ଆଜି ରାଜଧାନୀରୁ ୯୧ଜଣ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ରାଜଧାନୀରୁ ୯୧ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୭୨ଜଣ କ୍ୱାରେଣ୍ଟାଇନ୍‌ରୁ ଓ ୧୯ଟି ସ୍ଥାନୀୟ ସଂକ୍ରମଣ…
Read More...

କରୋନା ଟିକା ଅଗ୍ରଗତି ସମ୍ପର୍କରେ ନବୀନ-ପୁନାୱାଲା ଆଲୋଚନା

ଭୁବନେଶ୍ୱର: ପୁଣେର ସେରମ ଇନ୍‌ଷ୍ଟିଚ୍ୟୁଟ ସିଇଓ ଆଦାର ପୁନାୱାଲାଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂରେ କୋଭିଡ ଟିକା ଅଗ୍ରଗତି ବିଷୟରେ ଦୁହେଁ ଆଲୋଚନା କରିଛନ୍ତି । ଅକ୍ସଫୋର୍ଡ…
Read More...

ଶପଥ ନେଲେ ଓଡିଶାର ୪ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ: ଆଜି ଶପଥ ନେଇଛନ୍ତି ଓଡିଶାର ୪ ନବନିର୍ବାଚିତ ରାଜ୍ୟସଭା ସାଂସଦ। ନବନିର୍ବାଚିତ ସାଂସଦଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କିଆ ନାଇଡ଼ୁ ଶପଥପାଠ କରାଇଛନ୍ତି।ଓଡ଼ଶାର ୪ ସଦସ୍ୟ ସୁବାସ ସିଂ, ମୁନ୍ନା ଖାଁ, ମମତା…
Read More...

ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା କୋଭିଡ଼ ପରୀକ୍ଷା

ଯାଜପୁର: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା କୋଭିଡ଼ ପରୀକ୍ଷା । ଜରୁରୀ କରୋନା ସଂଦିଗ୍ଧଙ୍କ କୋଭିଡ ପରିକ୍ଷା ପାଇଁ ଆଉ ଜିଲ୍ଲା ବାହାରକୁ ସ୍ୱାବ ଯିବ ନାହିଁ ।ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି…
Read More...

ମଧ୍ୟପ୍ରଦେଶରର ଏକ ଖଣିରୁ ମିଳିଲା ୫୦ ଲକ୍ଷ ଟଙ୍କା ମୂଲ୍ୟର ହୀରା

ପାନ୍ନା: ମଧ୍ୟପ୍ରଦେଶର ପାନ୍ନା ଅଞ୍ଚଳରେ ଥିବା ଗୋଟିଏ ଖଣି ଖାଦାନରୁ ୧୦.୬୯ କ୍ୟାରେଟ୍‌ର ହୀରା ଖଣ୍ଡ ମିଳିଛି। ଏହାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ରାଣିପୁର ଅଞ୍ଚଳରେ ଥିବା ଏହି ଖଣିଟିକୁ ଲିଜ୍‌ରେ…
Read More...

୭ ଦିନ ରାୟଗଡ଼ା ସଟ୍‌ଡାଉନ୍‌

ରାୟଗଡ଼ା: ବଢ଼ି ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହି ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲା ସଚେତନତା ଅବଲମ୍ବନ କରିବା ଆରମ୍ଭ କରିଛନ୍ତି। ଆଜି ରାୟଗଡ଼ ଜିଲ୍ଲା‌ରେ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ…
Read More...

ଦିଲ୍ଲୀ ବିମାନବନ୍ଦର ଜାରି କଲା ନୂଆ କୋଭିଡ୍-୧୯ ଗାଇଡ୍‌ଲାଇନ୍

ନୂଆଦିଲ୍ଲୀ: ଦିଲ୍ଲୀରେ ପହଞ୍ଚୁଥିବା ଆନ୍ତର୍ଜାତିକ ଯାତ୍ରୀମାନଙ୍କ ସକାଶେ ଦିଲ୍ଲୀ ବିମାନ ବନ୍ଦର କର୍ତ୍ତୃପକ୍ଷ ମଙ୍ଗଳବାର ଦିନ ସଦ୍ୟ ମାର୍ଗଦର୍ଶିକା ଜାରି କରିଛନ୍ତି। ନୂଆ ମାର୍ଗଦର୍ଶିକା ଅନୁସାରେ, ସମ୍ପୃକ୍ତ ଯାତ୍ରୀମାନେ…
Read More...

ସପ୍ତାହ ପର୍ଯ୍ୟନ୍ତ କନ୍ଧମାଳରେ ସବୁ ବ୍ୟାଙ୍କ ବନ୍ଦ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ସମସ୍ତ ବ୍ୟାଙ୍କ ଗୋଟିଏ ସପ୍ତାହ ବନ୍ଦ ରହିବ। ନିକଟରେ କିଛି ବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ କନ୍ଧମାଳ ଜିଲ୍ଲାପାଳ ଡକ୍ଟର ବୃନ୍ଦା ଦି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।…
Read More...

ରାଜ୍ୟରେ ଆଉ ୫ ମୃତ; କନ୍ଧମାଳରୁ ପ୍ରଥମ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଲା କରୋନା । ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନା ପଜିଟିଭ କେସ୍ ହଜାରେ ପାର୍ କରିଥିବା ବେଳେ ଆଉ ୫ ଜଣଙ୍କର ପ୍ରାଣ ନେଇଛି ମାରାତ୍ମକ…
Read More...

ଆଜି ରାଜ୍ୟରେ ସର୍ବାଧିକ ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନା ଭାଙ୍ଗିଛି ସମସ୍ତ ପୁରୁଣା ରେକର୍ଡ। ଗୋଟିଏ ଦିନରେ ୧୦୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟର ଅଧିକାଂଶ ଜିଲ୍ଲାରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ। ଏତେ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ…
Read More...