ବଡମାଲ ଥାନା ଓ ବ୍ରଜରାଜନଗର ଆରପିଏଫ ଥାନାରେ ପଶିଲା କରୋନା। ୮ ପୋଲିସ କର୍ମଚାରୀଙ୍କ ନିକଟରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ବଡମାଲ ଥାନା ଓ ବ୍ରଜରାଜନଗର ଆରପିଏଫ ଥାନାକୁ ସିଲ କରି… Read More...
Sports କ୍ରିକେଟର ରୋହିତ ଶର୍ମାଙ୍କ ବ୍ୟତୀତ ୩ କ୍ରୀଡ଼ାବିତ ପାଇବେ “ରାଜୀବ ଗାନ୍ଧୀ ଖେଳରତ୍ନ” ପୁରସ୍କାର OPA Aug 18, 2020 0 ନୂଆଦିଲ୍ଲୀ: କ୍ରୀଡା ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇବେ ଟିମ୍ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା । ପୁରସ୍କାର ଚୟନ କମିଟି ଆଜି ଏଥିପାଇଁ ତାଙ୍କ ନାଁ ସୁପାରିଶ କରିଛି । ରୋହିତଙ୍କ… Read More...
Odisha ଆଜି କଟକରୁ ୭୯ କରୋନା ଆକ୍ରାନ୍ତ ଚିହ୍ନଟ OPA Aug 18, 2020 0 କଟକ: କଟକରୁ ଆଜି ୭୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କଟକ ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ୭୯ଜଣଙ୍କ ମଧ୍ୟରୁ ୩୧ଜଣ କଣ୍ଟେନମେଣ୍ଟ ଜୋନ୍ରୁ ଚିହ୍ନଟ ହୋଇଥିବା ବେଳେ ଇନ୍ଷ୍ଟିଚ୍ୟୁସନାଲ… Read More...