ଆଜି ରାଜ୍ୟରେ ସୁସ୍ଥ ହେଲେ ୧୬୭୩ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟ ୨୯ଟି ଜିଲ୍ଲାରୁ ଆଜି ୧୬୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା…
Read More...

ଆଜି କଟକରେ ୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ମାଲଗୋଦାମ ନିକଟ ଜାଲୁଆ ସାହି କଣ୍ଟେନମେଣ୍ଟ ଜୋନ୍‌ରୁ ଆଜି ପୁଣି ୨୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୫ ଜଣ ମହିଳା ହୋଇଥିବା ବେଳେ ୯ ଜଣ ପୁରୁଷ। ଏଥି ସହିତ କଟକ ସହରର ବିଭିନ୍ନ ଅଂଚଳରେୁ ଆଜି ମୋଟ ୮୫…
Read More...

ପୁଣି ଭୁବନେଶ୍ୱରରୁ ୧୮୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରୁ ଆଜି ୧୮୭ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ ହୋଇଥିବା ୧୮୭ଜଣଙ୍କ ମଧ୍ୟରୁ ୧୦୪ଜଣ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୮୩ଟି…
Read More...

ବାରିପଦା ପ୍ରିନ୍ସ +୨ ବିଜ୍ଞାନ ଆବାସିକ ମହାବିଦ୍ୟାଳୟ ଏଠାରେ ପାଠ ବିକ୍ରି ହୁଏ ନାହିଁ ବରଂ ବିଦ୍ୟାଦାନ ହୁଏ

ବାରିପଦା : ବର୍ତ୍ତମାନ ପ୍ରାୟ ସବୁ ଅଞ୍ଚଳରେ ମାଳମାଳ ବେସରକାରୀ କୋଚିଂ ସେଣ୍ଟର ରୁ ଆରମ୍ଭ କରି ନାହିଁ ନଥିବା ଆବାସିକ ବଦ୍ୟାଳୟ ମାନ ଖୋଲି ପାଠ ନାଁ ରେ ଚାଲିଛି ବେପାର । ଯାହାଫଳରେ ଅନେକ ଗରିବ ମେଧାବୀ ଛାତ୍ରଛାତ୍ରୀ…
Read More...

ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ନୂଆଁଖାଇ’ ଲାଗି ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ପାଇଁ ଗୁରୁବାର ପଣ୍ଡିତ ମହାସଭାରେ ଲଗ୍ନ ଧାର୍ଯ୍ୟ ହୋଇଛି। ଚଳିତ ମାସ ୨୩ ତାରିଖରେ ସମ୍ବଲପୁର…
Read More...

ରାଜ୍ୟ କ୍ୟାବିନେଟ ବୈଠକ: ୨୦ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର :  ରାଜ୍ୟର ଗ୍ରାମାଚଂଳରେ ବସବାସ କରୁଥିବା ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି । ଏହି କ୍ରମରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ୨୦୭କୋଟି ଟଙ୍କାରୁ ଅଧିକ ଟଙ୍କା…
Read More...

ସିଏସ୍‌ଆର୍ ସର୍ଭେ: ଆଇଟିଇଆର୍ ଦେଶର ୧୧ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଅଫ୍‌ ଏମିନେନ୍ସ

ଭୁବନେଶ୍ୱର,: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଦେଶର ୧୧ତମ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଅଫ୍‌ ଏମିନେନ୍ସ ଭାବେ…
Read More...

ସ୍ୱାଧୀନତା ଦିବସ ପାଇଁ ସାମାନ୍ୟ କୋହଳ ହେଲା ୪ ଜିଲ୍ଲା ଓ ରାଉରକେଲା ସହରରେ ସଟ୍‌ଡାଉନ୍‌

ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ଅଗଷ୍ଟ ୧୫ ତାରିଖ ଦିନ ଗଂଜାମ, ଗଜପତି, କଟକ, ଖୋର୍ଦ୍ଧା ଓ ରାଉରକେଲା ସହରରେ ସଟ୍‌ଡାଉନ୍‌ କଟକଣା ସାମାନ୍ୟ କୋହଳ ରହିବ। ସ୍ୱତନ୍ତ୍ର ରିଲିଫ କମିସନରଙ୍କ ତରଫରୁ ବିଜ୍ଞପ୍ତି ଜାରି କରି…
Read More...

ପୁଣି ମା’ ହେବାକୁ ଯାଉଛନ୍ତି ବେବୋ

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌ ଦ୍ୱିତୀୟ ଥର ପାଇଁ ମା' ହେବାକୁ ଯାଉଛନ୍ତି। ଏହି ଖୁସି ଖବର ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନ୍‌ ଓ କରିନା ଆଜି ଘୋଷଣା କରିଛନ୍ତି।ଗଣମାଧ୍ୟମକୁ ସୂଚନା ଦେଇ ଦମ୍ପତି…
Read More...