ବୀମାଭୁକ୍ତ ହେବା ଇଚ୍ଛାଧିନ ହୋଇଥିବାରୁ ବ୍ୟାପକ ସଚେତନତା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ଵ

ଭୁବନେଶ୍ୱର: ଚଳିତ ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ଫସଲବୀମା ପଞ୍ଜୀକରଣ ଚାଷୀଙ୍କର ଇଚ୍ଛାଧିନ ବିଷୟ ହୋଇଥିବାରୁ ଏ ବିଷୟରେ  ବ୍ୟାପକ ସଚେତନତା ସୃଷ୍ଟି…
Read More...

ଗଞ୍ଜାମରୁ କରୋନା ହଟିବା ଚାହୁଁ ନାହିଁ ବିଜେପି: ବିଜେଡି

ଭୁବନେଶ୍ୱର: ରାଜ୍ୟର ସମ୍ବଲପରୁ ହେଉ କିମ୍ବା ମୟୂରଭଞ୍ଜ ଅଥବା ଅନ୍ୟ କୌଣସି ଅଞ୍ଚଳରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଲେ ସରକାର ଅନ୍ୟ ସ୍ଥାନରୁ ସେଠାକୁ ଡାକ୍ତର ଏବଂ କର୍ମଚାରୀ ପଠାଇ ସ୍ଥିତି ମୁକାବିଲା କରିଥାନ୍ତି ।…
Read More...

ରାୟଗଡ଼ାରେ ତହସିଲଦାରଙ୍କଠାରେ କରୋନା ଚିହ୍ନଟ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କୋଲନରାର ତହସିଲଦାର୍‌ କରୋନା ପଜିଟିଭ୍‌ ଥିବା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି। କୋଲନରାର ତହସିଲଦାରଙ୍କ ସମେତ ଜଣଙ୍କ କୋଭିଡ-୧୯ ରିପୋର୍ଟ ପିଜିଟିଭ୍‌ ଆସିଛି। ଏହାପରେ…
Read More...

ଆଜି କଟକରୁ ୩୨ ପଜିଟିଭ୍ ଚିହ୍ନଟ

କଟକ: ରାଜ୍ୟରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ଆଜି କଟକ ସହରରେ ଆଉ ୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୨୭ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୫ଜଣ…
Read More...

ପାଇଲଟ ଓ ତାଙ୍କ ଟିମ୍‌କୁ ୨୪ ଯାଏଁ ଆଶ୍ୱସ୍ତି

ଜୟପୁର: ଥମୁନି ରାଜସ୍ଥାନ ରାଜନୀତି ସଂକଟ । ଏହାରି ଭିତରେ କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟ ଓ ତାଙ୍କ ଟିମ୍‌ଙ୍କୁ ମିଳିଛି ସାମୟିକ ଆଶ୍ୱସ୍ତି । ରାଜସ୍ଥାନ ହାଇକୋର୍ଟ ମଙ୍ଗଳବାର ଦିନ ବାଚସ୍ପତିଙ୍କ ନୋଟିସ ବିରୋଧରେ…
Read More...

୧୦ ଦିନ ଯାଏଁ ସମ୍ବଲପୁର ସଟଡାଉନ

ବୁର୍ଲା: ଆସନ୍ତାକାଲିଠୁ ସମ୍ବଲପୁର ସଟଡାଉନ । ୧୦ ଦିନ ପାଇଁ ଜିଲ୍ଳାକୁ ସଂପୂର୍ଣ୍ଣ ସଟଡାଉନ କରାଯାଇଛି । ୨୨ ତାରିଖଠୁ ୩୧ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ…
Read More...

ଆଜି ଭୁବନେଶ୍ୱରରୁ ୨୧ ପଜିଟିଭ ବାହାରିଲେ, ସୁସ୍ଥ ହେଲେ ୪୯

ଭୁବନେଶ୍ୱର:  ଆଜି ରାଜଧାନୀ ଭୁବନେଶ୍ୱରରୁ ୨୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ୪୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନ‌ା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ୨୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ଜଣ…
Read More...

ମଧ୍ୟପ୍ରଦେଶର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ

ଭୁବନେଶ୍ୱର: ମଧ୍ୟପ୍ରଦେଶର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି…
Read More...

ବିଜୟଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ଵର: ଓଲିଉଡ ଜଗତର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କର ଗତକାଲି ପରଲୋକ ହୋଇଯାଇଛି । ଏନେଇ ଆଜି ତାଙ୍କ ମରଶରୀରକୁ ଉତ୍କଳ ସଙ୍ଗୀତ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରୀୟ ସମ୍ମାନ ଦିଆଯାଇଛି । ପରେ ଭୁବନେଶ୍ୱର ସତ୍ୟନଗର…
Read More...

ଏନ-୯୫ ମାସ୍କ ସାଧାରଣ ଲୋକଙ୍କ ପାଇଁ ନିରାପଦ ନୁହେଁ

ନୂଆଦିଲ୍ଲୀ: ଏନ-୯୫ ମାସ୍କ ସାଧାରଣ ଲୋକଙ୍କ ପାଇଁ ନିରାପଦ ନୁହେଁ। ଏହି ମାସ୍କ କରୋନା ସଂକ୍ରମଣକୁ ରୋକି ପାରିବନି ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଏବଂ…
Read More...