Odisha ଆଜି ରାଜଧାନୀରୁ ୧୯ ଓ କଟକରୁ ୭୪ଜଣ କରୋନା ପଜିଟିଭ୍ ଚିହ୍ନଟ OPA Jul 5, 2020 0 ଭୁବନେଶ୍ୱର/ କଟକ: ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଞ୍ଚଳରେ ଆଉ ୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ଏହି ନୂଆ ୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ ସଙ୍ଗରୋଧରେ ଥିବା… Read More...
National ଦିଲ୍ଲୀରେ ବିଶ୍ୱର ସବୁଠାରୁ ବଡ଼ କୋଭିଡ କେୟାର ସେଣ୍ଟର ଲୋକାର୍ପିତ OPA Jul 5, 2020 0 ନୂଆଦିଲ୍ଲୀ: ଆଜି ଦିଲ୍ଲୀସ୍ଥିତ ବିଶ୍ୱର ସବୁଠାରୁ ବଡ଼ କୋଭିଡ କେୟାର ସେଣ୍ଟର ଲୋକାର୍ପିତ ହୋଇଛି । ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ ଆଜି ରାଧା ସୋମି ସତସଙ୍ଗ ବିସରେ ଥିବା ୧୦,୦୦୦ ଶଯ୍ୟା ବିଶିଷ୍ଟ ସର୍ଦ୍ଦାର ପଟେଲ କୋଭିଡ… Read More...
Odisha ହାଇକୋର୍ଟରେ ପଶିଲା କରୋନା OPA Jul 5, 2020 0 କଟକ: ହାଇକୋର୍ଟର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଚିହ୍ନଟ ପରେ ୮ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟର ନୂଆ ଓ ପୁରୁଣା ବିଲ୍ଡିଂକୁ ବନ୍ଦ କଲେ କୋର୍ଟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।… Read More...
Odisha ବର ବାହା ହେବାକୁ ଆସିବା ପୂର୍ବରୁ ପ୍ରଥମେ ୧୪ଦିନ ରହିବେ କ୍ୱାରେଣ୍ଟାଇନ୍ରେ OPA Jul 5, 2020 0 ରାଉରକେଲା: ୧୪ଟି ଜିଲ୍ଲାର ଲୋକଙ୍କୁ ରାଉରକେଲା ଆସିବା ଉପରେ କଟକଣା ଲାଗିଥିବା ବେଳେ ବାହା ହେବାକୁ ବର ଆସିଲେ ପ୍ରଥମେ ୧୪ ଦିନ କ୍ୱାରେଣ୍ଟାଇନ୍ରେ ରହିବାକୁ ପଡ଼ିବ। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି।… Read More...
Odisha ହୀରାକୁଦ ଜଳଭଣ୍ତାରର ୨ଟି ଗେଟ ହେଲା ବନ୍ଦ OPA Jul 5, 2020 0 ସମ୍ବଲପୁର: ପୁଣି ହୀରାକୁଦ ଜଳଭଣ୍ତାର ୨ ଗେଟ ବନ୍ଦ ହେଲା । ପୁର୍ଵରୁ ୨ଟି ଖୋଲା ଥିବାବେଳେ ଗତକାଲି ସନ୍ଧ୍ୟାରେ ପୁଣି ୫ଟି ଗେଟ ଖୋଲିଥିଲା । ହୀରାକୁଦ ଜଳଭଣ୍ତାର ଉପର ମୁଣ୍ତରେ ବର୍ଷା ଆଶଙ୍କା ଥିବାରୁ ଗତକାଲି ଗେଟ… Read More...
Odisha ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଚଳିତ ରଥଯାତ୍ରା ସଫଳ ହେଲା OPA Jul 5, 2020 0 ପୁରୀ: ଶ୍ରୀକ୍ଷେତ୍ରରେ ଶେଷ ହୋଇଛି ଘୋଷଯାତ୍ରା । ସଫଳତାର ସହ ସମାପନ ହୋଇଛି । ସଫଳ ଆୟୋଜନ ନେଇ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ସେ… Read More...
Odisha ବିଏମସିର ୩ କର୍ମଚାରୀଙ୍କଠାରେ କରୋନା ପଜିଟିଭ ଚିହ୍ନଟ OPA Jul 5, 2020 0 ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମର ୩ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ଇଞ୍ଜିନିୟର ଓ ଜଣେ ଡ୍ରାଇଭର ଥିବା ସୂଚନା ମିଳିଛି । ୩ଜଣ ଆକ୍ରାନ୍ତଙ୍କ ବାହାର ଜିଲ୍ଲାର ଟ୍ରାଭେଲ୍… Read More...
Bignews ଆଜି ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ମୃତକଙ୍କ ସଂଖ୍ୟା ହେଲା ୩୬ OPA Jul 5, 2020 0 ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ଦୁଇଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଉଭୟଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା… Read More...
Bignews ରାଜ୍ୟରେ ଆଉ ୪୬୯ କରୋନା ପଜିଟିଭ୍ ଚିହ୍ନଟ; ୯ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା OPA Jul 5, 2020 0 ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୪୬୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୭୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା… Read More...
Odisha ୮ ଯାଏଁ ହାଇକୋର୍ଟ ବନ୍ଦ OPA Jul 5, 2020 0 କଟକ: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ କଟକ ସହରକୁ ଜୁଲାଇ ୮ ତାରିଖ ଯାଏଁ ସଟ୍ ଡାଉନ ଘୋଷଣା କରାଯାଇଛି । ତେବେ ଏହି ଦୃଷ୍ଟିରୁ ଜୁଲାଇ ୮ ପର୍ଯ୍ୟନ୍ତ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରହିବା ନେଇ ହାଇକୋର୍ଟ… Read More...