ଭାରତରେ ‘ଟିକଟକ’ ବ୍ୟାନ

ନୂଆଦିଲ୍ଲୀ : ଭାରତ ସରକାର ଲୋକପ୍ରିୟ ଚାଇନିଜ ଆପ ଟିକଟକକୁ ନିଷିଦ୍ଧ କରିଛନ୍ତି । ଟିକଟକ ସମେତ ମୋଟ ୫୯ଟି ଚାଇନିଜ ମୋବାଇଲ ଆପକୁ ଭାରତରେ ନିଷିଦ୍ଧ କରାଯାଇଛି । ଏସବୁ ଆପକୁ ନେଇ ଗୁଇନ୍ଦା ବାହିନୀ ସତର୍କତା ଜାରି କରିବା ପରେ…
Read More...

ସ୍ୱଚ୍ଛ, ବିକଳ୍ପ ଓ ସ୍ୱଦେଶୀ ଉର୍ଜା ସମାଧାନର ଲାବରୋଟୋରି ହେବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହରିୟାଣା ମୁଖ୍ୟମନ୍ତ୍ରୀ ମୋନହର ଲାଲ୍ ଖଟ୍ଟରଙ୍କ ସହ ଫରିଦାବାଦ ଠାରେ ଇଣ୍ଡିଆନ ଅଏଲ ଟେକ୍ନୋଲୋଜି…
Read More...

ସ୍ୱଜନ ତୋଷଣ (ନେପୋଟିଜମ୍)

ଜୁନ୍ ୧୪ ବଲିଉଡ୍ ତଥା ଦେଶବାସୀଙ୍କ ପାଇଁ ଆଣିଦେଇଥିଲା ଏକ ଦୁଃସମ୍ବାଦ; ସଭିଁଙ୍କ ପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ଯା କରିଛନ୍ତି । ଏହି ଖବରଟି ଦେଶର କୋଣ ଅନୁକୋଣରେ ଥିବା ତାଙ୍କ ପ୍ରଶଂସକ ମଧ୍ଯରେ ଆଲୋଡ଼ନ…
Read More...

ଜିଲ୍ଲାପାଳ ଓ ଏସପିମାନଙ୍କୁ ୯ଟି କଥାକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋଭିଡ୍ ମୁକାବିଲା ସ୍ଥିତି ସମୀକ୍ଷା କରିବା ସହ ଜୁଲାଇ ମାସ‌ରେ ଏହି ମହାମାରୀ ମୁକାବିଲାର…
Read More...

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନାଁରେ ଗିରଫ ପରୱାନା

ୱାଶିଂଟନ: ଜେନେରାଲ କାସିମ ସୁଲେମାନିଙ୍କ ମୃତ୍ୟୁ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ଇରାନ ସରକାର ଦାୟୀ କରିଛି । ଏ ନେଇ ଟ୍ରମ୍ପ ଏବଂ ତାଙ୍କ ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛି । ଟ୍ରମ୍ପଙ୍କ…
Read More...

କଟକର କ୍ୟାନସର ହସ୍ପିଟାଲରେ ଆଉ ୬ କରୋନା ପଜିଟିଭ ଚିହ୍ନଟ

କଟକ: କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଆଉ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୬ ଜଣ ଚିହ୍ନଟ ହୋଇଥିବା ନେଇ ସିଡିଏମଓ ସତ୍ୟବ୍ରତ ଛୋଟରାୟ ସୂଚନା ପ୍ରଦାନ କରିଛନ୍ତି । ୬ ଆକ୍ରାନ୍ତଙ୍କ ମଧ୍ୟରେ ୪ କ୍ୟାନସର…
Read More...

ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ପାଇଁ ବିଏମସି ଜାରି କଲା ଗାଇଡଲାଇନ୍‌

ଭୁବନେଶ୍ୱର: ରାଜଧାନୀରେ ଚିନ୍ତା ବଢ଼ାଇଛି ଲୋକାଲ କଣ୍ଟାକ୍ଟ । ଆଜି ଗୋଟିଏ ଦିନରେ ୨୩ ଲୋକାଲ କଣ୍ଟାକ୍ଟ ମାମଲା ମିଳିବା ପରେ ସଜାଗ ହୋଇଛି ବିଏମସି । ବିଶେଷ କରି ବସ୍ତି ଅଞ୍ଚଳ ପାଇଁ କରୋନା ବୃଦ୍ଧି ପାଉଥିବା…
Read More...

ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ

ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୂରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ସାଜିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ…
Read More...

ମଣ୍ଡିରେ ପଡିଛି ଲକ୍ଷ ଲକ୍ଷ କ୍ୱିଣ୍ଟାଲ ଧାନ; ଯୋଗାଣ ଅଧିକାରୀ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନ ରଖି ଅସନ୍ତୋଷ…

ବରଗଡ଼: ରବି ଧାନ ଏ ପର୍ଯ୍ୟନ୍ତ ବିକି ପାରୁନାହାନ୍ତି ଚାଷୀ ଲକ୍ଷ କ୍ୱିଣ୍ଟାଲ ଧାନ ପଡିଛି ମଣ୍ଡିରେ ,ସେପଟେ ଖରଫ ଚାଷ ପାଇଁ ପ୍ରସ୍ତୁତ ହେବାକୁ ପଡୁଛି । ମଣ୍ଡି ଜଗିବେ ନା ଚାଷ ଆରମ୍ଭ କରିବେ ଏନେଇ ଅସନ୍ତୋଷ ଚାଷୀ ଯୋଗାଣ…
Read More...