Odisha ଶହୀଦ ଦୁଇ ଓଡ଼ିଆ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ OPA Jun 17, 2020 0 ଭୁବନେଶ୍ୱର: ଭାରତ ଓ ଚୀନ ସୀମାରେ ସଂଘର୍ଷ ଯୋଗୁଁ ଶହୀଦ ହୋଇଥିବା ଓଡିଶାର କନ୍ଧମାଳ ଓ ରାଇରଙ୍ଗପୁରର ୨ ଓଡ଼ିଆ ବୀର ଯବାନଙ୍କୁ ସାମାଜିକ ଗଣମାଧ୍ୟମରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର… Read More...
Odisha ୱାଟ୍କୋ କାର୍ଯ୍ୟର ସମୀକ୍ଷା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ OPA Jun 17, 2020 0 ଭୁବନେଶ୍ୱର: ରାଜ୍ୟର ଚାରିଟି ମହାନଗର ନିଗମରେ ଖୁବ୍ଶୀଘ୍ର ଟ୍ୟାପ୍ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ ଯୋଗାଣ ଉପଲବ୍ଧ ହେବ । ଲୋକେ ସିଧାସଳଖ ଏହି ଟ୍ୟାପ୍ରୁ ଆକ୍ୱାଗାର୍ଡ ମାନର ପାଣି ପିଇପାରିବେ । ଭୁବନେଶ୍ୱର ମହାନଗର… Read More...
Odisha ସମସ୍ତ ଭୂମିହୀନ ଲୋକଙ୍କୁ ଘରଡିହ ଯୋଗାଇବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ OPA Jun 17, 2020 0 ଭୁବନେଶ୍ୱର: ଗ୍ରାମାଂଚଳର ସମସ୍ତ ଗରିବ ପରିବାରଙ୍କ କଚ୍ଚା ଘରକୁ ପକ୍କାଘରରେ ପରିଣତ କରିବା ଦିଗରେ ଏକ ବଡ ପଦକ୍ଷେପ ସ୍ୱରୂପ ଗତ ୫ବର୍ଷ ମଧ୍ୟରେ ୨୫ ଲକ୍ଷ ୧୮ ହଜାର ୪ଶହ ୯୭ ପକ୍କା ଗୃହ ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି । ମୁଖ୍ୟ… Read More...
Odisha ପୁଣି ଭୁବନେଶ୍ୱରରୁ ୧୭ କରୋନା ପଜିଟିଭ ଚିହ୍ନଟ OPA Jun 17, 2020 0 ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଥରେ କରୋନା ତାର କାୟା ମେଲାଇବାରେ ଲାଗିଛି । ଆଜି ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ୨୫ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରେ ଭୁବନେଶ୍ୱରର ୧୭ ପଜିଟିଭ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧୪ ଜଣ… Read More...
National ଶାନ୍ତି ପାଇଁ ଫୋନ୍ରେ ୱାଙ୍ଗ ୟିଙ୍କ ସହ କଥା ହେଲେ ଜୟଶଙ୍କର OPA Jun 17, 2020 0 ନୂଆଦିଲ୍ଲୀ: ଲଦାଖରେ ରକ୍ତାକ୍ତ ସଂଘର୍ଷ ପରେ ପ୍ରଥମଥର ପାଇଁ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ତାଙ୍କ ଚାଇନା ପ୍ରତିପକ୍ଷ ୱାଙ୍ଗ ୟି ପରସ୍ପର ସହ କଥା ହୋଇଛନ୍ତି। ଫୋନ ଯୋଗେ ଉଭୟ ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଧରି… Read More...
Entertainment ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା: କରଣ, ସଲମାନଙ୍କ ସମେତ ୮ ସେଲିବ୍ରିଟିଙ୍କ ନାଁରେ ମାମଲା ରୁଜୁ OPA Jun 17, 2020 0 ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି। ତାଙ୍କ ଭଳି ଭର୍ସାଟାଇଲ ଅଭିନେତା ଏଭଳି ପଦକ୍ଷେପ କାହିଁକି ନେଲେ ସେନେଇ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି।… Read More...
National ଲଦାଖରେ ସଂଘର୍ଷକୁ ନେଇ ଶୁକ୍ରବାର ସର୍ବଦଳୀୟ ବୈଠକ ଡକାଇଲେ ପ୍ରଧାନମନ୍ତ୍ରୀ OPA Jun 17, 2020 0 ନୂଆଦିଲ୍ଲୀ: ଲଦାଖରେ ଭାରତୀୟ ଓ ଚୀନ୍ ସେନାଙ୍କ ମଧ୍ୟରେ ସଂଘର୍ଷ ଘଟି ୨୦ ଜଣ ଯବାନ ପ୍ରାଣ ହରାଇବା ପରେ ଭାରତ- ଚୀନ୍ ସୀମାନ୍ତରେ ଉତ୍ତେଜନା ପ୍ରକାଶ ପାଇବା ସହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ପନ୍ନ ସ୍ଥିତି… Read More...
National ୨୦ଜଣ ଭାରତୀୟ ସୈନିକଙ୍କ ତାଲିକା ପ୍ରକାଶ OPA Jun 17, 2020 0 ନୂଆଦିଲ୍ଲୀ: ସୋମବାର ରାତିରେ ପୂର୍ବ ଲଦାଖ ଅନ୍ତର୍ଗତ ଗଲ୍ୱାନ୍ ଉପତ୍ୟକାରେ ଚୀନ୍ ସୈନିକମାନଙ୍କ ସହ ସଂଘର୍ଷ କରି ସହିଦ ହୋଇଥିବା ୨୦ଜଣ ଭାରତୀୟ ସୈନିକଙ୍କ ନାମ ଆଜି ଭାରତୀୟ ସେନାବାହିନୀ ପ୍ରକାଶ କରିଛି। ନିମ୍ନରେ… Read More...
National ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ବିଧାୟକ ଅତିସୀ କରୋନା ସଂକ୍ରମିତ OPA Jun 17, 2020 0 ନୂଆଦିଲ୍ଲୀ: ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକ ଅତିସୀ କୋଭିଡ-୧୯ ସଂକ୍ରମିତ ଥିବା ଜାଣିବାକୁ ମିଳିଛି। କୋଭିଡ୍-୧୯ ବା ନୋଭେଲ କରୋନା ଭାଇରସ୍ର ପରୀକ୍ଷା ପାଇଁ ଏମାନଙ୍କର ଯେଉଁ… Read More...
Odisha ମଦନମୋହନଙ୍କ ବିୟୋଗରେ ଦୁଃଖ ପ୍ରକାଶ କଲେ ଦୁଇ କେନ୍ଦ୍ର ମନ୍ତ୍ରୀ OPA Jun 17, 2020 0 ଭୁବନେଶ୍ୱର: ଉତ୍ତର ଓଡ଼ିଶାର ଟାଣୁଆ ବିଜେପି ନେତା ତଥା ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କର ପରଲୋକକୁ ନେଇ ଦୁଇ କେନ୍ଦ୍ର ମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ… Read More...