ଅନ୍‌ଲାଇନ୍ କ୍ଲାସ ବେଳେ ଗ୍ରୁପ୍‌ରେ ଅଶ୍ଳୀଳ ଫଟୋ ପଡ଼ିବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଅନ୍‌ଲାଇନ୍ କ୍ଲାସ ବେଳେ ଗ୍ରୁପ୍‌ରେ ଅଶ୍ଳୀଳ ଫଟୋ ପଡ଼ିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। କଟକ DEOଙ୍କୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।…
Read More...

ପରଲୋକରେ ରାଜ୍ୟସଭା ସାଂସଦ ଅମର ସିଂ

ନୂଆଦିଲ୍ଲୀ: ଆଉ ନାହାନ୍ତି ସମାଜବାଦୀ ପାର୍ଟି (ଏସପି)ର ପୂର୍ବତନ ନେତା ଓ ରାଜ୍ୟସଭା ସାଂସଦ ଅମର ସିଂ। ଅସୁସ୍ଥତା କାରଣରୁ ସିଙ୍ଗାପୁରରେ ଏକ ହସ୍ପିଟାଲରେ ତାଙ୍କର ଗତ ୬ ମାସ ଧରି ଚିକିତ୍ସା ଚାଲିଥିଲା। କିନ୍ତୁ ଆଜି ସେ ଶେଷ…
Read More...

ଆଜି କଟକ ସହରରୁ ୪୩ ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ସହରର ବିଭିନ୍ନ ସ୍ଥାନରୁ ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ୬୪ ବର୍ଷିଅ ପୁରୁଷ କୋଭିଡ ଯୋଦ୍ଧାଙ୍କ ସମେତ ୫ ଜଣ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୭…
Read More...

ଅନଲାଇନ କ୍ଲାସବେଳେ ଆସିଲା ଅଶ୍ଳୀଳ ଫଟୋ

କଟକ: କରୋନା ମହାମାରୀ କାରଣରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାବେଳେ ଅନଲାଇନରେ ପିଲାଙ୍କୁ ଦିଆଯାଉଛି ଶିକ୍ଷା । ତେବେ କେତେ ସୁରକ୍ଷିତ ଏହି ଅନଲାଇନ ଶିକ୍ଷା ତାର ଏକ ଘଟଣା ସାମ୍ନାକୁ ଆସିଛି । ପିଲାଙ୍କୁ ପାଠ…
Read More...

ଅଗଷ୍ଟ ୧୪ ଯାଏଁ କୋରାପୁଟ ଜିଲ୍ଲା ସଟଡାଉନ୍

କୋରାପୁଟ: ଆଜି କୋରାପୁଟ ଜିଲ୍ଲାରୁ ୪୬ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସମଗ୍ର ଜିଲ୍ଲାକୁ ଲକଡାଉନ୍ ଘୋଷଣା କରାଯାଇଛି। ଆଜି ମଧ୍ୟରାତ୍ରି (୧ତାରିଖ)ରୁ ଆଗାମୀ ୧୪ ତାରିଖ ମଧ୍ୟରାତ୍ରି ଯାଏଁ କୋରାପୁଟ ଜିଲ୍ଲାକୁ…
Read More...

ଓଡ଼ିଶାରେ ୫ ପ୍ରକାର କରୋନା ଭାଇରସ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ୫ ପ୍ରକାର କରୋନା ଭାଇରସ ଚିହ୍ନଟ ହୋଇଛି। ସେଗୁଡ଼ିକ ହେଲା 19A, 19B, 20A, 20B ଓ 20C। ତେବେ ସବୁଠାରୁ ଅଧିକ 20A ଓ 20B ପ୍ରକାର ଭାଇରସ ଠାବ ହୋଇଛି। କରୋନା ଭାଇରସ୍ ପ୍ରକାରକୁ ନେଇ ସୂଚନା ଦେଇଛି…
Read More...

ପୋଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଦୁଇ ଡାକ୍ତର ସମେତ ୮ ଗିରଫ

କେନ୍ଦ୍ରାପଡ଼ା: ମହଙ୍ଗା ପଡ଼ିଲା ପୋଲିସ ଓ ସାମ୍ବାଦିକଙ୍କ ଉପରେ ଆକ୍ରମଣ । କେନ୍ଦ୍ରାପଡ଼ା ସହରରେ ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଘରୋଇ ନର୍ସିଂହୋମର ଦୁଇ ଜଣ ଡାକ୍ତର ।…
Read More...

୩ ଦିନ ବରଗଡ଼ ସଟଡାଉନ

ବରଗଡ଼: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ୩ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଏନେଇ ଘୋଷଣା କରିଛନ୍ତି ଜିଲ୍ଲାପାଳ।ଏହି ସମୟରେ କେବଳ ଜରୁରୀକାଳୀନ ସେବାକୁ ଛାଡି ଅନ୍ୟ…
Read More...

୩ଦିନ ପାଇଁ ରାୟଗଡ଼ାକୁ ସଟଡ଼ାଉନ ଘୋଷଣା କଲେ ଜିଲ୍ଲାପାଳ

ରାୟଗଡ଼ା: ରାୟଗଡ଼ାରୁ ଆଜି ୧୬୪ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୩ ଦିନ ଜିଲ୍ଲା ସଟଡ଼ାଉନ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଘୋଷଣା କରିଛନ୍ତି। ଏଥି ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୪୮ ଘଣ୍ଟା ବନ୍ଦ ରଖିବାକୁ ବି…
Read More...

ପୁଣିଥରେ ସହଯୋଗର ହାତ ବଢ଼ାଇଲେ ସବ୍ୟ; ପାଠ ପଢିବାପାଇଁ ଦେଲେ ସ୍ମାର୍ଟଫୋନ୍

ଭୁବନେଶ୍ୱର: କରୋନା ଭଳି ଦୁଃସ୍ଥିତିରେ ବହୁ ଲୋକଙ୍କ ସାଥୀ ପାଲଟିଛନ୍ତି ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ର। ଲକ୍‌ଡାଉନ୍ ବେଳେ ବହୁ ପ୍ରବାସୀଙ୍କୁ ଓଡ଼ିଶା ଫେରାଇ ଆଣିବା ସହ ଅନ୍ୟ ପ୍ରକାରର ବିଭିନ୍ନ ସାହାଯ୍ୟ କରି…
Read More...