ହୀରାକୁଦ ଡ୍ୟାମର ୮ଟି ଗେଟ୍ ଦେଇ ଜଳ ନିଷ୍କାସିତ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ମାତ୍ର ୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।ମିଳିଥିବା ସୂଚନାନୁଯାୟୀ ଏହି ହୀରାକୁଦ ବନ୍ଧର ଜଳ ପତ୍ତନ ୬୦୫.୮୯ ଫୁଟ୍ ରହିଛି ।…
Read More...

ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ଟିକ୍‌ଟକ୍

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଚୀନ ଉପୁଜାଇଥିବା ସଂଘର୍ଷର କଡ଼ା ଜବାବ ଦେଇଛି ଭାରତ। ଚୀନର ୫୯ଟି ଆପକୁ ଭାରତ ସରକାରଙ୍କ ପକ୍ଷରୁ ବ୍ୟାନ କରାଯାଇଛି। ସବୁଠୁ ଲୋକପ୍ରିୟ ଆପ୍‌ ଟିକ୍‌ ଟକକୁ ଗୁଗଲ୍‌ ପ୍ଲେ ଷ୍ଟୋରରୁ ହଟାଯାଇଛି।…
Read More...

ଅନଲକ୍ ୨.୦: ଜାଣନ୍ତୁ କ’ଣ ଖୋଲା ରହିବ ଏବଂ କ’ଣ ବନ୍ଦ

ନୂଆଦିଲ୍ଲୀ: କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସୋମବାର ଅନଲକ୍‌-୨ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି।   ଅନଲକ୍-୨ରେ କଣ ଖୋଲା ରହିବା କଣ ବନ୍ଦ ରହିବ କୁହାଯାଇଛି। ଅନଲକ୍‌ ୨ର ଅବଧି ଜୁଲାଇ ୩୧…
Read More...

ପଙ୍ଗପାଳଙ୍କ ଉପରେ ଆକାଶମାର୍ଗରୁ ସିଞ୍ଚନ କରାଯିବ କୀଟନାଶକ

ନୂଆଦିଲ୍ଲୀ: ତ୍ତତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଉପଦ୍ରବ ଚଳାଇଛନ୍ତି ପଲ ପଲ ପଙ୍ଗପାଳ । କେଇ ଘଣ୍ଟା ଭିତରେ ଏକର ଏକର ଫସଲ ଖାଇ ସଫା କରି ଦେଉଛନ୍ତି । ଏଭଳି ସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି…
Read More...

ବୀରମିତ୍ରପୁର ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭପାତ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

କଟକ : ସୁନ୍ଦରଗଡ଼ ସ୍ଥିତ ବିରମିତ୍ରପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭପାତ ମାମଲା କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତରିତ କରାଯାଇଛି। କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ଅଭୟ। ତଦନ୍ତ…
Read More...

ରାଜ୍ୟରେ ପୁଣି କରୋନାରେ ଗଲା ୨ ମୁଣ୍ଡ, ଉଭୟ ମହିଳା

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଦିନ ଆଉ ଦୁଇଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୨୫ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
Read More...

ଓଏଏସ୍‌ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ୩ ଆଇଏଏସ୍‌ଙ୍କ ବଦଳି ସହ ୧୫ ଜଣ ଓଏଏସ୍‌ଙ୍କ ବଦଳି ନିର୍ଦ୍ଦେଶ ଜାରି କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ଅନୁଯାୟୀ, ନଗର ଉନ୍ନୟନ ବିଭାଗ ଯୁଗ୍ମ ସଚିବ ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ…
Read More...

ବିସ୍ଫୋରଣରେ ହୋଟେଲ୍ ତାଜ୍‌କୁ ଉଡ଼ାଇ ଦେବାକୁ ଧମକ

ମୁମ୍ବାଇ : ପୁଣି ଟାର୍ଗେଟରେ ତାଜ୍ ହୋଟେଲ୍ । ବିସ୍ଫୋରଣରେ ହୋଟେଲ୍ ତାଜ୍‌କୁ ଉଡ଼ାଇ ଦେବାକୁ ଧମକ । ବିସ୍ଫୋରଣରେ ଉଡ଼ାଇ ଦେବାକୁ ପାକିସ୍ତାନର କରାଚିରୁ ଧମକ । ଧମକ ପରେ ହୋଟେଲ ତାଜ୍ ଓ ଆଖପାଖ ଅଂଚଳରେ କଡ଼ା ସୁରକ୍ଷା । ଗତକାଲି…
Read More...

ପୁଣି ୨୪୫ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୨୦୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା…
Read More...

କଂଗ୍ରେସର ସଂସ୍କାର ରାଜସ୍ୱ ଲୁଟିବା ମାତ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସ୍କାର ଗରିବଙ୍କ ସେବା କରିବା: ଧର୍ମେନ୍ଦ୍ର…

ନୂଆଦିଲ୍ଲୀ/ଭୁବନେଶ୍ୱର: କଂଗ୍ରେସର ସଂସ୍କାର କେବଳ ରାଜସ୍ୱ ଲୁଟିବା ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସ୍କାର ଗରିବ ତଥା ମଧ୍ୟବିତଙ୍କ ସେବା କରିବା ବୋଲି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସମୟରେ କଂଗ୍ରେସ…
Read More...