Odisha କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ରାଜ୍ୟ ବାସୀଙ୍କୁ କାଲି ଶପଥ ପାଠ କରାଇବେ ମୁଖ୍ୟମନ୍ତ୍ରୀ, ଯୋଦ୍ଧାଙ୍କ… OPA Aug 4, 2020 0 ଭୁବନେଶ୍ୱର : କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ଆସନ୍ତା କାଲି ରାଜ୍ୟ ବାସୀଙ୍କୁ ଶପଥ ପାଠ କରାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିଭି ଓ ସୋସିଆଲ ମିଡିଆରେ ରାଜ୍ୟ ବାସୀଙ୍କୁ ଶପଥ ପାଠ କରାଇବାର ନେତୃତ୍ୱ ନିଜେ… Read More...
Bignews ରାଜ୍ୟରେ ଦିନକରେ ସର୍ବାଧିକ ସୁସ୍ଥ ହେଲେ ୧୪୦୯ ଜଣ OPA Aug 4, 2020 0 ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସହଯୋଗ ଏବଂ କୋଭିଡ ଯୋଦ୍ଧାଙ୍କର ନିରନ୍ତର ଉଦ୍ୟମ ଫଳରେ ଆଜି ରାଜ୍ୟବାସୀଙ୍କୁ ମିଳିଛି କରୋନା ସଂପର୍କିତ ସବୁଠାରୁ ବଡ଼ ଖୁସି ଖବର। ରାଜ୍ୟର ୨୮ଟି ଜିଲ୍ଲାରୁ ଆଜି ୧୪୦୯ ଜଣ କରୋନା ଆକ୍ରାନ୍ତ… Read More...
Odisha ‘ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଚାଷୀମାନଙ୍କୁ ସିଧାସଳଖ ପ୍ରଦାନ କରାଯାଉଛି’ : ମନ୍ତ୍ରୀ ଡ. ଅରୁଣ କୁମାର ସାହୁ OPA Aug 4, 2020 0 ଭୁବନେଶ୍ୱର: କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଦ୍ରୁତ ପ୍ରଗତି ଦିଗରେ ସାମାଜିକ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ସୋସିଆଲ୍ ମିଡିଆର ବହୁଳ ଉପଯୋଗ କରିବା ଦିଗରେ… Read More...
Odisha ଆଜି କଟକରୁ ୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ OPA Aug 4, 2020 0 କଟକ: ସ୍ଥାନୀୟ ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଜୋନ୍ରୁ ୨୮ ଜଣଙ୍କ ସମେତ ଆଜି କଟକ ସହରର ବିଭିନ୍ନ ଅଂଚଳରେୁ ମୋଟ ୯୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି… Read More...
Odisha ଦୋକାନ ଆଗରେ ଚା’ ପିଇବା ମନା OPA Aug 4, 2020 0 ଭୁବନେଶ୍ୱର: ଏଣିକି ଦୋକାନ ଆଗରେ ଚା' ପିଇ ପାରିବେ ନାହିଁ ଗ୍ରାହକ । ଦୋକାନ ଆଗରେ ଚା' ପିଇବା ଉପରେ କଟକଣା ଲାଗଯାଇଛି । ଖାଦ୍ୟ ବିକ୍ରେୟକାରୀଙ୍କ ପାଇଁ ବିଏମ୍ସି ପକ୍ଷରୁ ନୂଆ ଗାଇଡାଲାଇନ୍ ଜାରି ହୋଇଛି ।ରେଷ୍ଟୁରାଂଟ,… Read More...
Odisha କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା OPA Aug 4, 2020 0 ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା। କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ଧର୍ମେନ୍ଦ୍ର ହରିଆଣାର ମେଦାନ୍ତ ହସପିଟାଲ ଭର୍ତ୍ତି ହୋଇଛନ୍ତି। ୫୧ ବର୍ଷୀୟ ଧର୍ମେନ୍ଦ୍ର ଦ୍ୱିତୀୟ କେନ୍ଦ୍ରମନ୍ତ୍ରୀ… Read More...
Sports ଆଇପିଏଲ୍ରୁ ହଟିଲା ଭିଭୋ OPA Aug 4, 2020 0 ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୩ ତମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଲାଗି ରହିଲାଣି ବାଦ ବିବାଦ । ଗତ ରବିବାର ଆଇପିଏଲ ପରିଚାଳନା ପରିଷଦ ବୈଠକରେ ଲିଗ ଉପରେ ମୋହର ବାଜିବା କ୍ଷଣି ଆରମ୍ଭ ହୋଇଗଲା ବିବାଦ… Read More...
Odisha ପାଉଣା ନ ମିଳିଲେ ଭଙ୍ଗା ଯିବନି ରଥ OPA Aug 4, 2020 0 ପୁରୀ: ଖୋଲା ଚାଲିଛି ମା’ ସୁଭଦ୍ରାଙ୍କ ରଥ ଦର୍ପଦଳନ । ସିଂହଦ୍ୱାରରେ ଛିଡା ହୋଇଥିବା ଦର୍ପଦଳନ ରଥକୁ ଖୋଲା ଯାଉଥିବାବେଳେ ଏହା ପରେ ନନ୍ଦିଘୋଷ ଓ ତାଳଧ୍ୱଜ ରଥକୁ ଖୋଲାଯିବ। ଯାହାକୁ ନେଇ ଭିନ୍ନ ମତାମତ ପ୍ରକାଶ ପାଇଛି, କିଛି… Read More...
Odisha ଆଜି ଭୁବନେଶ୍ୱରରୁ ୧୪୯ ଜଣ କରୋନା ପଜିଟିଭ ଚିହ୍ନଟ OPA Aug 4, 2020 0 ଭୁବନେଶ୍ୱର: ସିରିପୁରସ୍ଥିତ କନ୍ଧସାହିରୁ ୧୬ ଜଣଙ୍କ ସମେତ ରାଜଧାନୀ ଭୁବନେଶ୍ୱରରୁ ଆଜି ୧୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୯୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୫୧ ଜଣ ହେଉଛନ୍ତି… Read More...
Odisha ୮ ଯାଏ ରାଜ୍ୟରେ ପ୍ରବଳ ବର୍ଷା OPA Aug 4, 2020 0 ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନିଭୂତରେ ହେବାରେ ଲାଗିଛି। ଏହାର ପ୍ରଭାବରେ ୮ ତାରିଖ ଯାଏଁ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି କେନ୍ଦ୍ରାପଡ଼ା, ଜଗତସିଂହପୁର,… Read More...