National ସମସ୍ତ ପଞ୍ଜିକୃତ ଡାକ୍ତର କୋଭିଡ୍ ଟେଷ୍ଟ ଲାଗି କରିପାରିବେ ସୁପାରିସ OPA Jul 2, 2020 0 ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁଯାୟୀ,ଏଣିକି ଘରୋଇ ଡାକ୍ତରଙ୍କ ପ୍ରେସକ୍ରିପସନ ଆଧାରରେ ମଧ୍ୟ କରୋନା ଟେଷ୍ଟ… Read More...
Odisha ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ OPA Jul 2, 2020 0 ପୁରୀ: ପବିତ୍ର ଶ୍ରୀକ୍ଷେତ୍ର ଧାମରେ ଆଜି ଶ୍ରୀଜିଉମାନଙ୍କ ସୁନାବେଶ ଅନୁଷ୍ଠିତ ହେଉଛି। ଆଶାଢ଼ ଶୁକ୍ଲ ପକ୍ଷ ଏକାଦଶୀ ତିଥିରେ ସେବାୟତମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କୁ ତାଳଧ୍ୱଜ ଓ ଦେବୀ… Read More...
Odisha ଓଡ଼ିଶାରେ ପ୍ଲାଜ୍ମା ଥେରାପି ମାଧ୍ୟମରେ ଆରମ୍ଭ ହେବ କରୋନା ଚିକିତ୍ସା OPA Jul 2, 2020 0 ଭୁବନେଶ୍ୱର: କରୋନା ରୋଗୀଙ୍କ ପାଇଁ ଓଡିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ମିଳିଥିବା ସୂଚନା ଅନୁସାରେ, ପ୍ଲାଜମା… Read More...
Bignews ରାଜ୍ୟରେ ଆଉ ୧୬୪ କରୋନା ଆକ୍ରାନ୍ତ ସୁସ୍ଥ OPA Jul 2, 2020 0 ଭୁବନେଶ୍ୱର: କରୋନା ଭାଇରସ୍ରୁ ଆଜି ରାଜ୍ୟର ୧୯ଟି ଜିଲ୍ଲାରୁ ୧୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଗଂଜାମ ଜିଲ୍ଲାରୁ… Read More...
Odisha ମଧ୍ୟପ୍ରଦେଶ କ୍ୟାବିନେଟ୍ ସଂପ୍ରସାରିତ : ମନ୍ତ୍ରୀଭାବେ ୨୮ ଜଣ ବିଧାୟକ ନେଲେ ଶପଥପାଠ OPA Jul 2, 2020 0 ଭୋପାଳ: ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନ ସରକାରଙ୍କ କ୍ୟାବିନେଟ୍ ଶେଷରେ ସମ୍ପ୍ରସାରିତ ହୋଇଛି ଗୁରୁବାର ଦିନ ରାଜ୍ୟପାଳ ଆନନ୍ଦିବେନ ପଟେଲ ଶିବରାଜ କ୍ୟାବିନେଟର ମୋଟ ୨୮ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି।… Read More...
Odisha କରୋନାରୁ ଆରୋଗ୍ୟ କ୍ଷେତ୍ରରେ ୧୧ତମ ସ୍ଥାନରେ ଓଡିଶା OPA Jul 2, 2020 0 ନୂଆଦିଲ୍ଲୀ: ମହାମାରୀ କରୋନାରୁ ଆରୋଗ୍ୟ କ୍ଷେତ୍ରରେ ଟପ୍ ୧୫ ରାଜ୍ୟ ତାଲିକା ପ୍ରକାଶ ପାଇଛି । କରୋନା ସଂକ୍ରମଣରୁ ଆରୋଗ୍ୟ କ୍ଷେତ୍ରରେ ଓଡିଶା ୧୧ ତମ ସ୍ଥାନରେ ରହିଛି । ପ୍ରଥମରେ ଚଣ୍ଡିଗଡରେ ଆରୋଗ୍ୟ ହାର ୮୨.୩ ପ୍ରତିଶତ… Read More...
Corporate ଜୁଲାଇ ୩୧ ଯାଏଁ ବଢ଼ିଲା ଇନକମ୍ ଟାକ୍ସ ରିହାତି ପାଇଁ ନିବେଶ ଦାଖଲର ସମୟ ସୀମା OPA Jul 2, 2020 0 ନୂଆଦିଲ୍ଲୀ: ଇନକମ୍ ଟାକ୍ସ ରିହାତି ପାଇଁ ନିବେଶ ଦାଖଲର ସମୟ ସୀମା ବୃଦ୍ଧି ହୋଇଛି । ୨୦୧୯-୨୦ ନିବେଶ ଦାଖଲ ପାଇଁ ଜୁଲାଇ ୩୧ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରାଯାଇଛି । ଏନେଇ ଟ୍ୱିଟ ଯୋଗେଁ ଇନକମ ଟ୍ୟାକ୍ସ ଇଣ୍ଡିଆ ପକ୍ଷରୁ… Read More...
Odisha କଟକ ଜିଲ୍ଲାରେ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ OPA Jul 2, 2020 0 କଟକ: ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଥିବା ବେଳେ ଗୁରୁବାର ଦିନ କଟକ ଜିଲ୍ଲାରେ ୧୨ଟି ନୂଆ କରୋନା ପଜିଟିଭ୍ କେସ୍ ଚିହ୍ନଟ ହୋଇଛି । ଏହାଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨୦କୁ ବୃଦ୍ଧି ପାଇଛି ।… Read More...
Odisha ଅଙ୍ଗନୱାଡି ଶିଶୁଙ୍କୁ ମିଳିବ ରାଗିଲଡୁ OPA Jul 2, 2020 0 କେନ୍ଦୁଝର:କେନ୍ଦୁଝର ଜିଲ୍ଲାରେ ଆଜିଠାରୁ ଅଙ୍ଗନବାଡି କେନ୍ଦ୍ରରେ ଶିଶୁମାନେ ଖାଇବେ ମାଣ୍ଡିଆ ଲଡୁ (ରାଗିଲଡୁ") । ରାଗି ଲଡୁ ହେଉଛି ମାଣ୍ଡିଆରେ ତିଆରି ହୋଇଥିବା ଏକ ଲଡୁ । ୩ ରୁ ୬ ବର୍ଷ ବୟସ୍କ ଶିଶୁ ମାନଙ୍କୁ ସପ୍ତାହରେ… Read More...
Odisha ଭୁବନେଶ୍ୱରର ରୁଚିକା ନର୍ସିଂହୋମ ସିଲ୍ OPA Jul 2, 2020 0 ଭୁବନେଶ୍ୱର: ରାଜଧାନୀର ରୁଚିକା ନର୍ସିଂହୋମରେ ତାଲା । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରୁଚିକା ନର୍ସିଂହୋମରେ ତାଲା ପଡିଛି । ବରମୁଣ୍ଡା ଜିବି କୋଲନୀରେ ଥିବା ଏହି ନର୍ସିଂହୋମରେ ଆଜି ବିଏମସି ଓ ବିଡିଏର ଟିମ୍ ଚଢାଉ… Read More...