ଜୁଲାଇ ୨୬ ଯାଏଁ ଭିମ୍‌ସାରର ଆଉଟ୍‌ଡୋର୍‌ ବନ୍ଦ

ସମ୍ବଲପୁର: ବୁର୍ଲା ବଡ଼ ଡାକ୍ତରଖାନା(ଭିମ୍‌ସାର)କୁ ଗ୍ରାସିଲାଣି କରୋନା। ଗତକାଲି ସୁଦ୍ଧା ଏଠାକାର ଡାକ୍ତର ଓ ନର୍ସଙ୍କ ସମେତ ୧୯ଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ଅନ୍ୟପକ୍ଷରେ ସଂକ୍ରମଣ ଯେମିତି ଅଧିକ…
Read More...

ମୟୂରଭଞ୍ଜରୁ ୩.୨୮ କେଜି ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର: ଆଜି ପ୍ରାୟ ସାଢ଼େ ୩ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ ହୋଇଥିବାର ଖବର ମିଳିଛି। ଏନେଇ ପୁଲିସ ଡିଜି ଅଭୟ ଟୁଇଟ୍ କରି ସୂଚନା ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲାରୁ ୩.୨୮ କେଜି ବ୍ରାଉନ ସୁଗାର ଜବତ ଓ ଏହି…
Read More...

କାର ସହ ବସ ଧକ୍କା; ୫ ମୃତ, ୧୮ ଆହତ

ନୂଆଦିଲ୍ଲୀ: ରବିବାର ସକାଳେ ବିହାରର ଦରଭଙ୍ଗାରୁ ଦିଲ୍ଲୀ ଯାଉଥିବା ଏକ ଘରୋଇ ବସ୍ ଆଗ୍ରା-ଲକ୍ଷ୍ନୗ ଏକ୍ସପ୍ରେସୱେରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଅନ୍ୟ ଏକ ଗାଡିକୁ ଧକ୍କା ଦେବା ଫଳରେ ଅତି କମରେ ୫ ଜଣଙ୍କର ମୃତ୍ୟୁ…
Read More...

ଅଗଷ୍ଟ ୫ରେ ରାମ ମନ୍ଦିର ପାଇଁ ଭୂମି ପୂଜନ, ଅଯୋଧ୍ୟା ଯିବେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟା: ରାମ ମନ୍ଦିର ନିର୍ମାଣ ପାଇଁ ସ୍ଥିର ହେଲା ଭୂମି ପୂଜନ ତାରିଖ । ଅଗଷ୍ଟ ୫ ତାରିଖ ଅଯୋଧ୍ୟାରେ ଭୂମି ପୂଜନ ହେବ । ଆସିବେ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି । ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହେବେ । କରୋନା…
Read More...

‘ଫ୍ଲିପ୍‌କାର୍ଟ’ରେ ଉପଲବ୍ଧ ହେବ ଓଡ଼ିଆ ବୁଣାକାରଙ୍କ ହସ୍ତତନ୍ତ

ଭୁବନେଶ୍ୱର: ଇ-କମର୍ସ କମ୍ପାନୀ 'ଫ୍ଲିପ୍‌କାର୍ଟ'ରେ ଏବେ ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ମିଳିବ। ଏଥିପାଇଁ 'ଫ୍ଲିପ୍‌କାର୍ଟ' ପକ୍ଷରୁ ରାଜ୍ୟ ସରକାରଙ୍କ ସହ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି। ଏବେ 'ଫ୍ଲିପ୍‌କାର୍ଟ'…
Read More...

ରାଜ୍ୟରେ ଆଉ ୫ କରୋନା ରୋଗୀଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୯୧ ଛୁଇଁଲା

ଭୁବନେଶ୍ବର: ଆଜି ରାଜ୍ୟରେ ୭୩୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୫ଜଣଙ୍କର ମୃତ୍ୟୁ ହୋଇଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୧ରେ ପହଞ୍ଚିଛି। ଉପରୋକ୍ତ ୫ ମୃତକଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମ…
Read More...

ଆଜି ରାଜ୍ୟରେ ୭୩୬ କରୋନା ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ଟପିଲା

ଭୁବନେଶ୍ୱର: ଆଜି ଓଡ଼ିଶାରେ ୭୩୬ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭,୪୩୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ…
Read More...

ସିବିଏସଇ ପରୀକ୍ଷାରେ ମାଲକାନଗିରି ଜିଲ୍ଲାର ଟପ୍ପର ହୋଇଥିବା ଛାତ୍ରଙ୍କ ସହିତ ଭିଡିଓ କଲରେ କଥା ହୋଇ ଶୁଭେଚ୍ଛା ଜଣାଇଲେ…

ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ମାଓ ପ୍ରବଣ ମାଲକାନଗିରି ଜିଲ୍ଲା ଖଇରପୁଟଠାରେ ଥିବା ଓଡ଼ିଶା ଆଦର୍ଶବିଦ୍ୟାଳୟର ଛାତ୍ର ଅମ୍ରିତ କେଶରୀ ପାତ୍ର ଚଳିତବର୍ଷ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ୯୫.୪% ନମ୍ବର ରଖି ଟପ୍ପର…
Read More...

ଗଞ୍ଜାମ ପାଇଁ ନୂଆ ଋଣକୌଶଳ: ଭିତିଭୂମି ସଂପ୍ରସାରଣ, ଟେଲିମେଡିସିନ୍ ଏବଂ ସଚେତନତା ଉପରେ ବିଶେଷ ଗୁରୁତ୍ୱ

ଭୁବନେଶ୍ୱର:ଗଞ୍ଜାମ ଜିଲ୍ଲାରେ କୋଭିଡ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନୂତନ ଋଣ କୌଶଳ ଗ୍ରହଣ କରିଛନ୍ତି । ଏଥିରେ ଭିତିଭୂମି ସଂପ୍ରସାରଣ, ଟେଲିମେଡିସିନ୍ ଏବଂ ସଚେତନତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।…
Read More...