Odisha ଆଜିଠୁ ୮ଟି ରୁଟ୍ରେ ଗଡ଼ିଲା ମୋ ବସ୍ OPA Aug 4, 2020 0 ଭୁବନେଶ୍ୱର: ମହାମାରୀ କରୋନା ପାଇଁ ଦୀର୍ଘ ଦିନ ହେବ ବନ୍ଦ ରହିଥିବା ମୋ ବସ୍ ସେବା ଆଜିଠୁ ପୁଣି ଆରମ୍ଭ ହେଲା। ଯାତ୍ରୀଙ୍କ ସୁବିଧା ପାଇଁ ମୁଖ୍ୟତଃ ଭୁବନେଶ୍ୱର-କଟକ-ଖୋର୍ଦ୍ଧା-ପିପିଲିର ୮ଟି ରୁଟ୍ରେ ଗଡ଼ିଲା ନନ୍ ଏସି ବସ୍।… Read More...
Bignews ପୁଣି ରାଜ୍ୟରେ ୧୩୮୪ ଜଣ କରୋନା ପଜିଟିଭ୍ ଚିହ୍ନଟ OPA Aug 4, 2020 0 ଭୁବନେଶ୍ୱର: ଆଜି ରାଜ୍ୟରେ ୧୩୮୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ୨୮ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୮୮୯ ଓ ସ୍ଥାନୀୟ ଅଞ୍ଚଳରୁ ୪୯୫ ଚିହ୍ନଟ… Read More...
Bignews ଆଜି ରାଜ୍ୟରେ କରୋନାରେ ଆଉ ୯ଜଣଙ୍କର ମୃତ୍ୟୁ OPA Aug 4, 2020 0 ଭୁବନେଶ୍ୱର: ଆଜି ରାଜ୍ୟରେ କରୋନାରେ ଆଉ ୯ଜଣଙ୍କର ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।… Read More...
Bignews ଆଜି ରାଜ୍ୟରେ ଦିନିକରେ ସର୍ବାଧିକ ୧୧୧୯ ଜଣ ହେଲେ ସୁସ୍ଥ OPA Aug 3, 2020 0 ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସହଯୋଗ ଏବଂ କୋଭିଡ ଯୋଦ୍ଧାଙ୍କର ନିରନ୍ତର ଉଦ୍ୟମ ଫଳରେ ଆଜି ରାଜ୍ୟବାସୀଙ୍କୁ ମିଳିଛି କରୋନା ସଂପର୍କିତ ସବୁଠାରୁ ବଡ଼ ଖୁସି ଖବର। ରାଜ୍ୟର ୨୭ଟି ଜିଲ୍ଲାରୁ ଆଜି ୧୧୧୯ ଜଣ କରୋନା ଆକ୍ରାନ୍ତ… Read More...
Odisha ମହିଳା ମୋର୍ଚ୍ଚା ତରଫରୁ ରକ୍ଷାବନ୍ଧନ ଓ ସମରସତା କାର୍ଯ୍ୟକ୍ରମ ଅନୁଷ୍ଠିତ OPA Aug 3, 2020 0 ଭୁବନେଶ୍ୱର: ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆଜି ପବିତ୍ର ରକ୍ଷାବନ୍ଧନ ଓ ସମରସତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଭିଡ୍-୧୯ ଜନିତ କଟକଣା କାରଣରୁ ଏହି କାର୍ଯ୍ୟକ୍ରମଟି ଭିଡିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ… Read More...
Odisha ଭୁବନେଶ୍ୱରରୁ ୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ OPA Aug 3, 2020 0 ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଅତିକ୍ରମ କରିଛି। ସ୍ଥାନୀୟ ଆଳୁଗଦିରୁ ୧୭ ଜଣଙ୍କ ସମେତ ଆଜି ଭୁବନେଶ୍ୱରରୁ ୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୬୫ ଜଣ… Read More...
Odisha ଆସନ୍ତାକାଲିଠାରୁ ରାଜଧାନୀରେ ପୁଣି ଗଡ଼ିବ ମୋ ବସ୍ OPA Aug 3, 2020 0 ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜଧାନୀରେ ପୁଣି ଚଳାଚଳ କରିବ ମୋ ବସ୍। ୮ଟି ରୁଟ୍ରେ ଚଳାଚଳ କରିବ ନନ୍-ଏସି ବସ୍। ରୁଟ୍- ୧୧, ୧୬, ୧୮, ୨୦, ୨୩, ୨୫, ୨୭, ୩୩ରେ ଚାଲିବ ମୋ ବସ୍। ସକାଳ ୭ଟାରୁ ସଂଧ୍ୟା ୭ଟା ମଧ୍ୟରେ… Read More...
National ଆଇସୋଲେସନରେ ରହିଲେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ OPA Aug 3, 2020 0 ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ମନ୍ତ୍ରୀ ଓ ଅଧିକାରୀଙ୍କ ପ୍ରତି ସଂକ୍ରମଣର ଭୟ ସୃଷ୍ଟି ହୋଇଛି। ଗତକାଲି କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ନିଜକୁ… Read More...
National ଜିମ ଓ ଯୋଗ କେନ୍ଦ୍ର ପାଇଁ ଜାରି ହେଲା ଗାଇଡଲାଇନ OPA Aug 3, 2020 0 ନୂଆଦିଲ୍ଲୀ: ଅଗଷ୍ଟ ୧ରୁ ଦେଶରେ ଅନଲକ-୩ କାର୍ଯ୍ୟକାରୀ ହୋଇଛି। ଏହିକ୍ରମରେ ଆସନ୍ତା ୫ ତାରିଖରୁ ଜିମ୍ନାସିୟମ ବା ଜିମ ଓ ଯୋଗ କେନ୍ଦ୍ର ଖୋଲିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜିମ ଓ ଯୋଗ କେନ୍ଦ୍ର ଖୋଲିବାକୁ… Read More...
Odisha କଟକରୁ ଆଜି ୮୭ କରୋନା ଆକ୍ରାନ୍ତ ଚିହ୍ନଟ OPA Aug 3, 2020 0 କଟକ: ସ୍ଥାନୀୟ ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଜୋନ୍ରୁ ୫୭ ଜଣ ସମେତ ଆଜି କଟକ ସହରର ବିଭିନ୍ନ ଅଂଚଳରେୁ ମୋଟ ୮୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି… Read More...