ଭାରତ-ଚୀନ ସଂଘର୍ଷରେ ୨ ଓଡ଼ିଆ ଯବାନ ସହିଦ

ଭୁବନେଶ୍ୱର: ଲଦାଖର ଗଲୱାନ ଘାଟିରେ ସୋମବାର ବିଳମ୍ବିତ ରାତିରେ ଭାରତ-ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ଶହୀଦ ହୋଇଥିବା ୨୦ ଯବାନଙ୍କ ମଧ୍ୟରେ ୨ ଓଡ଼ିଆ ଯବାନ ଥିବା ସୂଚନା ମିଳିଛି। ଏ ସମ୍ପର୍କରେ ସରକାରୀ ଭାବେ କିଛି…
Read More...

ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ

ବାଲେଶ୍ୱର: ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ମଦନ ମୋହନ ଦତ୍ତଙ୍କ ପରଲୋକ ଘଟିଛି । ମଦନ ମୋହନଙ୍କ ମୃତ୍ୟୁ ନେଇ ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଦାସ…
Read More...

ଆଜି ପୁଣି ୧୭୫ କରୋନା ପଜିଟିଭ୍ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮କୁ ବୃଦ୍ଧି

ଭୁବନେଶ୍ୱର:  ଆଜି ରାଜ୍ୟରେ ୧୭୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଏମାନଙ୍କ ମଧ୍ୟରୁ ୧୪୫ଟି ମାମଲା କ୍ଵାରାଣ୍ଟିନ ସେଣ୍ଟରରୁ ଆସିଥିବାବେଳେ ୩୦ଟି ମାମଲା ସ୍ଥାନୀୟ ବୋଲି ଜଣାପଡିଛି।  ଆଜି ଚିହ୍ନଟ ହୋଇଥିବା ୧୭୫…
Read More...

ଚୀନ୍-ଭାରତୀୟ ସେନାଙ୍କ ମଧ୍ୟରେ ମୁହାଁମୁହିଁ: ଭାରତର ୨୦ ଯବାନ ସହିଦ, ଚୀନ୍‌ର ୪୩ ମୃତ

ନୂଆଦିଲ୍ଲୀ: ବିଶ୍ୱ ମହାମା‌ରୀ କରୋନାକୁ ନେଇ ବିଶ୍ୱବ୍ୟାପୀ ନିନ୍ଦିତ ହେଉଥିବା ଚୀନ୍‌ ଏବେ ଦୃଷ୍ଟି ହଟାଇବ‌ା ଲାଗି ଭାରତକୁ ଟାର୍ଗେଟ୍ କରିଛି। ସବୁ ଠିକ୍‌ଠାକ୍‌ ଚାଲିଥିବା ବେଳେ ଚୀନ୍ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି।…
Read More...

ଖୋର୍ଦ୍ଧାରେ ଦିନକୁ ୧୬ ଘଣ୍ଟା ହେବ ସଟ୍‌ଡାଉନ୍

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗ୍ରାମାଞ୍ଚଳରେ ଆଜି କରୋନା ସ˚କ୍ରମଣ ୨୫୧ ଛୁଇଁଛି। କେବଳ ଏତିକି ନୁହେଁ, ଗତ ୧ ସପ୍ତାହ ମଧ୍ୟରେ ସ୍ଥାନୀୟ ସ˚କ୍ରମଣ ୨୧କୁ ବୃଦ୍ଧି ପାଇଛି। ତେଣୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ…
Read More...

ଭାରତ ନିଜେ ଆତ୍ମନିର୍ଭର ହେଲେ ହିଁ ବିଶ୍ୱର ଆବଶ୍ୟକତାକୁ ପୂରଣ କରିବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତ ନିଜେ ଆତ୍ମନିର୍ଭର ହେଲେ ହିଁ ବିଶ୍ୱର ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ମଙ୍ଗଳବାର ଇସ୍ପାତ ମନ୍ତ୍ରଣାଳୟ ଏବଂ ଫିକି ପକ୍ଷରୁ ଆୟୋଜିତ ୱେବିନାରରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ…
Read More...

ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ବିଭିନ୍ନ ରାଜ୍ୟର ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି ।…
Read More...

ନିଜ ପିଠି ଥାପୁଡାଇବା ବନ୍ଦ କରି ଦୈନିକ ୧୫ ହଜାର ଟେଷ୍ଟ କରାନ୍ତୁ ରାଜ୍ୟସରକାର :ବିଜେପି

ଭୁବନେଶ୍ୱର: ରାଜ୍ୟରେ କରୋନାର ସ୍ଥିତି ଜଟିଳ ହେବାରେ ଲାଗିଛି । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହା ସତ୍ୱେ ବି ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି ମାଧ୍ୟମରେ ଦେଇଥିବା ନିର୍ଦ୍ଦେଶକୁ କେହି ବି…
Read More...

ଅଣ୍ଡରୱାଲ୍ଡ ଡନ୍‌ ଛୋଟା ଶକିଲଙ୍କ ବଡ଼ ଭଉଣୀଙ୍କ କରୋନାରେ ମୃତ୍ୟୁ

ମୁମ୍ବାଇ: ଅଣ୍ଡରୱାଲ୍ଡ ଡନ୍‌ ଛୋଟା ଶକିଲଙ୍କ ବଡ଼ ଭଉଣୀ ହମିଦାଙ୍କ ମଙ୍ଗଳାବାର କରୋନାଜନିତ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ବର୍ଷ ହୋଇଥିଲା। ସୂଚନାଯୋଗ୍ୟ, ହମିଦା ମହାରାଷ୍ଟ୍ରର ଠାଣେରେ ରହୁଥିବା ବେଳେ ଗତ କିଛି…
Read More...

ପୁଣି ସୁସ୍ଥ ହେଲେ ୧୨୦ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ଓଡ଼ିଶା ପାଇଁ ପୁଣି ଖୁସି ଖବର। ରାଜ୍ୟରେ ପୁଣି କରୋନାରୁ ସୁସ୍ଥ ହେଲେ ୧୨୦ ଆକ୍ରାନ୍ତ ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ରାଜ୍ୟରେ ଦିନକୁ ଦିନ କରୋନା…
Read More...