ରାଜ୍ୟରେ ଆଉ ସୁସ୍ଥ ହେଲେ ୩୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ୩୦୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୩୦୩ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୧୨୦ଜଣ ସୁସ୍ଥ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ନୂଆ ସୁସ୍ଥଙ୍କୁ…
Read More...

ପାରଳାଖେମୁଣ୍ଡି ୩ ଦିନ ସଟ ଡାଉନ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ସହରକୁ ୩ ଦିନ ପାଇଁ ସଟ ଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଶୁକ୍ର, ଶନି ଓ ରବିବାର ଦିନ ପାରଳାଖେମୁଣ୍ଡି ସଂପୂର୍ଣ୍ଣ ରୂପେ ସଟ ଡାଉନ ରହିବ । କରୋନା…
Read More...

ଶିଶୁଭବନରୁ ଆଉ ଜଣେ ଶିଶୁଙ୍କ ଠାରେ କରୋନା ଚିହ୍ନଟ

କଟକ : ଆଜି କଟକସ୍ଥିତ ଶିଶୁଭବନରୁ ଆଉ ଜଣେ ଶିଶୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତ ହୋଇଥିବା ଶିଶୁ ଜଗତସିଂହପୁର ଜିଲ୍ଲାର ବୋଲି ଶିଶୁଭବନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶିଶୁର ସ୍ୱାବ ସଂଗ୍ରହ କରି…
Read More...

ଭୁବନେଶ୍ୱରରୁ ସୁସ୍ଥ ହେଲେ ୧୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀରେ କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବୁଧବାର ରାଜଧାନୀରୁ ୧୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟରରେ ସୂଚନା ଦିଆଯାଇଛି। ଅପରାହ୍ନରେ…
Read More...

ସହରରେ ରହୁଥିବା ଗରିବ ଏବଂ ପ୍ରବାସୀଙ୍କ ରହିବା ପାଇଁ ସୁଲଭ ମୂଲ୍ୟରେ ଘର ଯୋଗାଇଦେବେ ସରକାର

ନୂଆଦିଲ୍ଲୀ: ସହରରେ ରହୁଥିବା ଗରିବ ଏବଂ ପ୍ରବାସୀଙ୍କ ରହିବା ପାଇଁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବେ ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକ ଏବଂ ସିସିଇଏ ବୈଠକରେ ଏହି…
Read More...

ବାହାର କର୍ମଚାରୀଙ୍କୁ ଭୁବନେଶ୍ୱର ମନା

ଭୁବନେଶ୍ୱର : ଓଡ଼ିଶା ବିଶେଷକରି ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତ ସଂଖ୍ୟା ବଢିଚାଲିଥିବାରୁ ଓଡ଼ିଶା ସରକାର କେତେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ଅନୁସାରେ ଭୁବନେଶ୍ୱରକୁ ଦୈନିକ ଯିବାଆସିବା କରୁଥିବା…
Read More...

ଆଇଏମ୍‌ଏସ୍‌ ଆଣ୍ଡ୍ ସମ୍ ହସ୍ପିଟାଲରେ ହେବ କୋଭିଡ୍-୧୯ ଭାଇରସର ଜେନୋମିକ୍ ଗବେଷଣା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସ୍ପିଟାଲରେ କୋଭିଡ-୧୯ ମହାମାରୀର ସଂକ୍ରମଣର ଢ଼ାଂଚାକୁ ଅଧିକ ଗଭୀର ଭାବେ ବୁଝିବା ନିମନ୍ତେ…
Read More...

ବରିଷ୍ଠ ଓଡ଼ିଆ ଆଇପିଏସ୍‌ ଅଧିକାରୀ ବସନ୍ତ ରଥ ନିଲମ୍ବିତ

ଶ୍ରୀନଗର: ଦୁର୍ବବ୍ୟହାର ଓ ଅସଦାଚରଣ ଅଭିଯୋଗରେ ଜମ୍ମୁ- କଶ୍ମୀରରେ ଅବସ୍ଥାପିତ ଥିବା ବରିଷ୍ଠ ଆଇପିଏସ୍‌ ଅଧିକାରୀ ବସନ୍ତ ରଥଙ୍କୁ ଆଜି (ବୁଧବାର) କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।…
Read More...