ସମ୍ ହସ୍ପିଟାଲ୍‌ରେ କୋଭିଡ-୧୯ ଭ୍ୟାକ୍ସିନ୍ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : କୋଭିଡ୍‌-୧୯ ଭ୍ୟାକ୍ସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ପ୍ରକ୍ରିୟା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ୍ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍‌…
Read More...

ଗୁଣିଗାରେଡି ନେଲା ଦମ୍ପତ୍ତିଙ୍କ ଜୀବନ !

ଯାଜପୁର: କଳିଙ୍ଗନଗର ଥାନା ନିମପଲ୍ଲୀ ଗାଁ ସୁରୀସାହି ଆଦିବାସୀ ବସ୍ତିରେ ଘଟିଛି ଅଭାବନୀୟ କାଣ୍ଡ। ଗୁଣିଗାରେଡି ସନ୍ଦେହରେ ଘରେ ନିଆଁ ଲଗାଇ ଆଦିବାସୀ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ସନ୍ଦେହ।ଏବେ ବି ଲୋକଙ୍କ ମନରେ ଲୁଚି…
Read More...

ଝାରସୁଗୁଡ଼ାରେ ସଙ୍ଗରୋଧ କେନ୍ଦ୍ରରେ ମହିଳାଙ୍କ ମୃତ୍ୟୁ

କୋଲାବିରା: ଝାରସୁଗୁଡ଼ା ଜିଲ୍ଲାର ରଘୁନାଥପାଲି ସଙ୍ଗରୋଧ କେନ୍ଦ୍ରରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉକ୍ତ ମହିଳା ଗତ ୧୨ ତାରିଖରୁ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି ସୂଚନା ମିଳିଥିଲେ ବି ତାଙ୍କ…
Read More...

ରାଜ୍ୟରେ ଆଉ ୬ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୭ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।Regret to…
Read More...

ଆଜି ରାଜ୍ୟରେ ୬୭୩ କରୋନା ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ଟପିଲା

ଭୁବନେଶ୍ୱର: ରାଜ୍ୟରେ ୨୩ ଜିଲ୍ଲାରୁ ୬୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪୪୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ।…
Read More...

ଆଜିଠାରୁ ଏମ୍ସରେ ମାନବ ଉପରେ ହେବ କରୋନା ଟିକାର ପରୀକ୍ଷଣ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦେଶରେ ବେକାବୁ ହେଉଥିବା ବେଳେ ଏହାକୁ ମାତ୍‌ ଦେବାକୁ ସ୍ୱଦେଶୀ ଜ୍ଞାନକୌଶଳରେ ଟିକା ବାହାର କରାଯାଇଛି। ଏହି ଟିକାର ନାଁ କୋଭାକ୍ସିନ। ଆଜିଠାରୁ ଏହି କୋଭାକ୍ସିନର ହ୍ୟୁମାନ ଟ୍ରାଏଲ ବା…
Read More...

ଆଜି ଚିତା ଲାଗି ଅମାବାସ୍ୟା

ଭୁବନେଶ୍ଵର: ଆଜି ହେଉଛି  ପବିତ୍ର ଚିତଲାଗି ଅମାବାସ୍ୟା। ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ଚିତାଲାଗି ହୋଇଥାଏ। ପୂଜା ଓ ଧୂପ ଶେଷ ହେବା ତିନିଠାକୁରଙ୍କ ଲଲାଟରେ ଚିତାଲାଗି କରାଯାଏ। ଏହି ଦିନ…
Read More...

ପ୍ରଧାନମନ୍ତ୍ରୀଙ୍କ ‘ହାଉସିଂ ଫର୍ ଅଲ୍‌’ ସ୍ୱପ୍ନକୁ ଧୂଳିସାତ କରିବା ପାଇଁ ବିଧିବଦ୍ଧ ଭାବେ ଷଡଯନ୍ତ୍ର ଚଲାଇଛନ୍ତି…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ୨୦୨୨ ସୁଦ୍ଧା ଦେଶର ସମସ୍ତ ଗରିବ ଲୋକଙ୍କୁ ହାଉସିଂ ଫର ଅଲ୍ ତଥା ପକ୍କା ଘର ଯୋଗାଇଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତି । କିନ୍ତୁ…
Read More...

ଆଜି ରାଜ୍ୟରେ ସୁସ୍ଥ ହେଲେ ୫୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ପଟେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ, ସେପଟେ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଆଜି ଗୋଟିଏ ଦିନରେ ରାଜ୍ୟରେ ଆଉ ୫୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ…
Read More...

ଲକଡାଉନ ଅଞ୍ଚଳରେ ବ୍ୟାଙ୍କ ପାଇଁ ନୂଆ ନିୟମ ଜାରି

ଭୁବନେଶ୍ୱର : ଆସନ୍ତା କାଲିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅଞ୍ଚଳଗୁଡ଼ିକ ପାଇଁ ହୋଇଥିବା ନିୟମରେ ପୁଣି କିଛି ସଂଶୋଧନ କରାଯାଇଛି । ଏହି ସ୍ଥାନଗୁଡ଼ିକରେ ବ୍ୟାଙ୍କ ଖୋଲିବାକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରୀ କରାଯାଇଛି ।…
Read More...