ଆଜି ରାଜ୍ୟରେ ୪୫୬ କରୋନା ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ଟପିଲା ସଂଖ୍ୟା ସାଢେ ୯ ହଜାର

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୪୫୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା…
Read More...

ଆଜି ‌ଶ୍ରାବଣ ମାସର ପ୍ରଥମ ସୋମବାର

ଭୁବନେଶ୍ୱର : ଆଜି ‌ଶ୍ରାବଣ ମାସର ପ୍ରଥମ ସୋମବାର। ଆଜି ଓଡ଼ିଶାର ପ୍ରତିଟି ଶିବ ମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ସମାଗମ ହୋଇଥାନ୍ତା। ବିଶେଷ କରି ବୋଲ୍‌ବମ୍‌ ଭକ୍ତ(କାଉଡ଼ିଆ)ମାନେ ଜଳ ଲାଗି କରିବା ପାଇଁ ଭିଡ଼ ଜମାଇଥାନ୍ତେ।…
Read More...

ଥରିଲା ଗୁଜରାଟ ଓ ମିଜୋରାମ

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଦେଶର ବିଭିନ୍ନ ଭାଗରେ ଲଗାତାର ଭୂକମ୍ପ ଝଟକା ଅନୁଭୂତ ହେଉଛି। ରବିବାର ସକାଳେ ଲଦାଖରେ ଭୂମିକମ୍ପ ହୋଇଥିବା ବେଳେ ସନ୍ଧ୍ୟାରେ ୧୫ ମିନିଟ୍‌ ଅନ୍ତରାଳେ ଗୁଜରାଟ ଓ ମିଜୋରାମରେ ଭୂକମ୍ପ ଝଟକା…
Read More...

ଆସନ୍ତାକାଲି ମାଲକାନଗିରି ଗସ୍ତ କରିବ ବିଜେପି ପ୍ରତିନିଧୀଦଳ

ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୂରା ଅସୁରକ୍ଷିତ ହୋଇପଡିଛନ୍ତି । ଦୀର୍ଘ ସମୟ ଧରି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଚାଲିଛି । ଲୋକମାନଙ୍କୁ ସୁରକ୍ଷିତ ରଖିବା ସରକାରଙ୍କ ଉତରଦାୟୀତ୍ୱ । କିନ୍ତୁ…
Read More...

ରାଜ୍ୟରେ ଆଜି ୨୯୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆଜି ଭଲ ଖବର ଆସିଛି। ଆଜି ରାଜ୍ୟର୧୭ଟି ଜିଲ୍ଲାରୁ ୨୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା…
Read More...

ବଡ଼ବିଲ ସହର ସପ୍ତାହେ ଯାଏଁ ସଟଡାଉନ୍

ବଡ଼ବିଲ : କେନ୍ଦୁଝର ଜିଲ୍ଲାର ବଡ଼ବିଲ ସହର ସପ୍ତାହେ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି । ସେଠାରେ ଲୋକାଲ୍ କେସ୍ ସଂଖ୍ୟା ବୃଦ୍ଧି ପାଇବାରୁ ଜିଲ୍ଲାପାଳ ବଡ଼ବିଲକୁ ସଟଡାଉନ୍ ଘୋଷଣା କରିଛନ୍ତି। ବଡ଼ବିଲରୁ ଆଜି ୧୧ ଜଣ…
Read More...

ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ଚୀନକୁ ମିଳିବ କଡା ଜବାବ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ଦେଶର ବିଭିନ୍ନ ପ୍ରସଙ୍ଗ ବାବଦରେ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛନ୍ତି ପ୍ରଧାନମନ୍ତ୍ରୀ। ଜାତୀୟ ଏବଂ…
Read More...

ମନ୍ତ୍ରୀ ଅରୁଣ କୁମାର ସାହୁ ଭିଡିଓ କଲିଂ ଜରିଆରେ ବୁଝିଲେ ନର୍ବାଚନମଣ୍ଡଳୀ ସମସ୍ୟା

ଭୁବନେଶ୍ୱର: ସଦାସର୍ବଦା ଚର୍ଚ୍ଚାରେ ରହିଆସିଥିବା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣକୁମାର ସାହୁ ଆଜି ଭିଡିଓ କଲିଂ ମାଧ୍ୟମରେ ନୟାଗଡ଼ ନିର୍ବାଚନ…
Read More...

ଆସନ୍ତା ୩୧ ତାରିଖ ଯାଏଁ ଖୋଲିବନି ଖଣ୍ଡଗିରି , ଉଦୟଗିରି

ଭୁବନେଶ୍ୱର : ରାଜ୍ୟରେ ଖୋଲିବନି ଦର୍ଶନୀୟ ସ୍ଥାନ । ଖଣ୍ଡଗିରି , ଉଦୟଗିରି ସମେତ ୯ଟି ଐତିହ୍ୟ କୀର୍ତ୍ତିରାଜି ବନ୍ଦ ରହିବ । କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଆସନ୍ତା ୩୧ ତାରିଖ ଯାଏଁ ଏହି ସବୁ ସ୍ଥାନକୁ ବନ୍ଦ ରଖାଯିବ ।…
Read More...

ରଥଯାତ୍ରା ଠିକ ଭାବେ ଶେଷ ହୋଇଥିବା ନେଇ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସରକାର କରୋନା ସଂକ୍ରମଣ ଭିତରେ କେମିତି ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ତାକୁ ନେଇ ଚିନ୍ତାରେ ଥିଲେ। ବିଶେଷ କରି କଟକଣା ଭିତରେ ରଥଯାତ୍ରା କରାଇବା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ଦେବା ପରେ ହାତରେ ଖୁବ କମ…
Read More...