Odisha ସମ୍ ଅଲ୍ଟିମେଟ ମେଡିକେୟାରରେ ସ୍କଲ ବେସ୍ ସର୍ଜରୀ ବିଶେଷଜ୍ଞଙ୍କ ବିରଳ ଅସ୍ତ୍ରୋପଚାର OPA Jul 9, 2020 0 ଭୁବନେଶ୍ୱର: ଜଣେ ବୟସ୍କ ମହିଳାଙ୍କର ମସ୍ତିଷ୍କର କ୍ରାନିଆଲ୍ ବେସ୍ରେ ସୃଷ୍ଟି ହୋଇଥିବା ଟ୍ୟୁମର୍କୁ ବିରଳ ମିନିମାଲ୍ ଇନ୍ଭେସିଭ୍ ପ୍ରୋସିଡ୍ୟୁର୍ ମାଧ୍ୟମରେ କାଢ଼ି ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ୍… Read More...
National ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଗିରଫ OPA Jul 9, 2020 0 ଭୋପାଲ: ଶୁକ୍ରବାର ଠାରୁ ଚାଲିଥିବା ଛକାପଞ୍ଝାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଉତ୍ତର ପ୍ରଦେର ଗାଙ୍ଗଷ୍ଟର ତଥା କାନପୁର ଶୁଟଆଉଟ ବେଳେ ୮ ଜଣ ପୁଲିସ୍କୁ ହତ୍ୟା କରିଥିବା ବିକାଶ ଦୁବେ ଶେଷରେ ଗିରଫ ହୋଇଛି। ତାକୁ ମଧ୍ୟପ୍ରଦେଶର… Read More...
Odisha ଆସନ୍ତାକାଲିଠାରୁ ଭୁବନେଶ୍ୱର ଏମ୍ସର ଓପିଡି ବନ୍ଦ OPA Jul 9, 2020 0 ଭୁବନେଶ୍ୱର : ଆସନ୍ତାକାଲିଠାରୁ ଭୁବନେଶ୍ୱରସ୍ଥିତ ଏମ୍ସ ଡାକ୍ତରଖାନାର ଓପିଡି (ଆଉଟ୍ ପେସେଣ୍ଟ ଡିପାର୍ଟମେଣ୍ଟ) ବନ୍ଦ ରହିବ । ଡାକ୍ତରଖାନାର କିଛି କର୍ମଚାରୀ ଏବଂ ଚିକିତ୍ସିତ ହେଉଥିବା କିଛି ରୋଗୀଙ୍କ ସ୍ୱାବ ନମୁନା… Read More...
Odisha ଆଜି ଭୁବନେଶ୍ୱରରୁ ପୁଣି ନୂଆ ୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ OPA Jul 9, 2020 0 ଭୁବନେଶ୍ୱର: ଆଜି ରାଜଧାନୀରୁ ପୁଣି ନୂଆ ୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୪ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୧୮ଟି ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଭୁବନେଶ୍ୱରରେ ଏଯାବତ… Read More...
Odisha କରୋନା ଯୋଦ୍ଧାଙ୍କ ସମେତ ସୁନ୍ଦରଗଡରେ ୮୩ ନୂଆ କରୋନା ପଜିଟିଭ OPA Jul 9, 2020 0 ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୮୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।… Read More...
National ଜାମ୍ମୁ କାଶ୍ମୀରରେ ନିର୍ମିତ ୬ଟି ସେତୁର ଉଦଘାଟନ କରିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ OPA Jul 9, 2020 0 ଜାମ୍ମୁ କାଶ୍ମୀର: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଜମ୍ମୁ କାଶ୍ମୀର ସୀମା ସଡକ ସଂଗଠନ (BRO) ଦ୍ୱାରା ନିର୍ମିତ ୬ଟି ନୂତନ ସେତୁର ଉଦଘାଟନ କରିଛନ୍ତି। ନୂଆଦିଲ୍ଲୀରୁ ଭିଡ଼ିଓ କନଫେରେନ୍ସରେ ଏହାର ଉଦଘାଟନ କରାଯାଇଛି।… Read More...
Odisha ସମାଜସେବୀ ଆଦିତ୍ୟ ଦାଶଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହତ୍ୟା ମାମଲା ରୁଜୁ କଲା ଜିଆରପି OPA Jul 9, 2020 0 ଭୁବନେଶ୍ୱର: ଧୀରେ ଧୀରେ ଫିଟୁଛି ପିପୁଲ ଫର ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ରହସ୍ୟ । ଦିନକୁ ଦିନ ସମ୍ନାକୁ ଆସୁଛି ନୂଆ ରହସ୍ୟ । ଆଦିତ୍ୟଙ୍କ ମୃତ୍ୟୁ ଏକ ହତ୍ୟା କି ଆତ୍ମହତ୍ୟା… Read More...
Odisha ସ୍କୁଲ ଖୋଲିଲେ ପାଠ୍ୟକ୍ରମ କେତେ କମିବ ନିଆଯିବ ନିଷ୍ପତି OPA Jul 9, 2020 0 ଭୁବନେଶ୍ୱର : ସମଗ୍ର ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢିଚାଲିଛି । ରାଜ୍ୟରେ ମଧ୍ୟ ଏହାର ଭୟାବହତା ସୃଷ୍ଟି ହୋଇଗଲାଣି । କରୋନା ସଂକ୍ରମଣ ପାଇଁ ସମସ୍ତ ସ୍କୁଲ ବନ୍ଦ ରହିଛି । ଅଗଷ୍ଟ ୩୧କୁ ଖୋଲିବ ବୋଲି କୁହାଯାଇଛି ।… Read More...
Odisha ବୁର୍ଲା ଅଗ୍ନିଶମ କେନ୍ଦ୍ର ସିଲ୍ OPA Jul 9, 2020 0 ସମ୍ୱଲପୁର: କରୋନା ଯୋଦ୍ଧାଙ୍କୁ କରୋନା । ବୁର୍ଲା ଅଗ୍ନିଶମ କେନ୍ଦ୍ରର ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ । ଏହାପରେ ଆଜିଠୁ ସାତ ଦିନ ପାଇଁ ବନ୍ଦ ହେଲା ବୁର୍ଲା ଅଗ୍ନିଶମ କେନ୍ଦ୍ର । ସଂକ୍ରମଣ ବଢ଼ିବା ଆଶଙ୍କାରେ ଓ ଅଗ୍ନିଶମ… Read More...
Odisha ୧୦ ଯାଏ ହାଇକୋର୍ଟ ବନ୍ଦ OPA Jul 9, 2020 0 ଭୁବନେଶ୍ୱର: ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ହାଇକୋର୍ଟ। କରୋନା ସ୍ଥିତିକୁ ନେଇ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ କଟକ ସହରକୁ ଶଟ୍ଡାଉନ୍ ଘୋଷଣା କରିଛି ସିଏମସି। ଏହି ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ହାଇକୋର୍ଟ… Read More...