ପୁଣି କଟକରୁ ୪ କରୋନା ପଜିଟିଭ୍ ଚିହ୍ନଟ

କଟକ: କଟକ ଜିଲ୍ଲାରୁ ଆଉ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କଟକ ମହାନଗର ନିଗମ (ସିଏମ୍‌ସି) ଅଞ୍ଚଳର ୪ ଜଣ ଅଛନ୍ତି। ସିଏମ୍‌ସି ପକ୍ଷରୁ ଟ୍ୱିଟ୍ କରି ଏ ସଂପର୍କରେ ସୂଚନା ଦିଆଯାଇଛି।ଏହି ୪…
Read More...

ଭୁବନେଶ୍ୱରରୁ ନୂଆ ୪୬ କରୋନା ପଜିଟିଭ

ଭୁବନେଶ୍ୱର: ପୁଣି ଚିନ୍ତା ବଢାଇଲା ମହାମାରୀ କରୋନା । ଆଜି ରାଜଧାନୀ ଭୁବନେଶ୍ୱରରୁ ନୂଆ ୪୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨ଟି କ୍ୱାରେଣ୍ଟାଇନ କେସ ରହିଥିବା ବେଳେ ୨୪ଟି ଲୋକାଲ କଣ୍ଟାକ୍ଟ କେସ…
Read More...

ନିଯୁକ୍ତି ମିଳିବ, ନୂଆ ପଦବୀ ସୃଷ୍ଟି ହେବନି

ଭୁବନେଶ୍ୱର: ରାଜ୍ୟରେ ନୂଆ ସରକାରୀ ନିଯୁକ୍ତି ନେଇ କଟକଣା ଉପରେ ସ୍ପଷ୍ଟିକରଣ ରଖିଛି ଅର୍ଥ ବିଭାଗ । ସରକାର କହିଛନ୍ତ, କେବଳ ନୂଆ ପଦବୀ ସୃଷ୍ଟି ଉପରେ କଟକଣା ଲାଗିଛି । ତେବେ ନୂଆ ନିଯୁକ୍ତି ପ୍ରକ୍ରିୟା ଜାରି ରହିବ ।…
Read More...

ବୃଦ୍ଧ ପାଲଟିଲେ ସୁପର ସ୍ପ୍ରେଡର

ରାଉରକେଲା: ରାଉରକେଲାରେ ଜଣେ  ବୃଦ୍ଧ ପାଲଟିଲେ ସୁପର ସ୍ପ୍ରେଡର। ତାଙ୍କ ସଂସ୍ପର୍ଶରେ ଆସି ୨ ଦିନ ମଧ୍ୟରେ ୯୫ ଜଣ ଚିହ୍ନଟ ହୋଇଛନ୍ତି। ଏ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି।ସୂଚନା ମୁତାବକ, ସେକ୍ଟର-୧୬…
Read More...

ଭାରି ପଡିଲା ବିବାହ ପରେ ପ୍ରେମ, ସେଇ ପ୍ରେମ ପୁଣି ନେଲା ଜୀବନ

ବାରିପଦା: ବରଗଡ ର ଅତାବିରା ର ଝିଅ, ବାଲେଶ୍ୱର ଜିଲ୍ଲା ବାଲିଆପାଳ ରେ ହେଲା ବୋହୁ । ପରେ ବାରିପଦାରେ ଜଣେ ଯୁବକଙ୍କ ସହ ଭେଟ ହେବା ପରେ ଆରମ୍ଭ ହେଲା ପ୍ରେମ । ପ୍ରେମ ପୁଣି ଏମିତି ହେଲା ଯେ, ସ୍ୱାମୀ ପରିବାର ଭୁଲି…
Read More...

ଭୁବନେଶ୍ୱର ଆରଟିଓ-୨ ସିଲ୍‌

ଭୁବନେଶ୍ୱର: ମଙ୍ଗଳବାର ଆରଟିଓ-୧ ସିଲ୍ ହୋଇଥିଲା । ଆଜି ସିଲ୍ ହୋଇଛି ଭୁବନେଶ୍ୱର ଆରଟିଓ-୨ । ଆରଟିଓ-୨ର କିଛି କର୍ମଚାରୀ ଆରଟିଓ-୧ କରୋନା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିବାରୁ ବିଏମସି ଆରଟିଓ-୨କୁ ସିଲ୍ କରିଛି । ଏଠାରେ…
Read More...

ରାଜଭବନକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା

ଭୁବନେଶ୍ୱର: ରାଜଭବନକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ କୋଭିଡ-୧୯ ମାର୍ଗଦର୍ଶିକା ଆଧାରରେ ରାଜଭବନକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ…
Read More...

ହୋମ୍‌ କ୍ୱାରେଣ୍ଟିନ୍‌ରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ରାଞ୍ଚି: ଜଣେ ମନ୍ତ୍ରୀ କରୋନାଭାଇରସ୍ ପଜିଟିଭ୍ ‌ବୋଲି ପରୀକ୍ଷାରୁ ଜଣାପଡ଼ିବା ପରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତାଙ୍କ ରାଞ୍ଚି ବାସଭବନରେ ହୋମ୍ କ୍ୱାରେଣ୍ଟିନ୍‌ରେ ରହିଛନ୍ତି। ସେ ମନ୍ତ୍ରୀଙ୍କୁ ସୋରେନ୍…
Read More...

ଗଞ୍ଜାମବାସୀଙ୍କୁ ଖୋର୍ଦ୍ଧା ମନା

ଖୋର୍ଦ୍ଧା: ଗଞ୍ଜାମବାସୀଙ୍କୁ ଖୋର୍ଦ୍ଧା ଜିଲା ମନା। ଏ ନେଇ ଜିଲାର ଦୁଇ ପ୍ରବେଶ ପଥ ନାଭାଲ ଛକ ଏବଂ ବାଣପୁର ନିକଟ କୁମାରପଲୀ ଛକରେ ଚବିଶ ଘଣ୍ଟିଆ ନାକା ବନ୍ଦି କରାଯାଇଛି । ୨ଜଣ ମାଜିଷ୍ଟ୍ରେଟର ଏବଂ ୪ଜଣ ଅଫିସରଙ୍କ ସମେତ ଏକ…
Read More...

ଥରିଲା ଜମ୍ମୁ-କାଶ୍ମୀରର ରାଜୌରୀ

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରର ରାଜୌରୀରେ ଭୂ-କମ୍ପ ଝଟକା ଅନୁଭବ ହୋଇଥିବା ଆଜି ଜଣାପଡ଼ିଛି। ଭୂ-କମ୍ପର ଝଟକା ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨ଟା ୧୨ମିନିଟରେ ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଭୂ-କମ୍ପର ତିବ୍ରତା…
Read More...