Odisha ରାଜଧାନୀକୁ ଆସିପାରିବେନି ବାହାର ଶ୍ରମିକ OPA Jul 3, 2020 0 ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମଣ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମର ଚରମ ପଦକ୍ଷେପ । ଆସନ୍ତା ତଥା ଜୁଲାଇ ୩୧ ତାରିଖ ଯାଏଁ ଭୁବନେଶ୍ୱରରେ ବାହାର ରାଜ୍ୟର ଶ୍ରମିକଙ୍କ ଉପରେ ଲାଗିଲା କଟକଣା । କରୋନା ମହାମାରୀକୁ… Read More...
Bignews ରାଜ୍ୟରେ ଆଉ ୨୦୩ କରୋନା ଆକ୍ରାନ୍ତ ସୁସ୍ଥ OPA Jul 3, 2020 0 ଭୁବନେଶ୍ୱର: ରାଜ୍ୟର ୨୦ଟି ଜିଲ୍ଲାରୁ ଆଜି ୨୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଗଂଜାମ ଜିଲ୍ଲାରୁ ଆଜି… Read More...
National ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି ହେଲା ଅନ୍ତର୍ଜାତୀୟ ଫ୍ଲାଇଟ ଚଳାଚଳ କଟକଣା OPA Jul 3, 2020 0 ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ଫ୍ଲାଇଟ ଚଳାଚଳ କଟକଣାକୁ ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏ ସଂପର୍କରେ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ ଘୋଷଣା କରାଯାଇଛି । ଦେଶରେ କରୋନା… Read More...
Odisha ଓଡ଼ିଶାର ଏହି ୪ ଘରୋଇ ଲ୍ୟାବ୍ ରେ ହେବ କରୋନା ଟେଷ୍ଟ; ଫି’ ରହିବ ୨୨୦୦ ଟଙ୍କା OPA Jul 3, 2020 0 ଭୁବନେଶ୍ୱର: ଏଣିକି ଘରୋଇ ଲ୍ୟାବ୍ରେ କରୋନା ଟେଷ୍ଟ କରାଇପାରିବେ। ଏଥିପାଇଁ ୨୨ଶହ ଟଙ୍କା ଫି' ଦେବାକୁ ପଡ଼ିବ।ରାଜ୍ୟ ସରକାର ଆର୍ଟି-ପିସିଆର୍ ଟେଷ୍ଟ ପାଇଁ ସର୍ବାଧିକ ଫି' ଧାର୍ଯ୍ୟ କରିଛନ୍ତି। ଜିଏସ୍ଟି ସହ… Read More...
Odisha ଆମେରିକାର ଉଦାହରଣ ଦେଇ ସମସ୍ତଙ୍କୁ ସତର୍କ କରାଇଛନ୍ତି ବାଗଚୀ OPA Jul 3, 2020 0 ଭୁବନେଶ୍ୱର: କରୋନା ନେଇ ଅପଡେଟ ସୂଚନା ପ୍ରଦାନ କରିଛନ୍ତି ମୁଖପାତ୍ର ସୁବ୍ରତ ବାଗଚୀ । ଆମେରିକାର ଉଦାହରଣ ଦେଇ ସମସ୍ତଙ୍କୁ ସତର୍କ କରାଇଛନ୍ତି ବାଗଚୀ । ଆମେରିକାରେ ଗୋଟିଏ ଦିନରେ ୫୨ ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି । ଆମେ… Read More...
Odisha ମଧୁବାବୁ ପେନସନ୍ ଯୋଜନାରେ କିନ୍ନରମାନଙ୍କୁ ମିଳିବ ଭତ୍ତା OPA Jul 3, 2020 0 ଭୁବନେଶ୍ୱର: ଏଣିକି କିନ୍ନରମାନଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ଯୋଗାଇ ଦିଆଯିବ ଭତ୍ତା। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପ୍ରଦାନ କରିଛନ୍ତି। ଭତ୍ତା ପାଇବା ପାଇଁ କିନ୍ନରମାନେ ମଧୁବାବୁ ପେନସନ୍ ୱେବସାଇଟରେ… Read More...
Odisha କଟକରୁ ୫୯ କରୋନା ପଜିଟିଭ ଚିହ୍ନଟ OPA Jul 3, 2020 0 କଟକ: ରାଜଧାନୀ ଭୁବନେଶ୍ୱର ପରେ କଟକ ମହାନଗର ନିଗମ ଅଂଚଳରୁ କରୋନା ୫୯ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୫୬, ହୋମ କ୍ୱାରେଣ୍ଟିନରୁ ୧ ଏବଂ ଲୋକାଲ କେସ ୨ଟି ରହିଛି । ଲୋକାଲ କଣ୍ଟାକ୍ଟରେ ଶଙ୍କରପୁର ଓ ନିମଚଉଡିରୁ… Read More...
Odisha ଭୁବନେଶ୍ୱରରୁ ଚିହ୍ନଟ ହେଲେ ୨୪ କରୋନା ଆକ୍ରାନ୍ତ, ସୁସ୍ଥ ହେଲେ ୧୫ OPA Jul 3, 2020 0 ଭୁବନେଶ୍ୱର : ଆଜି ଭୁବନେଶ୍ୱରରୁ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୨୪ଜଣଙ୍କ ମଧ୍ୟରୁ ୨୦ଜଣ ସଙ୍ଗରୋଧରେ ଥିବା ବେଳେ ୪ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ଜଣା ପଡ଼ିଛି । ଏହା ସହ ଚିକିତ୍ସିତ… Read More...
National କାନପୁର: ଅପରାଧୀଙ୍କ ଗୁଳିରେ ୮ ପୁଲିସ କର୍ମଚାରୀ ସହିଦ OPA Jul 3, 2020 0 କାନପୁର : ମୋଷ୍ଟୱାଣ୍ଟେଡ୍ ଅପରାଧୀକୁ ଧରିବାକୁ ଯାଇଥିବା ବେଳେ ଅପରାଧୀଙ୍କ ଗୁଳିରେ ୮ ପୁଲିସ ସହିଦ। ଅନ୍ୟ ୭ ଜଣ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି। ଉତ୍ତରପ୍ରଦେଶର କାନପୁର ଧୌବେଦପୁର ଥାନା ଅନ୍ତର୍ଗତ ବେକରୁ… Read More...
Entertainment ପୁଣି ମେଡିକାଲରେ ଭର୍ତ୍ତି ହେଲେ ବିଜୟ ମହାନ୍ତି OPA Jul 3, 2020 0 ଭୁବନେଶ୍ୱର: ଭେଟେରାନ ଓଲିଉଡ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଯୋଗୁଁ ତାଙ୍କୁ ପୁଣି କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ଦୁଇ ଦିନ ତଳେ ସେ ମେଡିକାଲରୁ ଡିସଚାର୍ଜ ହୋଇଥିଲେ ।… Read More...