କରୋନା ଟେଷ୍ଟକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି

ଭୁବନେଶ୍ୱର: କରୋନା ଭାଇରସ ଲାଗି ଘରୋଇ ହସ୍ପିଟାଲ, ନର୍ସିଂହୋମ ଲ୍ୟାବରେ ଆଣ୍ଟିଜେନ ଟେଷ୍ଟ ହୋଇପାରିବ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । କେବଳ ପଂଜୀକୃତ ଓ ଏନଏବିଏଲ ସ୍ୱୀକୃତିପ୍ରାପ୍ତ  ଘରୋଇ…
Read More...

ଆଜି ରାଜ୍ୟରେ ସୁସ୍ଥ ହେଲେ ୭୫୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟର ୨୫ଟି ଜିଲ୍ଲାରୁ ଆଜି ୭୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ…
Read More...

ଘରୁ ବାହାରକୁ ଯିବା ମାତ୍ରେ ମାସ୍କକୁ ଗୁରୁତ୍ୱ ଦେବା ସହ ସାମାଜିକ ଦୂରତା ନିୟମ ପାଳନ କରନ୍ତୁ

ଭୁବନେଶ୍ୱର: ପନିପରିବା ପାଇଁ ହେଉଁ କି ଗ୍ରୋସରୀ ସାମଗ୍ରୀ କିଣିବାକୁ ବଜାରକୁ ଯାଉଥିଲେ, ଭିଡରୁ ନିବୃତ୍ତ ରୁହନ୍ତୁ । ମହାମାରୀ କରୋନା ଭାଇରସ ଠାରୁ ବର୍ତ୍ତିବାକୁ ହେଲେ ଭିଡ଼ରୁ ଦୂରରେ ଭଲ ବୋଲ କହିଛନ୍ତି ଭୁବନେଶ୍ୱର ମହାନଗର…
Read More...

ଅମାନିଆଙ୍କୁ ସାବାଡ଼ କରିବା ପାଇଁ ନୂଆ ଉପାୟ ଆପଣାଇଲେ ଡିସିପି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ନୂଆ ଉପାୟ ଆପଣାଇଛନ୍ତି ନବନିଯୁକ୍ତ ଡିସିପି। ସର୍ବସାଧାରଣଙ୍କ ପାଇଁ ହ୍ୱାଟ୍ସଆପ୍‌ ନମ୍ବର ଜାରି କରିଛନ୍ତି। କେହି କୋଭିଡ୍‌ କଟକଣା ଉଲ୍ଲଂଘନ କରୁଥିଲେ…
Read More...

ବ୍ରହ୍ମପୁରରେ ୨ କୋଭିଡ-୧୯ ହସ୍ପିଟାଲକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: କରୋନା ସଂକଟ ସମୟରେ ଗଂଜାମ ଜିଲ୍ଲାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ବ୍ରହ୍ମପୁରରେ ନିର୍ମିତ ୨ଟି ଉତ୍ସର୍ଗୀକୃତ କୋଭିଡ-୧୯ ହସ୍ପିଟାଲକୁ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ…
Read More...

ରାଜ୍ୟ ସରକାର ଆୟୁଷମାନ ଭାରତ ଯୋଜନାକୁ ଆପଣାନ୍ତୁ : ଗୋଲକ ମହାପାତ୍ର

ଭୁବନେଶ୍ୱର: ରାଜ୍ୟସରକାର ନିକଟରେ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓ.ଏସ.ଟି.ଏଫ) କୁ ବନ୍ଦ କରିଛନ୍ତି । ଫେବୃଆରୀ ମାସରେ ଓ.ଏସ.ଟି.ଏଫ ବନ୍ଦ ହେବ ନାହିଁ ବୋଲି ରାଜ୍ୟସରକାର ବିଧାନସଭାରେ ଉତର ରଖିଥିଲେ । କରୋନା ମହାମାରୀ…
Read More...

କୋଭିଡ ମୁକାବିଲା : ବ୍ରହ୍ମପୁରରେ ଆଉ ଦୁଇଟି କୋଭିଡ ହସ୍‌ପିଟାଲ ଉଦ୍‌ଘାଟିନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବ୍ରହ୍ମପୁରରେ ଦୁଇଟି କୋଭିଡ ହସ୍‌ପିଟାଲ (୧୫୦+୧୫୦) ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଗଞ୍ଜାମ ଜିଲ୍ଲାରେ…
Read More...

ଆଜି ଭୁବନେଶ୍ୱରରୁ ୧୨୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୧୨୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ୭୭ ସଂଗରୋଧରୁ ହୋଇ ଥିବା ବେଳେ ୪୯ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି…
Read More...