Bignews ପୁଣି ରାଜ୍ୟରେ କରୋନା ନେଲା ୨ ଜୀବନ; ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି OPA Jul 3, 2020 0 ଭୁବନେଶ୍ୱର : ରାଜ୍ୟରେ ଆଉ ୨ଜଣ ବ୍ୟକ୍ତିଙ୍କ କରୋନା ଯୋଗୁଁ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ୬୬ବର୍ଷର ଜଣେ ପୁରୁଷ ହୋଇଥିବା ବେଳେ ଅନ୍ୟ ଜଣେ ୪୦ ବର୍ଷର ପୁରୁଷ ଉଭୟେ ଗଞ୍ଜାମ ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ… Read More...
National ଲେହରେ ଅଚାନକ ପହଞ୍ଚିଲେ ପ୍ରଧାନମନ୍ତ୍ରୀ OPA Jul 3, 2020 0 ଲେହ: ସୀମା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଅଚାନକ ଲେହରେ ପହଞ୍ଚିଛନ୍ତି। ଚିଫ୍ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ବିପିନ ରାୱତଙ୍କ ସହିତ… Read More...
Odisha ରାଉରକେଲାରେ ପ୍ରଥମ କରୋନା ରୋଗୀଙ୍କ ମୁତ୍ୟୁ OPA Jul 3, 2020 0 ରାଉରକେଲା: ରାଉରକେଲା ସହରରେ ପ୍ରଥମ କରୋନା ରୋଗୀଙ୍କ ମୁତ୍ୟୁ । ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୟସ ୬୪ ବର୍ଷ । ଝାଡ଼ଖଣ୍ଡରୁ ଫେରିଥିବା ଏହି ବ୍ୟକ୍ତି ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ।… Read More...
Odisha ଦିନକ ପାଇଁ କ୍ୟାନସର ହସ୍ପିଟାଲ ଆଉଟ୍ଡୋର ବନ୍ଦ OPA Jul 3, 2020 0 କଟକ: ଶୁକ୍ରବାର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ଆଉଟ୍ଡୋରକୁ ଦିନକ ପାଇଁ ବନ୍ଦ କରିଦିଆଯାଇଛି। ସେହିପରି ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।ସୂଚନାଯୋଗ୍ୟ, କଟକସ୍ଥିତ ଦୁଇଟି… Read More...
Odisha ଗଞ୍ଜାମ ଜିଲ୍ଲାରେ ୫ ପୁଲିସ କର୍ମଚାରୀଙ୍କୁ କରୋନା OPA Jul 3, 2020 0 ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ଶହ ଅତିକ୍ରମ କରିସାରିଥିବାବେଳ ଆଉ ୫ ପୁଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ… Read More...
Odisha ଢେଙ୍କାନାଳର ୧୪ ଟି ପ୍ରମୁଖ ଶୈବପୀଠରେ ୧୪୪ ଧାରା OPA Jul 3, 2020 0 ଢେଙ୍କାନାଳ: କରୋନା ମହାମାରୀ ବିସ୍ତାରକୁ ନଜରରେ ରଖି ଶ୍ରାବଣ ମାସ ସୋମବାର ଦିନ ଢେଙ୍କାନାଳର ୧୪ ଟି ପ୍ରମୁଖ ଶୈବପୀଠରେ ପ୍ରଶାସନ ପକ୍ଷରୁ ଧାରା ୧୪୪ ଲଗାଯିବ। ଯାହାଦ୍ୱାରା ମନ୍ଦିରରେ ଭକ୍ତଙ୍କ ଭିଡକୁ ରୋକାଯାଇପାରିବ ।… Read More...
National ବିହାରରେ ବଜ୍ରପାତ ନେଲା ୨୬ ଜଣଙ୍କର ଜୀବନ OPA Jul 3, 2020 0 ପାଟଣା: ବଜ୍ରପାତ ଯୋଗୁଁ ଉତ୍ତର ବିହାରର ଆଠଟି ଜିଲ୍ଲାରେ ୨୬ଜଣ ବ୍ୟକ୍ତିଙ୍କର ଗୁରୁବାର ଦିନ ମୃତ୍ୟୁ ଘଟିଛି। ଗୋଟିଏ ସପ୍ତାହ ମଧ୍ୟରେ ବିହାରରେ ବଜ୍ରପାତ ଜନିତ ମୃତ୍ୟୁର ଏହା ତୃତୀୟ ଘଟଣା। ଏହା ପୂର୍ବରୁ ଜୁନ୍ ୨୫ ତାରିଖ… Read More...
National ଅଗଷ୍ଟ ୧୫ ସୁଦ୍ଧା ଆସିଯିବ ଦେଶର ପ୍ରଥମ କରୋନା ଟୀକା ! OPA Jul 3, 2020 0 ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ଖୁସି ଖବର ଆସିଛି । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଲଞ୍ଚ ହୋଇପାରେ ଦେଶର ପ୍ରଥମ କରୋନା ଟୀକା । ଯାହାକୁ ବିକଶିତ କରୁଛି ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଭାରତ ବାୟୋଟେକ୍ ।… Read More...
National ସରକାର ଦେଲେ ଅନୁମତି: ହେବ ଦ୍ୱିତୀୟ କରୋନା ଟିକା ପରୀକ୍ଷା OPA Jul 3, 2020 0 ନୂଆଦିଲ୍ଲୀ: କରୋନା ଭାଇରସର ସମ୍ଭାବ୍ୟ ଟିକା ମଣିଷଙ୍କ ଉପରେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ପାଇଁ ଫାର୍ମା କମ୍ପାନୀ ଜିଡସ୍ କାଡିଲାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ଡ୍ରଗ୍ କଣ୍ଟ୍ରୋଲର୍… Read More...
Bignews ଆଜି ରାଜ୍ୟରେ ସର୍ବାଧିକ ୫୬୧ କରୋନା ପଜିଟିଭ୍ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ଟପିଲା OPA Jul 3, 2020 0 ଭୁବନେଶ୍ୱର : ରାଜ୍ୟରେ ଆଜି ରେକର୍ଡସଂଖ୍ୟକ ୫୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା… Read More...