Odisha ଯୁବତୀଙ୍କୁ ଅଶ୍ଳୀଳ ମେଜେସ ପଠାଇବା ପ୍ରସଙ୍ଗ: ନିଲମ୍ବିତ ହେଲେ ଆୟୁଷ ନିର୍ଦ୍ଦେଶକ OPA Jul 22, 2020 0 ଭୁବନେଶ୍ୱର: ଶେଷରେ ନିଲମ୍ବିତ ହେଲେ ଆୟୁଷ ନିର୍ଦ୍ଦେଶକ । ପୂର୍ବତନ ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଢ଼ଙ୍ଗୀଙ୍କୁ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିଲମ୍ବନ ଆଦେଶ ଦିଆଯାଇଛି । ପୂର୍ବରୁ ତାଙ୍କ ନାଁରେ ଭୁବନେଶ୍ୱର… Read More...
National ରାମ ମନ୍ଦିର ଶିଳାନ୍ୟାସ: ମୋଦିଙ୍କ ସହ ଯୋଗଦେବେ ୨୦୦ ଅତିଥି OPA Jul 22, 2020 0 ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଗଷ୍ଟ ୫ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୧୫୦ ଜଣ ନିମନ୍ତ୍ରିତ… Read More...
Odisha କାଲି ଆଖି ବୁଜିଥିଲେ ଅତିରିକ୍ତ ଜିଲ୍ଲାପାଳ, ଆଜି କରୋନା ପଜିଟିଭ ଚିହ୍ନଟ OPA Jul 22, 2020 0 ପାରଳାଖେମୁଣ୍ଡି: ଗତକାଲି ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କ ମୃତ୍ୟୁ ହୋଇଥିବା ବେଳେ ତାହା କରୋନାଜନିତ ବୋଲି ଆଜି ସ୍ପଷ୍ଟ ହୋଇଛି। କରୁଣାକରଙ୍କ ମୃତ୍ୟୁର ଦିନକ ପରେ ସେ କରୋନା ପଜିଟିଭ୍ ଚିହ୍ନଟ… Read More...
Odisha ଆଜି ରାଜଧାନୀରୁ ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ OPA Jul 22, 2020 0 ଭୁବନେଶ୍ୱର: ରାଜଧାନୀରୁ ବୁଧବାର ୯୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ଭୁବନେଶ୍ୱରରୁ ଏଯାବତ ୭୨୪ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏଥିସହିତ ଏବେ ବି ୬୦୬ଟି କରୋନା ସକ୍ରିୟ… Read More...
Odisha ଆଜି କଟକରୁ ୫୪ କରୋନା ପଜିଟିଭ୍ ଚିହ୍ନଟ OPA Jul 22, 2020 0 କଟକ: ରାଜ୍ୟରେ ଉପର ମୁହାଁ ରହିଛି କରୋନା । ପ୍ରତିଦିନ ବଢ଼ୁଛି ସଂକ୍ରମିତ ସଂଖ୍ୟା । ଏହାରି ଭିତରେ ଆଜି ସିଲଭର ସିଟି କଟକରୁ ଆଉ ୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧ ଜଣ ସରକାରୀ ସଙ୍ଗରୋଧର ଥିବା ବେଳେ ୪୧ ଜଣ ହୋମ୍… Read More...
Odisha ଏ ବର୍ଷ ଭଙ୍ଗା ହେବନି ଶ୍ରୀକ୍ଷେତ୍ରର ତିନି ରଥ OPA Jul 22, 2020 0 ପୁରୀ: ଚଳିତବର୍ଷ ଭଙ୍ଗାହେବନି ଶ୍ରୀକ୍ଷେତ୍ରର ତିନି ରଥ । ଏଗୁଡିକୁ ସଂରକ୍ଷିତ ରଖାଯିବ । କରୋନା କଟକଣା ଭିତରେ ଚଳିତବର୍ଷର ରଥଯାତ୍ରା ଶେଷ ହୋଇସାରିଛି । ତେବେ ରଥଯାତ୍ରା ସରିବା ପରେ ମଧ୍ୟ ତିନି ରଥକୁ ନଭାଙ୍ଗିବାକୁ ସ୍ଥିର… Read More...
Odisha ସମ୍ବଲପୁରର ଏହି ଗାଁର ନାଁ ହେଲା ‘ରଙ୍ଗବତୀ’ OPA Jul 22, 2020 0 ଭୁବନେଶ୍ୱର: ପ୍ରସିଦ୍ଧ ଲୋକକଳା ଗୀତ ରଙ୍ଗବତୀ ବଦଳାଇ ଦେଇଛି ଗାଁର ନାଁ । ଯେଉଁ ପ୍ରସିଦ୍ଧ ସମ୍ବଲପୁରୀ ଗୀତ ଆଜି କେବଳ ଓଡ଼ିଶା ନୁହେଁ ସମଗ୍ର ବିଶ୍ୱରେ ବେଶ ପରିଚିତ, ଏବେ ସେଇ ଗୀତକୁ ନେଇ ଗାଁର ନାମକରଣ କରିଛନ୍ତି ରାଜ୍ୟ… Read More...
Odisha ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ତଦନ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ OPA Jul 22, 2020 0 ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଚିଠି ଲେଖିଛନ୍ତି । ଏହି ଘଟଣାରେ ଜିଆର୍ପି ତଦନ୍ତ ସନ୍ତୋଷଜନକ… Read More...
Odisha ରାଜ୍ୟର ୧୦ଟି ଜିଲ୍ଲାରେ କମ୍ ବର୍ଷା, ମରୁଡି ଆଶଙ୍କା OPA Jul 22, 2020 0 ଭୁୁବନେଶ୍ୱର: ରାଜ୍ୟରେ ଏଥର ମୌସୁମୀ ସଅଳ ଆସିଲା । ହେଲେ ଉଭାନ ହୋଇଯାଇଛି ବର୍ଷା । ଜୁନ୍ ଆରମ୍ଭରୁ ଜୁଲାଇ ୨୧ ତାରିଖ ଯାଏ ରାଜ୍ୟର ୧୦ଟି ଜିଲ୍ଲାରେ କମ୍ ବର୍ଷା ହୋଇଛି । ଫଳରେ ୧୧ଟି ଜିଲ୍ଲାରେ ମରୁଡି ଆଶଙ୍କା ଉପୁଜିଛି ।… Read More...
Odisha ‘କରୋନା ଯୋଗୁ କମିବ ସ୍କୁଲ୍ ସିଲାବସ୍ ‘ OPA Jul 22, 2020 0 ଭୁବନେଶ୍ୱର: କରୋନା ଯୋଗୁ ଛାତ୍ରଛାତ୍ରୀ ୪ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ସ୍କୁଲ, କଲେଜ ଯାଇ ପାରୁ ନାହାନ୍ତି। ଏହି ମହାମାରୀ ପ୍ରକୋପ କମିବା ନାଁ ଧରୁ ନ ଥିବାରୁ କେବେ ସ୍କୁଲ, କଲେଜ ଖୋଲିବ ତାହା ମଧ୍ୟ ସ୍ଥିର ହୋଇ ପାରୁ… Read More...