ଆଜି ରାଜ୍ୟରେ ସୁସ୍ଥ ହେଲେ ୧୭୮୫ ଜଣ

ଭୁବନେଶ୍ୱର: ଆଜି ପୁଣି ଥରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୨୭ଜିଲ୍ଲାରୁ ୧୭୮୫ଜଣ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ…
Read More...

ପୁଣି ଭୁବନେଶ୍ୱରରୁ ୧୦୯ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୧୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୬୦ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୯ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ…
Read More...

ବିଜେପିରେ ସାମିଲ ହେଲେ ଭୁବନେଶ୍ୱରର ୨୦ରୁ ଉର୍ଦ୍ଧ୍ୱ ଯୁବ ସମାଜସେବୀ ଓ ଯୁବନେତା

ଭୁବନେଶ୍ୱର: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେ ୨୦ରୁ ଉର୍ଦ୍ଧ୍ୱ…
Read More...

ଆରପାରିରେ ପ୍ରସିଦ୍ଧ କବି ରାହତ ଇନ୍ଦୋରୀ

ମଧ୍ୟପ୍ରଦେଶ: ଆଉ ନାହାଁନ୍ତି ପ୍ରସିଦ୍ଧ କବି ରାହତ ଇନ୍ଦୋରୀ । କରୋନା ପଜିଟିଭ୍ ଚିହ୍ନଟ ପରେ ନିଧନ । ନିଜ ଫେସବୁକ ଆକାଉଣ୍ଟରେ କରୋନା ପଜିଟିଭ୍ ଥିବା ସୂଚନା ଦେଇଥିଲେ ସେ । ସେ ଅରବିନ୍ଦ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।…
Read More...

ଆଜି କଟକରୁ ୭୩ କରୋନା ପଜିଟିଭ୍‌ ଚିହ୍ନଟ

କଟକ: ମାଲଗୋଦାମ ଅଂଚଳର ବେହରା ସାହି ପରେ ଜଲୁଆ ସାହି କଣ୍ଟେନମେଣ୍ଟ ଜୋନ୍‌ ଚିନ୍ତା ବଢ଼ାଇଛି। ଏଠାରୁ ଆଜି ପୁଣି ୪୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୨୩ ଜଣ ପୁରୁଷ ହୋଇଥବା ବେଳେ ୨୦ ଜଣ ମହିଳା। ଏଥି ସହିତ…
Read More...

ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦୀଙ୍କ ଆଲୋଚନା, ଦେଲେ ୭୨ ଘଂଟିଆ ଫର୍ମୁଲା

ନୂଆଦିଲ୍ଲୀ: ଦେଶରେ ବ୍ୟାପୀ ଚାଲିଛି କରୋନା । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଦେଶର ୧୦ଟି ରାଜ୍ୟ । ମହାରାଷ୍ଟ୍ର, ତାମିଲନାଡୁ, ବିହାର, ଗୁଜରାଟ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ତେଲଙ୍ଗାନା, ଅନ୍ଧ୍ରପ୍ରଦେଶ, ପଂଜାବ ଓ…
Read More...

ସମ୍ବଲପୁରରେ ସ୍ୱାଧୀନତା ଦିବସ ଓ ନୂଆଁଖାଇ ଦିନ ହେବନି ଶଟ୍‌ଡାଉନ

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ସ୍ୱାଧୀନତା ଦିବସ ଓ ନୂଆଁଖାଇ ଦିନ ସମ୍ବଲପୁରରେ ହେବନି ଶଟ୍‌ଡାଉନ। ଉଭୟ ପର୍ବ ପାଇଁ ୩ ଦିନ ଶଟ୍‌ଡାଉନ କଟକଣା ରହିବନି। ସ୍ୱାଧୀନତା ଦିବସ ଶନିବାର ପଡ଼ୁଥିଲେ ବି…
Read More...

କୋରୋନା ଭ୍ୟାକ୍ସିନ ପ୍ରସ୍ତୁତ କଲା ଋଷ, ପ୍ରଥମ ଟିକା ନେଲେ ରାଷ୍ଟ୍ରପତି ପୁଟିନଙ୍କ ଝିଅ

ମସ୍କୋ : ଋଷିଆ ବିଶ୍ୱର ପ୍ରଥମ କରୋନା ଟିକାର ପଂଜୀକରଣ କରିଛି ବୋଲି ଏହାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି । ଆଜି ଏକ ଟେଲିଭିଜନ ଭାଷଣ ମାଧ୍ୟମରେ ସେ ଏହି ଘୋଷଣା କରିଛନ୍ତି । ଏଥିସହ ରାଷ୍ଟ୍ରପତି ପୁଟିନଙ୍କ…
Read More...

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବାପା ସଂପତ୍ତି ଉପରେ ଝିଅଙ୍କ ରହିଛି ସମ୍ପୂର୍ଣ୍ଣ ଅଧିକାର

ନୂଆଦିଲ୍ଲୀ: ଝିଅଙ୍କୁ ମିଳିବ ବାପାଙ୍କ ସମ୍ପତ୍ତିର ସମାନ ଅଧିକାର । ନୂଆ ଆଇନ୍ ପ୍ରଣୟନ ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଥିଲେ ବି ଝିଅଙ୍କୁ ସମାନ ଭାଗ ମିଳିବ । ଏନେଇ ଆଜି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।କୋର୍ଟ…
Read More...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଅବସ୍ଥା ଗୁରୁତର

ନୂଆଦିଲ୍ଲୀ: ସୋମବାର କରୋନା ଭାଇରସ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତାଙ୍କର ମସ୍ତିଷ୍କ ଅସ୍ତ୍ରୋପଚାର ପରେ ୮୪ ବର୍ଷୀୟ ପ୍ରଣବଙ୍କୁ…
Read More...